Teacher Training ସେଣ୍ଟରରେ ଜବରଦସ୍ତ ଡ୍ୟାନ୍ସ କରି ସ୍ୱାଗତ କଲେ ଏହି ଝିଅ ମାନେ… ମାତ୍ର 4 ଘଣ୍ଟାରେ 04 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ଆଉ ଡାନ୍ସ ଓ ଗୀତ କୁ ନେଇକି ମଧ୍ୟ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଅନେକ ଜିନିଷ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ମଧ୍ୟ ଗୋଟିଏ ଡାନ୍ସ ର ଭିଡ଼ିଓ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏକ ଶିକ୍ଷକ ମାନଙ୍କ ପାଇଁ ହେଉଥିବା ଟ୍ରେନିଂ ସ୍କୁଲ୍ ର ପିଲାମାନଙ୍କର ଡାନ୍ସ ଭିଡିଓ। ଆଉ ଯେଉଁ ଭିଡ଼ିଓ କୁ ଯିଏ ଦେଖୁଛି ସିଏ ପ୍ରସଂଶା ନ କରି ରହି ପାରିବ ନାହିଁ | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଡାନ୍ସ ଉପରେ ଟିକିଏ ନଜର ପକାଇବା |

 


ତେବେ ଆମେ ମାନେ ଜାଣିଛୁ କି ଆମର ସ୍କୁଲ ହେଉ ବା କଲେଜ, କୌଣସି ଯଦି ଫାଂକ୍ସନ ହେବାକୁ ଥିବ ତାହେଳେ ସେହି ଫାଂକ୍ସନ ରେ ଅନେକ ପିଲା ଯୋଗ ଦାନ କରି ଥାଆନ୍ତି | ଆଉ ନିଜ ଭିତରେ ଥିବା ବିଭିନ୍ନ ପ୍ରକାରର କଳା କୁ ପ୍ରକାଶ ମଧ୍ୟ କରିଥାନ୍ତି | ଆଉ ପିଲା ମାନଙ୍କ ସହିତ ଉପସ୍ଥିତ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ମନକୁ ମଧ୍ୟ ଆକୃଷ୍ଟ କରାଇଥାନ୍ତି |

ତେବେ ସେହିଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖା ଯାଉଛି କି ଏକ ଶିକ୍ଷକ ମାନଙ୍କ ପାଇଁ ହେଉଥିବା ଟ୍ରେନିଂ ସ୍କୁଲ୍ ର ପିଲାମାନଙ୍କର ଡାନ୍ସ ଭିଡିଓ ଯାହା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସୋରପ୍ରାଇଜ ଦେଉଛନ୍ତି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ନିଜର ଡାନ୍ସ ର ଯାଦୁ ରେ ଉପସ୍ଥିତ ଥିବା ସମସ୍ତ ପିଲା ଓ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛନ୍ତି | ଆଉ ନିଜର ନାଚର ଠୁମକା ଏଭଳି ଭାବରେ ଦେଖାଇଛନ୍ତି କି ପିଲା ମାନେ ଖୁସି ହେଇଯାଉଛନ୍ତି ଝିଅମାନଙ୍କର ନାଚ କୁ ଦେଖିକି |

ତେବେ ଏହି ଦୃଶ୍ୟଟି ହେଉଛି କେଉଁଝର ର ଶିକ୍ଷକ ତାଲିମ କେନ୍ଦ୍ରର ଏକ ଭିଡିଓ। ଏଠାରେ ତାଲିମ୍ ପାଇଁ ଏଡମିସନ୍ ହୋଇଥିବା ପ୍ରଥମ ବର୍ଷର ପିଲା ମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ର ଆୟୋଜନ କରା ଯାଇଛି। ଆଉ ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭା ରେ ପିଲାମାନେ ନୂତନ ପିଲାମାନଙ୍କୁ ସ୍ଵାଗତ କରିବା ପାଇଁ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ସେଥିରେ ସେମାନେ ଡାନ୍ସ କରୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ସ୍କୁଲ୍ ୟୁନିଫର୍ମ ପିନ୍ଧି ସେମାନେ ସୁନ୍ଦର୍ ଭାବରେ ଏହି ନୃତ୍ୟ ପରିବେଷଣ କରୁ ଥିବାର ଦେଖିବାକୁ ମିଳିଛି।

ତେବେ ଏକ ପୁରୁଣା ଆଲବମ ଗୀତ, ଡେଉଁଛି ମୋ ବାଁ ଆଖି, ଆଜି କିଏ ଆସିବ କି ଗୀତରେ ଛାତ୍ରୀ ମାନେ ଡାନ୍ସ କରୁଛନ୍ତି। ସେମାନେ ଏହି ନାଚକୁ ଉପଭୋଗ କରୁଛନ୍ତି ଏବଂ ଖୁସିର ସହିତ ଏହାକୁ ପ୍ରଦର୍ଶନ କରୁଥିବା ବେଳେ ସେଠାରେ ଉପସ୍ଥିତ ଅନ୍ଯ ପିଲାମାନେ ତାଳି ମାରି ସେମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି।

ତେବେ ଏହି ଦୃଶ୍ୟକୁ ରେକର୍ଡ କରି ୟୁ ଟ୍ୟୁବ୍ ଚ୍ୟାନେଲରେ ଅପଲୋଡ଼ କରା ଯାଇଛି। ତେବେ ଆମେ ଆଗରୁ ଦେଖିଛେ କି ସ୍କୁଲ ରେ ବିଭିନ୍ନ ପ୍ରକାରର ଫାଂକ୍ସନ ରେ ପିଲା ମାନଙ୍କର ଡାନ୍ସ କରିବାର | କିନ୍ତୁ ଏତେ ସୁନ୍ଦର ଭାବରେ ଝିଅ ମାନଂକ ର ଡାନ୍ସ କରିବା ପରେ ଏବେ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି | ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.