ଦେଖନ୍ତୁ video…. କୁନି ଝିଅକୁ ଆକଟ କରୁଛି ବିଲେଇ ଭିଡ଼ିଓ ହେଉଛି ଭାଇରାଲ 4 ଘଣ୍ଟାରେ 158K ରୁ ଅଧିକ ଲାକ ଦେଖି ସାରିଲେନି…
ତେବେ ଏକ କୁନି ଝିଅ କୁ ମା ପରି ଆକଟ କରୁଛି ଏକ ବିଲେଇ ଯାହାକି ଏକ କୁନି ଝିଅ ଟି ଛାତ ଉପରେ ଥିବା ବାଲକୋନୀ ରେ ଚଢ଼ୁ ଥିଲା ଆଉ ଏହାକୁ ଦେଖି ଘରେ ଥିବା ବିଲେଇ ଟି ତାକୁ ମନା କରୁଛି | ଯାହାକି ଏବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି, ତେବେ ଆସନ୍ତୁ ଏହି ଭିଡ଼ିଓ ଟିରେ ଥିବା ସମ୍ପୂର୍ଣ୍ଣ ଦୃଶ୍ୟ ସମ୍ପର୍କ ରେ ଆଲୋଚନା କରିବା |
ତେବେ ଆଜି ଯେଉଁ ଭିଡ଼ିଓ କଥା କହୁଛୁ ସେଥିରେ ଏକ ବିଲେଇ କେତେ ତା ମାଲିକ ପ୍ରତି ଯତ୍ନବାନ ରହିଛି ତାହା ହିଁ ଏଠାରେ ସ୍ପଷ୍ଟ ଦେଖିବା ପାଇଁ ମିଳିଛି | ଆପଣ ତ ଜାଣିଛନ୍ତି ସୋସିଆଲ ମିଡ଼ିଆ ରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ନିହାତି ଭାବରେ ପୋଷ୍ଟ କରାଯାଇ ଥାଏ ଆଉ ସେଥି ମଧ୍ୟରୁ କିଛି ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହୋଇ ଥାଏ |
ସେହି ଭାଇରାଲ ଭିଡ଼ିଓ ମଧ୍ୟରୁ କିଛି ଏମିତି ଭିଡ଼ିଓ ମଧ୍ୟ ରହି ଥାଏ ଯାହାକି ସୋସିଆଲ ୟୁଜର୍ସ ମାନଙ୍କ ମନକୁ କିଣି ନେଇ ଥାଏ | ତେବେ ସେଭଳି ଏକ ଭିଡ଼ିଓ ନଜର କୁ ଆସିଛି ଯାହାକୁ ଦେଖିଲେ ଆପଣ ଖୁବ ଖୁସି ହୋଇ ଯିବେ ଏବଂ ଦେଖିଲେ ଖୁବ ଆଶ୍ଚର୍ଯ୍ୟ ମଧ୍ୟ ଲାଗିବ |
ତେବେ ଗୃହ ପାଳିତ ପଶୁ ମାନଙ୍କ ମଧ୍ୟରୁ ପ୍ରାୟ ସମୟରେ ବିଲେଇ ଓ କୁକୁର ଙ୍କର ଭିଡ଼ିଓ ନିହାତି ଭାଇରାଲ ହୋଇ ଥାଏ ଦେଖା ଯାଇ ଥାଏ କି କୁକୁର ସବୁବେଳେ ତା ମାଲିକ ପ୍ରତି କେତେ ଯତ୍ନବାନ ରହିଥାଏ ଆଉ ସେହି ଭିଡ଼ିଓ ଗୁଡ଼ିକୁ ଲୋକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି | ଆଉ ବିଲେଇ ମାନେ ସାଧାରଣତଃ ନିଜର ଅଜବ କାରନାମା ପାଇଁ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇ ଥାଆନ୍ତି | ହେଲେ ଆଜି ଆମେ ଯେଉଁ ଭିଡ଼ିଓ କଥା କହିଚୁ ସେଥିରେ ବିଲେଇ ତାର ମାଲିକ ପ୍ରତି କେତେ ଯତ୍ନବାନ ତାହା ଦେଖିବା ପାଇଁ ମିଳିଛି |
ଭିଡ଼ିଓ ଟିରେ ଏକ କୁନି ଛୁଆ ଏକା ଏକା ବାଲକୋନୀ ରେ ବୁଲୁଛି ଆଉ ଖେଳୁଛି ଆଉ ମଝିରେ ମଝିରେ ବାଲକୋନୀ ରେ ଲାଗିଥିବା ରେଲିଙ୍ଗ କୁ ଧରି ଚଢିବା ପାଇଁ ଚେଷ୍ଟା କରୁଛି | ଠିକ ଏହି ସମୟରେ ବିଲେଇ ଟି କୁନି ଛୁଆ ପ୍ରତି ବିପଦ ଅଛି ବୋଲି ଜାଣି ପାରୁଛି ଆଉ ତାକୁ ରେଲିଙ୍ଗ ରେ ଚଢିବା ପାଇଁ ବାରଣ କରୁଛି ଠିକ ଯେମିତି ମା ମାନେ ବାରଣ କରନ୍ତି ସେହିଭଳି ବାରଣ କରୁଛି | କୁନି ଛୁଆ ଟି ଯେତେ ଥର ସେହି ଷ୍ଟିଲ ରେଲିଙ୍ଗ କୁ ଧରି ଉଠିବା ପାଇଁ ଚେଷ୍ଟା କରୁଛି ବିଲେଇ ଟି ମଧ୍ୟ ସେତେ ଥର ତାର ଗୋଡ଼ ବାଡେଇ ତାକୁ ରୋକି ଦେଉଛି | ଭିଡ଼ିଓ ଖୁବ ମଜାଦାର ହେବା ସହ ଯିଏ ବି ଦେଖୁଛି ସେ ଖୁବ ଆତ୍ମ ବିଭୋର ହେଉଛି ଆଉ ଲାଇକ କରିବା ସହିତ ଭଲ ଭଲ କମେଣ୍ଟ ମଧ୍ୟ ଦେଉଛନ୍ତି |