ଓଃ କି ଡ୍ୟାନ୍ସ ! ଗାଉଁଲି ଝିଅ ” Angoori badan ” ଗୀତରେ କଲା ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |

 

ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ଅନେକ ସମୟରେ ଅନେକ କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହାକି ଏହି ଭିଡ଼ିଓ ପସନ୍ଦ କରିବା ଦ୍ୱାରା ସେହି ବ୍ୟକ୍ତି ଖୁବ ଫେମସ ହୋଇ ପାରିଥାଏ | ତେବେ ସେଭଳି ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ଦେଖିବା ପାଇଁ ମିଳିଛି ଯେଉଁଥିରେ ଏକ ଯୁବତୀ ଙ୍କର ସୁନ୍ଦର ଡ୍ୟାନ୍ସ ଦେଖିବାକୁ ମିଳିଛି | ତେବେ ଆସନ୍ତୁ ଏଭଳି ଏକ ସୁନ୍ଦର ଡ୍ୟାନ୍ସ ଭିଡ଼ିଓ ସମ୍ପର୍କ ରେ ଆଲୋଚନା କରିବା |

 

ଏହି ଭାଇରାଲ ହେଉ ଥିବା ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ହିନ୍ଦୀ ଗୀତର ଆଇଟମ ସଙ୍ଗ ସାକି ଗୀତ ରେ ଏହି ଯୁବତୀ ଜଣଙ୍କ ନାଚୁ ଥିବାର ଦେଖା ଯାଇଛି, ଯୁବତୀ ଜଣଙ୍କ ଉପରେ ଏକ ରେଡ଼ କଲର କୁର୍ତା ପିନ୍ଧିଛନ୍ତି ଏବଂ ବ୍ଲାକ କଲର ବ୍ଲାକ ଘାଗରା ଭଳି ଡ୍ରେସ ପିନ୍ଧିଛନ୍ତି ଆଉ ତାଙ୍କର ଲମ୍ବା ଚୁଟି କି ଖୋଲା କରି ପକାଇଛନ୍ତି | କେବଳ ସେତିକି ନୁହେଁ ସେ ନିଜ ଘରେ ରହି ଯେଉଁଭଳି ଭାବରେ ଅଣ୍ଟା ହଲାଇ ଡ୍ୟାନ୍ସ କରୁଛନ୍ତି ତାହାକୁ ଦେଖିଲେ ଆପଣ ମଧ୍ୟ ଆଖି ଫେରାଇ ନେଇ ପାରିବେ ନାହିଁ |

ତାଙ୍କ ଫିଗର କୁ ଏହି ଡ୍ୟାନ୍ସ ଟି ଖୁବ ଆକର୍ଷଣୀୟ ଲାଗୁଛି ଯାହାକୁ ଯିଏ ବି ଦେଖୁଛି ସେ କେବଳ ପ୍ରଶଂସା ହିଁ କରୁଛି | ତେବେ ଏହି ଭିଡ଼ିଓ ଟିକୁ କେହି ଜଣେ ସୋସିଆଲ ୟୁଜର୍ସ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ ଯାହାକି ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ଏହା କେଉଁଠିକାର ଭିଡ଼ିଓ ତାହା ସଠିକ ଭାବେ ଜଣା ନାହିଁ କିନ୍ତୁ ଏହା ସମସ୍ତ ଙ୍କୁ ବେସ ପସନ୍ଦ ଆସିଛି ଏବଂ ଏହି ଭିଡ଼ିଓ କୁ ଦେଖି ଅନେକ ଲୋକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

Leave A Reply

Your email address will not be published.