Exclusive:ଡିଭୋର୍ସ ପରେ ଆଉ ସ୍ୱାମୀ କଣ , ଭାଉଜ ପିଣ୍ଟୁଭାଇ ବଞ୍ଚିଥିବା ସମୟରେ ତ ଆସିଲେନି ଏବେ କାହିଁକି ଆସିବେ ?

ବନ୍ଧୁମାନେ ମୃତ୍ୟୁ ପରେ ମଣିଷ ର ଶରୀର ହିଁ ରହିଯାଏ ଯାହାକୁ ଥରୁ ଟିଏ ଆଖି ଭରି ଦେଖିବା ପାଇଁ ଅନେଇ ରହିଥାନ୍ତି ପରିବାର ଲୋକେ ।ତେବେ ବର୍ତ୍ତମାନ ଆପଣ ମାନେ ଜାଣିଛନ୍ତି କି ଖୁବ ଦୁଃଖ ର ମୁହୂର୍ତ୍ତ ଅଟେ ପୁରା ଓଡ଼ିଆ ସିନେ ଦୁନିଆ ପାଇଁ ।ଜଣେ ଜଣେ ହେଇ ଆଜି ଧାଡ଼ି ର କଳାକାର ମାନେ ଆଖି ବୁଝିବାରେ ଲାଗିଛନ୍ତି ।

ଆଉ ସେହି ଯାତ୍ରା ରେ ଆଜି ସାମିଲ ହେଇ ଯାଇଛନ୍ତି ଆମ ସମସ୍ତଙ୍କର ପ୍ରିୟ ପିଣ୍ଟୁ ନନ୍ଦ ।ତେବେ ହଁ ଦର୍ଶକ ବନ୍ଧୁ ଆଉ ନାହାନ୍ତି ପିଣ୍ଟୁ ଭାଇ ସବୁଦିନ ପାଇଁ ଚିର ନିଦ୍ରା ରେ ଶୋଇ ଯାଇଛନ୍ତି ।ତେବେ ଏବେ ପିଣ୍ଟୁ ର ମର ଶରୀର ହାଇଦ୍ରାବାଦ ରୁ ନେଇ ଆସୁଛନ୍ତି ବଡ଼ ଭାଇ ଯାହାର ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ।

ପିଣ୍ଟୁ ନନ୍ଦ ଜଣେ ଏମିତି କଳାକାର ଯାହାଙ୍କର ଅନେକ ଅବଦାନ ରହିଛି ଓଡ଼ିଆ ସିନେ ଜଗତ ପାଇଁ ।ଏହା ବ୍ୟତୀତ ତାଙ୍କର 10 ରୁ 12 ବର୍ଷର ଯାତ୍ରା ଏତେ ସୁନ୍ଦର ଥିଲା କି ଆଜି ଆଖି ଆଗରେ ଝଲସି ଯାଉଛି ।ତେବେ ଯେତେବେଳେ ଯାହାର ମୃତ୍ୟୁ ହେବାର ଥିବ ତାହା ତ ଘଟିବ ତେଣୁ ଆମେ ମରୁ ଥିବା ବ୍ୟକ୍ତି ଙ୍କୁ ଯେତେ ଚାହିଁଲେ ବି ବଞ୍ଚେଇ ପାରିବ ସମ୍ଭବ ନୁହେଁ ।କିନ୍ତୁ ପିଣ୍ଟୁ ଙ୍କ ପରି ଜଣେ ଜଣେ କଳାକାର ସବୁବେଳେ ଅମର ଅକ୍ଷର ରେ ନିଜ ନାଆ କୁ ଲେଖି ଦେଇ ଥାଆନ୍ତି ।ତେବେ ପିଣ୍ଟୁ ହାଇଦ୍ରାବାଦ ରେ ଚିକିତ୍ସିତ ଆବସ୍ତାରେ ମୃତ୍ୟୁ ବରଣ କରିଛନ୍ତି ଆଉ ବର୍ତ୍ତମାନ ସମସ୍ତେ ଅପେକ୍ଷା କରିଛନ୍ତି ପିଣ୍ଟୁ ଙ୍କର ଶେଷ ଦର୍ଶନ କରିବାକୁ ।


ତେବେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ ଜଣେ କଳାକାର ଯିଏକି ସିରିଏଲ ରେ ଅଭିନୟ କରନ୍ତି। ସେ ହେଉଛନ୍ତି ଛତୁଆ, ସେ କହିଛନ୍ତି କି, ଯେତେବେଳେ ଭୁବନେଶ୍ବର ଡାକ୍ତର ମନା କରି ଦେଇଥିଲେ ଚିକିତ୍ସା ପାଇଁ ସେତେବେଳେ ଅଭିନେତା ବବି ମିଶ୍ର କହିଥିଲେ ଦିଲ୍ଲୀ ନ ନେଇ ହାଇଦ୍ରାବାଦ ନେବାକୁ।

ଆଉ ହୁଏତ ସେତେବେଳେ ବବି ମିଶ୍ର ଙ୍କ କଥା ମାନିଥିଲେ ଆଜି ପିଣ୍ଟୁ ନନ୍ଦ ବଞ୍ଚି ଯାଇଥାନ୍ତେ ବୋଲି କହିଥିଲେ। ଆଉ ବବି ମିଶ୍ର ଟଙ୍କା ପଠେଇବେ ବୋଲି ମଧ୍ୟ କହିଥିଲେ। ଆଉ ସବୁଠାରୁ ବଡ଼ କଥା ହେଉଛି ପିଣ୍ଟୁ ନନ୍ଦ ଆଉ ତାଙ୍କ ସ୍ତ୍ରୀ ଙ୍କର ଡିଭୋର୍ସ ପରେ ଦୁହେଁ ଅଲଗା ରହୁଥିଲେ। ଆଉ ଯେତେବେଳେ ପିଣ୍ଟୁ ଦିଲ୍ଲୀ ରୁ ହାଇଦ୍ରାବାଦ ସ୍ଥାନାନ୍ତରିତ ହୋଇଥିଲା ସେତେବେଳେ ତାଙ୍କ ସ୍ତ୍ରୀ ଯାଇଥିଲେ ଆଉ ନୂଆ ଚାକିରି କରିଛନ୍ତି ବୋଲି କହିଥିଲେ।

Leave A Reply

Your email address will not be published.