ଦେଖନ୍ତୁ EXCLUSIVE :ଭିଡିଓ ଶିବାନୀ ଛାଡିଲେ ଛୋଟ ବେଳର ଭିଡିଓ ! ଦେଖିଲେ ଆପମ ହସି ହସି ଗଡିଯିବେ

ତେବେ ସେଲିବ୍ରେଟି ମାନେ ଆମ ସହ ପରକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିଥାନ୍ତି। ଆମେ ଯେ କେବଳ ତାଙ୍କର ସିନେମା ବା ଅଭିନୟ ଦେଖି ଖୁସି ହୋଇଥାଉ ତାହା ନୁହେଁ ବରଂ ସେମାନେ ଙ୍କ ଦ୍ଵାରା ଆମ ଜୀବନ ରେ ଅନେକ ପ୍ରଭାବ ପଡିଥାଏ ମଧ୍ୟ। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ନିଜର କାମ ଦ୍ୱାରା ଆମକୁ ଶିକ୍ଷିତ କରିଥାନ୍ତି ମଧ୍ୟ।

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ବ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବେଳେ ବେଳେ ହିରୋ ଆଉ ହିରୋଇନ ମାନଙ୍କ ବିଷୟରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେବାକୁ ଲାଗିଥାଏ ବୋଲି କୁହାଯାଉଛି ।

 

ଆଉ ସେହି ହିରୋ ଆଉ ହିରୋଇନ ମାନଙ୍କୁ ନେଇକି ଭାଇରାଲ ହେଉଠିଵା ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମର ଇଚ୍ଛା ଆଉ ଆଗ୍ରହ ଦେଖିବାକୁ ମିଳିଥାଏ ବୋଲି କୁହାଯାଉଛି । ତାହେଲେ ଆଜି ଆମେ ନଜର ପକାଇବା ସେହି ଅଲିଉଡ ଏକ୍ଟର ଶିବାନୀ ସଙ୍ଗୀତା ଙ୍କ ଉପରେ ଓ ତାହା ସହିତ ତାଙ୍କର ଲାଇଫ ଷ୍ଟାଇଲ ଓ ଫିଲ୍ମ କେରିୟର ଉପରେ ।

ତେବେ ଆପଣ ମାନେ ସମସ୍ତେ ଶିବାନୀ ସଙ୍ଗୀତା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ନିଜର ଦମଦାର ଅଭିନୟ ମାଧ୍ୟମରେ ଓଡିଶା ର ଅଗଣିତ ଦର୍ଶକ ମାନଙ୍କର ହୃଦୟରେ ଘର କରି ପାରିଛନ୍ତି ।ଆଉ ତାହା ସହିତ କୁହାଯାଉଛି କି କୁନି କଳାକାର ଭାବରେ ଓଡ଼ିଆ ଫିଲ୍ମ ଇଣ୍ଡୋଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ ଶିବାନୀ ସଙ୍ଗୀତା। ତାହା ପର ଠୁ ଅନେକ ଓଡ଼ିଆ ଫିଲ୍ମ ସେ କରିଛନ୍ତି ଆଉ ସାରା ଓଡିଶା ରେ ନିଜର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି ।

ଦର୍ଶକ ତାଙ୍କୁ କୁନି କଳାକାର ଭାବରେ ବହୁତ ପସନ୍ଦ କରନ୍ତି। କିନ୍ତୁ ବର୍ତ୍ତମାନ ସେ ଓଡ଼ିଆ ସିନେମା ଜଗତରେ ନାମୀଦାମୀ କଳାକାର ମାନଙ୍କ ସହ ଅଭିନେତ୍ରୀ ଭାବରେ ଅଭିନୟ କରି ବହୁତ ଶୀର୍ଷରେ ପହଂଚି ପାରିଛି। ତେବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଭିଡିଓ ରେ ଦେଖିବାକୁ ମିଳିଛି ଶିବାନୀକୁ ସେତେବେଳେ ୬ ବର୍ଷ ହୋଇଥିଲା। ଆଉ ସେ ଅଲବିଦା ନା କେହେନା ଗୀତ ଗାଉଥିବାର ନଜର ଆସିଛନ୍ତି। ଯାହାକୁ ଶିବାନୀ ନିଜେ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.