ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ।ତେବେ କୁହାଯାଏ କି ଯାତ୍ରା ଜଗତର ଡାନ୍ସ ଓ କିଛି ମନୋଛୁଆଁ ଭିଡ଼ିଓ ଗୁଡିକ ମଧ୍ୟ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ଆଉ ଶୁଣିବାକୁ ପାଉଥିବେ ।ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ଦେଖିବାକୁ ମିଳିଛି ସିନେମା ଜଗତର ଲୋକପ୍ରିୟ ବରିଷ୍ଠ ଅଭିନେତ୍ରୀ ଉଷସୀ ମିଶ୍ର ଙ୍କୁ ଯାତ୍ରା ମଞ୍ଚରେ।
ଆଉ ଏହି ଅଭିନେତ୍ରୀ ଜଣକ ଯାତ୍ରା ର ମହାମଞ୍ଚ ଉପରେ ଜବରଦସ୍ତ ଅଭିନୟ କରିଥିବା ଦେଖିବା ପାଇଁ ମିଳିଛି। ତାଙ୍କ ଅଭିନୟର କମାଲ ଦେଖାଇଛନ୍ତି। ଆଉ ଯେଉଁ ଡାନ୍ସ ର ଭିଡ଼ିଓ କୁ ଆପଣ ମାନେ ମଧ୍ୟ ଦେଖିଲେ ଖୁସି ହୋଇଯିବେ ବୋଲି କୁହାଯାଉଛି ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
କୁହାଯାଏ କି ଯାତ୍ରା ଜଗତ ଆଜି କାଲି ଅନେକ ଆଗକୁ ଯିବାକୁ ଲାଗିଲାଣି ।ଆଉ ଯାତ୍ରା କଳାକାର ମାନେ ଯାତ୍ରା ମଞ୍ଚରେ ସେମାନଙ୍କର ଡାନ୍ସ ର କମାଲ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଉଛନ୍ତି । ତାହା ସହିତ ଯାତ୍ରା ଜଗତରେ ଭାଇରାଲ ହେଉଥିବା ଅନେକ ସିନ ଦେଖିବାକୁ ପାଉଥିବେ ଯାହାକୁ ଲୋକ ମାନେ ଦେଖି ବେଶ ଖୁସି ହେଵା ସହିତ ଯାତ୍ରା ର ଆଇଟମ ଡାନ୍ସ ସମସ୍ତଙ୍କ ମନକୁ କିଣି ନେଇଥାଏ । ଯାତ୍ରା ଗୋଟିଏ ଏମିତି ଜିନିଷ ଯାହାକୁ ଲୋକ ମାନେ ଦେଖିବା ପାଇଁ ଆଜି କାଲି ଅଧିକ ପସନ୍ଦ କରୁଛନ୍ତି ।
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଅଲିଉଡ ର ଜଣେ ବହୁତ ଜଣା ଶୁଣ ଅଭିନେତ୍ରୀ , ଯାହାଙ୍କର ଅଭିନୟ କୁ ଦେଖିବା ପାଇଁ ଓଡ଼ିଆ ଦର୍ଶକ ମନର ପାଗଳ ଥାଆନ୍ତି । ଆଉ ତାହା ସହିତ ଅନେକ ଓଡ଼ିଆ ଫିଲ୍ମ ଇଣ୍ଡୋଷ୍ଟି ରେ କାମ କରି ଦର୍ଶକ ମାନଙ୍କର ପାଖରେ ପ୍ରତେକ ଓଡ଼ିଆ ଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଥିବା ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଉଷସୀ ମିଶ୍ର ବୋଲି କୁହାଯାଉଛି ।
ଆଉ ଉଷସୀ ମିଶ୍ର ଙ୍କର ଷ୍ଟାଇଲ ସହିତ ତାଙ୍କର ଅଭିନୟ ଓ ଡାନ୍ସ କୁ ଆଜି ଯାଏ ମଧ୍ୟ ଲୋକ ମାନେ ପସନ୍ଦ କରିଥାନ୍ତି ଆଉ ସେ ଆଜି ଯାଏ ଫେଭ ରାଇଟ ହୋଇ ରହିପାରିଛନ୍ତି ଓଡ଼ିଆ ମାନଙ୍କର ହୃଦୟରେ ।
ତେବେ ଉଷସୀ ମିଶ୍ର ଯାତ୍ରା ମଞ୍ଚରେ ଅଭିନୟ କରିଥିବା ଦେଖିବା ପାଇଁ ମିଳିଥିଲା। ଆଉ ତାଙ୍କ ଅଭିନୟ ଦେଖି ଦର୍ଶକ ଙ୍କ ଅଖିରେ ଲୁହ ଆସି ଯାଇଥିଲା। ସମସ୍ତେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିବା ସହିତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ସବୁ ଦେଇଥିଲେ। ଆଉ ତାଙ୍କୁ ଦେଖିବା ପାଇଁ ବହୁତ ଲୋକଙ୍କର ଭିଡ଼ ଜମି ଥିଲା।