ବାହାରିଲେ ସ୍ୱର୍ଗଦ୍ୱାର, ‘ରାମ ନାମ ସତ୍ୟ ହେ’ରେ କମ୍ପିଲା ପିଣ୍ଟୁଙ୍କ ଘର ..କାନ୍ଦି କାନ୍ଦି ବେହୋସ ହେଲେ ସ୍ତ୍ରୀ …ଏହି ଭିଡିଓ ଆପଣ ଙ୍କୁ କନ୍ଦାଇଦେବ
ଯିଏ ନିଜର ଦୁଃଖ କୁ ଲୁଚାଇ ନିଜ ସନ୍ତାନ ର ସବୁ ଇଚ୍ଛା କୁ ପୂରଣ କରନ୍ତି ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବାପା, ଯଦି ସେ ହିଁ ଅଧା ବାଟ ରେ ସବୁଦିନ ପାଇଁ ପର କରି ଦେଇ ଚାଲି ଯିବ ତେବେ ସେହି ସନ୍ତାନ ର ଅଭାବ କୁ ଆଉ କିଏ ବା ପୂରଣ କରିବ | ଏଭଳି କିଛି ଏବେ ଭାବି ଭାବି ପିଣ୍ଟୁ ନନ୍ଦ ଙ୍କର ବଡ଼ ପୁଅ କାନ୍ଦୁଛନ୍ତି, ବଡ଼ ପୁଅ କୁ ବାପା ପିଣ୍ଟୁ ନନ୍ଦ ବେସ ଭଲ ପାଆନ୍ତି ଆଉ ସାନ ପୁଅ ପଛରେ ଜନ୍ମ ହୋଇ ଥିଲେ ମଧ୍ୟ ସାନ ପୁଅ ପ୍ରତି ଭଲ ପାଇବା ମଧ୍ୟ କିଛି କମ ନୁହେଁ |
କିନ୍ତୁ ବଡ଼ ପୁଅ ଯେହେତୁ ଆଗରେ ଜନ୍ମ ହୋଇ ଥିଲା ତେଣୁ କରି ବଡ଼ ପୁଅ କୁ ପିଣ୍ଟୁ ନନ୍ଦ ବେସ ଭଲ ପାଆନ୍ତି ଏକଥା କୁ ଏବେ କହି କହି ପିଣ୍ଟୁ ନନ୍ଦ ଙ୍କର ବଡ଼ ପୁଅ କାନ୍ଦି ପକାଉଛନ୍ତି | ବଡ଼ ପୁଅ ଏବେ ବାପା ଙ୍କୁ ହରାଇ ଦେଇଛନ୍ତି ଆଉ ବାପା ଙ୍କୁ ହରାଇ ସାରିବା ପରେ ଏବେ ବାପା ଙ୍କର ମୂଲ୍ୟ କୁ ସେ ବୁଝି ପାରିଛନ୍ତି |
କାରଣ ବାପା ଓ ମା ଙ୍କ ଭିତରେ ସମ୍ପର୍କ ରେ କଳହ ସୃଷ୍ଟି ହେବାରୁ ପିଣ୍ଟୁ ନନ୍ଦ ଙ୍କର ଦୁଇ ପୁଅ ମାଆ ଙ୍କ ପାଖରେ ହିଁ ରହୁ ଥିଲେ, ତେବେ କିନ୍ତୁ ବର୍ତ୍ତମାନ ସମୟରେ ବଡ଼ ପୁଅ ବାପା ଙ୍କୁ ହରାଇବା ପରେ ବାପା ର ଅର୍ଥ କଣ ସେ ବୁଝି ପାରିଛନ୍ତି ବୋଲି ପୁଅ କହିଛନ୍ତି | ତେବେ ବାପା ଙ୍କୁ ହରାଇ ଏବେ ବଡ଼ ପୁଅ ଏବେ ଖୁବ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି |
ତେବେ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖୁବ କ୍ରିଟିକାଲ ହୋଇ ପଡ଼ି ଥିଲା ତେଣୁ କରି ସେ ହସ୍ପିଟାଲ କୁ ଦେଖିବା ପାଇଁ ଆସି ଥିଲେ, ଯେହେତୁ ଦଶମ ପରୀକ୍ଷା ଥିଲା ତେଣୁ କରି ସେ ଏତେ ସମୟ ହସ୍ପିଟାଲ କୁ ଆସି ପାରୁ ନଥିଲେ ଏବଂ ହାଇଦ୍ରାବାଦ କି ଦିଲ୍ଲୀ ଯାଇ ପାରି ନଥିଲେ |
ତେବେ ବାପା ଙ୍କର ଅଚାନକ ମୃତ୍ୟୁ ତାଙ୍କୁ ପୁରା ସ୍ତବ୍ଧ କରି ଦେଇଛି ଏବଂ କିଏ ମତେ ଆଉ ପୁଅ ପୁଅ ଡାକିବ ବୋଲି କହି ଥିଲେ | କିଏ ମତେ ମେଲଣ ଆଉ ବୁଲେଇ ନେବ ଏବଂ କିଏ ମୋର ସବୁ ଅଳି ଅଝଟ କୁ ବୁଝିବ ବୋଲି ତାଙ୍କ ବଡ଼ ପୁଅ କହି ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି | ଯାହାକି ପରିବେଶ ରେ ପୁରା ଦୁଃଖର ମାହଲ ଖେଳି ଯାଇ ଥିଲା, କିନ୍ତୁ ବାପା ଆଉ ଅଫେରା ରାଇଜ ରୁ ଫେରିବେ ନାହିଁ ବୋଲି ବଡ଼ ପୁଅ କୁ ଆଉ କହିବ କିଏ | ରାମ ନାମ ସତ୍ୟ ହେ କମ୍ପୁଛି ପିଣ୍ଚୁ ଙ୍କ ପାଥିବ ଶରୀର , ପୁଅ ଓ ସ୍ତ୍ରୀ ଆସି ପହଞ୍ଚିଛନ୍ତି !