ପ୍ରଥମ ଥର ପାଇଁ ଦେଖନ୍ତୁ ମୃତ୍ୟୁବରଣ କରିଥିବା ollywood ଅଭିନେତା ପିଣ୍ଟୁ ନନ୍ଦଙ୍କ ଗାଁ ଘର ବାପା,ମା, ଭଉଣୀ …

ଓଡ଼ିଆ ସିନେମା ଜଗତ ଆଗ ଧାଡ଼ିର ଖଳନାୟକ ହିରୋ ଅଭିନେତା ପିଣ୍ଟୁ ନନ୍ଦ ଆମ ଗହଣ ରେ ଆଉ ନାହାଁନ୍ତି | ତେବେ ପିଣ୍ଟୁ ନନ୍ଦ ଙ୍କ ପରିବାର କୁ ତ ଆପଣ ଅଳ୍ପ ବହୁତ ଜାଣି ଥିବେ ଯାହାକି ଆଜି ଆମେ ତାଙ୍କ ଗାଁ ଘର ଓ ପରିବାର ସମ୍ପର୍କ ରେ ଆଲୋଚନା କରିବା | ତେବେ ପିଣ୍ଟୁ ନନ୍ଦ ଜଗତସିଂହପୁର ଜିଲ୍ଲା ରେ ଜନ୍ମ ଗ୍ରହଣ କରି ଥିଲେ ଏବଂ 7 ଜୁଲାଇ 1977 ମସିହା ର ପିଣ୍ଟୁ ନନ୍ଦ ଜନ୍ମ ହୋଇ ଥିଲେ |

ଆଉ 1996 ମସିହା ରେ ସେ ଫିଲ୍ମ ଜଗତରେ ପାଦ ଥାପି ଥିଲେ ଏବଂ ଫିଲ୍ମ ଜଗତରେ ପାଦ ଥାପି ପ୍ରଥମ ଚଳଚ୍ଚିତ୍ର କୋଇଲି ରେ ସେ ଅଂଶ ଗ୍ରହଣ କରି ଥିଲେ | ଫିଲ୍ମ କୋଇଲି ରେ ତାଙ୍କୁ ଏତେ ଟା ସଫଳତା ମିଳି ନଥିଲେ ମଧ୍ୟ ପିଣ୍ଟୁ ନନ୍ଦ ଙ୍କ ଆଲବମ ଏ ଗୌର ଏବଂ ରାଣ୍ଡି ପୁଅ ଅନନ୍ତ ତାଙ୍କୁ ବେସ ପରିଚୟ କରିଥିଲା |


ତେବେ ପିଣ୍ଟୁ ନନ୍ଦ ଙ୍କର ପରିବାର କହିଲେ ତାଙ୍କ ଗାଁ ଘର ଜଗତସିଂହପୁର ରେ ଅଟେ ଏବଂ ସେଠାରେ ତାଙ୍କ ବାପା ମା, ଭାଇ ଏବଂ ତାଙ୍କ ଭାଇ ଙ୍କର ସ୍ତ୍ରୀ ମଧ୍ୟ ରୁହନ୍ତି | ଏହା ସହିତ ପିଣ୍ଟୁ ନନ୍ଦ ଙ୍କର ଭାଇ ମଧ୍ୟ ତାଙ୍କୁ ବେସ ଭଲ ପାଆନ୍ତି ଏବଂ ତାଙ୍କର ଏହି ଦୁଃଖ ସମୟ ରେ ସାଥ ଦେଇ ଥିବାର ମଧ୍ୟ ଯାହା ଦେଖିବା ପାଇଁ ମିଳି ଥିଲା |

 

ପିଣ୍ଟୁ ନନ୍ଦ ଙ୍କର ସ୍ତ୍ରୀ ଏବଂ ଦୁଇ ପୁଅ ଭୁବନେଶ୍ୱର ରେ ହିଁ ରହୁ ଥିଲେ କିନ୍ତୁ କୌଣସି କାରଣ ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଝଗଡା ହେବାରୁ ତାଙ୍କ ସ୍ତ୍ରୀ ତାଙ୍କ ଠାରୁ ଅଲଗା ହୋଇ ରହୁ ଥିଲେ ଏବଂ ତାଙ୍କର ଦୁଇ ପୁଅ ମଧ୍ୟ ସ୍ତ୍ରୀ ଙ୍କ ପାଖରେ ରହୁ ଥିଲେ ବୋଲି ଯାହା କୁହା ଯାଇଛି |


ତେବେ ଓଡ଼ିଆ ଚଳଚ୍ଚିତ୍ର ର ଆଗଧାଡିର ଜଣେ ବରିଷ୍ଠ ଖଳନାୟକ ଆଜି ଆଉ ନାହାଁନ୍ତି, ସେ ଗୋଟେ ପରେ ଗୋଟେ ଚଳଚିତ୍ର କରିଥିଲେ ଏବଂ ତାହା ବେସ ହିଟ ମଧ୍ୟ ହୋଇ ଥିଲା | ମା ଗଜବାୟାଣୀ, ବାହୁଡ଼ିବେ ମୋ ଜଗାବଳିଆ, ସାଥିରେ, ରଖିବ ଯଦି ସେ ମାରିବ କିଏ, ଓଃ ମାଇଁ ଲଭ, ରକତେ ଲେଖିଛି ନାଁ,

କାଳୀ ଶଙ୍କର ଭଳି ଫିଲ୍ମ ରେ ନିଜ କଳା ର ଯାଦୁ ପିଣ୍ଟୁ ଦେଖାଇ ଥିଲେ | ସେ ଖଳନାୟକ ଚରିତ୍ର ହେଉ କିମ୍ବା କମେଡି ହେଉ ସେ ଯେକୌଣସି ଚରିତ୍ର ରେ ବି ଫିଟ ହୋଇ ଯାଉ ଥିଲେ | ତେବେ ପିଣ୍ଟୁ ନନ୍ଦ ଙ୍କୁ ହରାଇ ଓଡ଼ିଆ ସିରିଏଲ ଜଗତ ଠାରୁ ଆରମ୍ଭ କରି ଯାତ୍ରା ଜଗତ ଏବଂ ଫିଲ୍ମ ଜଗତ କାନ୍ଦୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.