Pregnants Tips – ପିଆଜ ଓ ରସୁଣ ରୁ ଜାଣିପାରିବେ ଗର୍ଭରେ ବଢୁଥିବା ଶିଶୁ ପୁତ୍ର କି କନ୍ୟା ଗ୍ୟାରେଣ୍ଟି….Dr.Shruti…
ନାରୀ ଟିଏ ଯେତେବେଳେ ଗର୍ଭ ଧାରଣ କରେ ତା ହେବାକୁ ଥିବା ସନ୍ତାନ ଙ୍କୁ ନେଇ ସେ ବହୁତ୍ ସ୍ଵପ୍ନ ଦେଖିଥାଏ। ତା ପିଲା କେମିତି ହେବ ଗୋରା ହେବ ନାଟ କଳା ହେବ ସୁନ୍ଦର୍ ହେବକି ନାହିଁ ଏମିତି ବହୁତ୍ କିଛି ଭାବନା ନାରୀ ମନରେ ଆସିଥାଏ। ବିଶେଷ କରି ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ ତାହା ଜାଣିବା ପାଇଁ ନାରୀ ମାନଙ୍କ ମନରେ ଏକ କୌତୁହଳ ସୃଷ୍ଟି ହୋଇଥାଏ।ଯଦିଓ ଆମ ଦେଶରେ ଭ୍ରୁଣର ଲିଙ୍ଗ ନିରୂପଣ କରିବା ଅପରାଧ ଆଉ ଏମିତି କରିଲେ ଆଇନ୍ ଅନୁଯାୟୀ ଦୋଷୀକୁ ଦଣ୍ଡ ମଧ୍ୟ ଦିଆଯିବ। ତେବେ ଆମେ ଘରେ ରହି କିଛି ଲକ୍ଷଣ ମହିଳା ପାଖରେ ପ୍ରକାଶ ପାଇଥାଏ ଯାହାକୁ ଅନୁଧ୍ୟାନ କରି କହି ହୋଇଥାଏ କି ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ।
ତେବେ ବେଳେ ବେଳେ ଏହା ଭୁଲ ସାବ୍ୟସ୍ତ ବି ହୋଇଥାଏ। କିନ୍ତୁ ପ୍ରାୟତଃ ଏହି ଲକ୍ଷଣ ସବୁ ସତ ହୋଇଥାଏ।ଯେମିତିକି କୁହା ଯାଇଥାଏ କି ମହିଳା ର ପେଟର ଆକାର ରୁ କହିହୁଏ ପୁଅ ହେବ ନା ଝିଅ । ଯଦି ଗର୍ଭବତୀ ମହିଳାର ପେଟର ଆକାର ଗୋଲ ହେଇ ଆଗକୁ ବାହାରି ଥାଏ ତେବେ ସେହି କ୍ଷେତ୍ରରେ ପୁଅ ଜନ୍ମ ହେଇଥାଏ ।
ଆଉ ପେଟର ଆକାର ଚଉଡା ଓ ଗୋଲେଇ ହୋଇଥାଏ ତେବେ ସେତେବେଳେ ଝିଅ ଜନ୍ମ ହେଇଥାନ୍ତି । ମହିଳା ମାନଙ୍କ ଖାଦ୍ୟରୁ ମଧ୍ୟ ଜାଣି ହୋଇଥାଏ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ। ଯେମିତି କି ମହିଳା ପ୍ରେଗନେନ୍ସି ସମୟରେ ଯଦି ଜଣେ ମହିଳାଙ୍କୁ ମିଠା ଅଧିକ ଖାଇବାର ଇଛା ହୋଇ ଥାଏ ତେବେ ତାଙ୍କ ପେଟରେ ଝିଅ ହୋଇଥାଏ।
ଅନ୍ୟପକ୍ଷେ ଯଦି ତାଙ୍କୁ ଅଧିକ ଖଟା ଚଟପଟା ମସଲା ଯୁକ୍ତ ଖାଦ୍ୟ ଏବଂ ଲୁଣି ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ତେବେ ଏହା ପୁଅ ହେବା ର ଲକ୍ଷଣ ହୋଇଥାଏ।ତେବେ ଆପଣଙ୍କ ଜାଣି ଆଶ୍ଚର୍ଯ୍ୟ ହେବେ କି ଘରେ ଥିବା ପିଆଜ ଓ ରସୁଣ ରୁ ଆପଣ ଖୁବ ସହଜ ରେ ଜାଣି ପାରିବେ ଗର୍ଭସ୍ଥ ଶିଶୁ ପୁଅ କି ଝିଅ ।ତେବେ କୁହାଯାଏ କି ଗର୍ଭବତୀ ସମୟରେ ରସୁଣ ଖାଇବା ଉଚିତ ନୁହେଁ ।
ଏହା ସହିତ ଯଦି ଗର୍ଭବତୀ ମହିଳା ଙ୍କୁ ରସୁଣ ଓ ପିଆଜ ର ଗନ୍ଧ ହେଇଥାଏ ବା ସେହି ଗନ୍ଧ ତାଙ୍କୁ ଭଲ ଲାଗେ ନାହିଁ ତେବେ ଅନୁମାନ କରାଯାଏ କି ହେବାକୁ ଥିବା ସନ୍ତାନ ପୁଅ ଅଟେ ଯଦି ରସୁଣ ପିଆଜ ଗନ୍ଧରୁ ମହିଳାଙ୍କୁ ବାନ୍ତି ହୋଇ ନଥାଏ ଓ ସେମାନେ ଏତେଟା ଗନ୍ଧ ବାରି ପାରନ୍ତି ନାହିଁ ସେତେବେଳେ ଝିଅ ପିଲା ଜନ୍ମ ହୋଇଥାନ୍ତି।