ଦେଖନ୍ତୁ SOCKING ଭିଡ଼ିଓ : ସବୁ ଆମ୍ବ ଚୋରି କରିନେଲେ ମାମୁନି, ରୁନା, ରାମଦେବ ଏହି video ଦେଖିଲେ ଆପଣ ବି ହସି ହସି ଗଡିଯିବେ….ମଜାଳିଆ ଭିଡିଓ
ରୂପା ପିଣ୍ଟୁ ଏପରି ଏକ ସୁନ୍ଦର ଯୋଡ଼ି ଯାହାଙ୍କର ପ୍ରତେକ ଟି ଭିଡ଼ିଓ ଓ ପ୍ରତେକ ଟି ବ୍ୟକ୍ତିଗତ ଜୀବନ ବିଷୟ ରେ ଜାଣିବା ପାଇଁ ଲୋକେ ଅଗ୍ରାହ ପ୍ରକାଶ କରି ଥାଆନ୍ତି | ଏହା ସହିତ ଆପଣ ମାନେ ତ ସୋସିଆଲ ମିଡ଼ିଆ ରେ ରୂପା ଓ ପିଣ୍ଟୁ ଙ୍କର ଅନେକ ଆଲବମ ଭିଡ଼ିଓ ଦେଖୁ ଥିବେ ଯାହାକି ଦୁହେଁ ଙ୍କୁ ଆଜିର ଦୁନିଆଁ ରେ ଏକ ଚର୍ଚ୍ଚିତ ନାଁ କରାଇ ପାରିଛି | ରୂପା କେବଳ ଏକ ଭଲ ସ୍ତ୍ରୀ ନୁହଁନ୍ତି ବରଂ ସେ ଏକ ଭଲ ଝିଅ, ଭଲ ବୋହୂ ଓ ଭଲ ମା ମଧ୍ୟ, କାରଣ ଲୋକ ମାନଙ୍କ ମନରେ ଏକ ଜାଗା ସୃଷ୍ଟି କରି ଥିଲେ ବି ଗର୍ବରେ ସେ କେବେ ତାଙ୍କ ଓଡ଼ିଆ ପରମ୍ପରା କୁ ଛାଡ଼ି ନାହାଁନ୍ତି କି ଏକ ବୋହୂ ର କର୍ତ୍ତବ୍ୟ କରିବାକୁ ଭୁଲି ନାହାଁନ୍ତି |
ରୂପା ପିଣ୍ଟୁ ଉଭୟ ଏକ ସାଧାରଣ ଭାବେ ଜୀବନ ଯାପନ କରି ଥାଆନ୍ତି, ଜୀବନ ରେ ଯେତେ ସଫଳତା ପାଇଲେ ମଧ୍ୟ ଉଭୟଙ୍କ ମନରେ ଗର୍ବ ବୋଲି ଟିକିଏ ନଥାଏ | ତେବେ ପ୍ରାୟ ସମୟରେ ସେ ତାଙ୍କ ଗାଁ ର ପରିବେଶ କୁ ନେଇ ଭିଡ଼ିଓ ପ୍ରସ୍ତୁତ କରି ନିଜ ଆକାଉଣ୍ଟ ରେ ଉପଲୋଡ କରି ଥାଆନ୍ତି ଆଉ ବର୍ତ୍ତମାନ ସମୟରେ ପୁଣି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକି ଖୁବ ନିଆଁରା ରହିଛି |
ତେବେ ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ରୂପା ତାଙ୍କ ନଣନ୍ଦ ଓ ଖୁସି ମା ମିଶି ଆମ୍ବ ଖାଉଛନ୍ତି ଆଉ ଯାହାର ଭିଡ଼ିଓ ପିଣ୍ଟୁ କରୁଛନ୍ତି | ଏହାପରେ ପିଣ୍ଟୁ ନିଜ ଘରର ବାଡ଼ି ପଟକୁ ଯାଉଛନ୍ତି କି ଯେଉଁଠି ତାଙ୍କର ବଡ଼ ଆମ୍ବ ଗଛ ରହିଛି ଆଉ ସେଠାରେ ପିଣ୍ଟୁ ପହଞ୍ଚି ଦେଖୁଛନ୍ତି କି ତାଙ୍କ ଭଉଣୀ ରୁନା, ମାମୁନି ଆଉ ରାମଦେବ ବାବା ଏମିତି କେତେ ଜଣ ମିଶି ଆମ୍ବ ତୋଳିବାରେ ଲାଗିଛନ୍ତି ଏବଂ ତାଙ୍କ ସହିତ ଖୁସି ମା ମଧ୍ୟ ସାମିଲ ଅଛନ୍ତି | ଏମିତି କି ଆମ୍ବ ତୋଳୁ ତୋଳୁ ଉଭୟ ଉଭୟ ଙ୍କ ଭିତରେ ଆମ୍ବ ପାଇଁ କିଭଳି ଭାବରେ ଝଗଡା ଲାଗି ଯାଉଛନ୍ତି ତାହା ଏଠାରେ ଦେଖିବା ପାଇଁ ମିଳିଛି |
ଏହା ସହିତ ପିଣ୍ଟୁ କହିଛନ୍ତି କି ଏବେ ଖରା ଦିନ ଆସିଲା ଆଉ ଏହି ଖରା ଦିନରେ ପଖାଳ ସହିତ ସୁକୁଆ, ଆମ୍ବ ଓ ବଢ଼ି ପକାଇ ଖାଇଲେ ବହୁତ ବଢିଆ ଲାଗିଥାଏ | ଏହାପରେ ଖୁସି ମା କେମିତି ଗାଁ ପିଲା ଙ୍କ ସହ ଖେଳୁଛନ୍ତି ତାହା ଏଠାରେ ଦେଖା ଯାଇଛି ଆଉ ଶେଷରେ ସନ୍ଧ୍ୟା ସମୟରେ ସମସ୍ତେ ଏକାଠି ବସି ଚା ବିସ୍କୁଟ ଖାଉଛନ୍ତି ତାହା ଦେଖିବାକୁ ମିଳି ଥିଲା |
ତେବେ ଗାଁ ର ପରିବେଶ କି ପିଣ୍ଟୁ ଯେଭଳି ଭିଡ଼ିଓ ମାଧ୍ୟମ ରେ ଦେଖାଇଛନ୍ତି ତାହା ବେସ ସୁନ୍ଦର ଥିଲା ଆଉ ଯିଏ ବି ଦେଖିବ ସେ ନିଜ ଗାଁ କଥା ହିଁ କେବଳ ମନେ ପକାଇବ | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଦେଖି ଦର୍ଶକ ଅନେକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।