ଦେଖନ୍ତୁ LIVE ଭିଡ଼ିଓ : କିଏ ଦେଲା ପିଣ୍ଟୁ ନନ୍ଦ ଙ୍କ ମୁଖାଗ୍ନି ଓ ସତ୍କାର …ପୁରା ଭିଡିଓ ଦେଖିଲେ ଆପଣଙ୍କ ଆଖି ରୁ ଲୁହ ଝରିଆସିବ…..
ଠାଣି ଯେମିତି ଥିଲା ବାଣୀ ମଧ୍ୟ ସେମିତି ଥିଲା ପଦିଏ କଥାରେ ମଞ୍ଚ, ପେଣ୍ଡାଲ ଏବଂ ଫିଲ୍ମ ଜଗତ ଥରି ଉଠୁ ଥିଲା | କେତେ ବେଳେ ସେ ଭିଲିଆନ ତ କେତେ ବେଳେ ସେ କମେଡିଆନ ତ ପୁଣି କେତେ ବେଳେ ଭଲ ସାଙ୍ଗ, ସବୁ ଚରିତ୍ର କୁ ଓଡ଼ିଆ ର ଏହି ଦିବଙ୍ଗତା ଅଭିନେତା ପିଣ୍ଟୁ ନନ୍ଦ ନିଭାଇ ପାରୁ ଥିଲେ | ତେବେ ପିଣ୍ଟୁ ନନ୍ଦ ଆଉ ଆମ ଗହଣ ରେ ନାହାଁନ୍ତି ଯାହାକି ପିଣ୍ଟୁ ନନ୍ଦ ସବୁଦିନ ପାଇଁ ଆମକୁ ଛାଡ଼ି ଚାଲି ଯାଇଛନ୍ତି | ଏହି କଥା କୁ ଅବଶ୍ୟ କେହି କେହି ସହଜ ରେ ବିଶ୍ୱାସ ମଧ୍ୟ କରି ପାରୁ ନାହାଁନ୍ତି |
ତେବେ ପିଣ୍ଟୁ ନନ୍ଦ ଏବେ ଓଡ଼ିଶା ଫେରୁଛନ୍ତି ଆଉ ଓଡ଼ିଶା ଫେରିବା ପରେ ହିଁ ତାଙ୍କର ଶବ ସତ୍କାର କରାଯିବ | ହାଇଦ୍ରାବାଦ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ଘଟି ଥିବା ପିଣ୍ଟୁ ନନ୍ଦ ଙ୍କୁ ଏବେ ଓଡ଼ିଶା କୁ ଅଣା ଯାଉଛି ଏବଂ ଓଡ଼ିଶା ରେ ହିଁ ତାଙ୍କର ଶବ ସତ୍କାର କରାଯିବ ବୋଲି ଯାହା କୁହା ଯାଉଛି |
ତେବେ ବର୍ତ୍ତମାନ ସମୟରେ ପ୍ରଶ୍ନ ଉଠୁଛି କି ପିଣ୍ଟୁ ନନ୍ଦ ଙ୍କର ଶବ ସତ୍କାର କରିବ କିଏ, କାହିଁକି ନା ପିଣ୍ଟୁ ନନ୍ଦ ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ବିବାଦ କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଲାଣି କାରଣ ଦୁଇ ଜଣ ଅଲଗା ହୋଇ ଯାଇ ଥିଲେ | କିଛି ଦିନ ପୂର୍ବରୁ ପିଣ୍ଟୁ ନନ୍ଦ ଭଲ ହୋଇ ଗଲେ ତାଙ୍କ ସ୍ତ୍ରୀ ଙ୍କ ପାଖକୁ ଯିବେ ବୋଲି କହି ଥିଲେ ଏବଂ ଏହାକୁ ନେଇ ସୋସିଆଲ ମିଡ଼ିଆ ରେ ବେସ ଚର୍ଚ୍ଚା ମଧ୍ୟ ହୋଇ ଥିଲା |
ଅବଶ୍ୟ ପିଣ୍ଟୁ ନନ୍ଦ ଆଉ ଭଲ ହୋଇ ପାରିଲେ ନାହିଁ ସେ ଘରକୁ ଆସିବା ବଦଳ ରେ ସବୁଦିନ ପାଇଁ ଆରପାରିକୁ ଚାଲି ଗଲେ | ତେବେ ପ୍ରଶ୍ନ ଉଠୁଛି କି ପିଣ୍ଟୁ ନନ୍ଦ ଙ୍କର ବଡ଼ ପୁଅ ନା ତାଙ୍କ ଭାଇ ପିଣ୍ଟୁ ଙ୍କ ମୁହଁରେ ମୁଖାଗ୍ନି ଦେବେ | ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ବେସ ଚର୍ଚ୍ଚା ଜୋର ଧରିଛି |
ତେବେ କହିବା ଅନୁଯାଇ ଅର୍ଥାତ ଧର୍ମ ରୀତିନୀତି ଅନୁସାରେ ବଡ଼ ପୁଅ ମାନେ ନିଜ ପୁଅ ହିଁ ବାପା ଙ୍କ ମୁହଁରେ ମୁଖାଗ୍ନି ଦେଇ ଥାଆନ୍ତି କିନ୍ତୁ ତାହା ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇ ନାହିଁ | ଯଦି ବି ପୁଅ ମୁଖାଗ୍ନି ନ ଦେଲା ତାହାଲେ ଭାଇ ହିଁ ମୁଖାଗ୍ନି ଦେବେ ବୋଲି ଜଣା ପଡ଼ିଛି | ତେବେ ଆମେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା କି ପିଣ୍ଟୁ ନନ୍ଦ ଙ୍କର ଅମର ଆତ୍ମା ର ସଦଗତି ହେଉ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।