ଏମିତି କୀର୍ତନ ଜୀବନରେ କେବେ ଦେଖି ନଥିବେ… ଥରେ ବଦଳରେ ୧୦ ଥର ଦେଖିବେ… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଏକ ଏମିତି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି। ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅଷ୍ଟମ ପ୍ରହରୀ ରେ ଏଠାରେ ମହିଳା କୀର୍ତ୍ତନୀୟା ଦଳ ନାମର ତାଳରେ ଡାନ୍ସ କରୁଛନ୍ତି। ସେମାନେ ଯେଉଁଭଳି ଭାବରେ ନାଚୁଛନ୍ତି ତାକୁ ଦେଖିଲେ ଆପଣ ଖୁସି ହୋଇଯିବେ। ଆଉ ଏହି ସମୟରେ ତାଙ୍କର ବେଶ ଭୂଷା ଏବଂ ତାଙ୍କର କୀର୍ତ୍ତନ ର ମଜ୍ଜିଯିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି।

ଯାହାକୁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଏହାକୁ ଦେଖି ବେଶ ଖୁସି ହେଉଛନ୍ତି। ମହିଳା ମାନଙ୍କ ଏପରି କୀର୍ତ୍ତନ କରିବାର ଦୃଶ୍ୟ ହୁଏତ ଅନେକ ଲୋକ ପ୍ରଥମଥର ପାଇଁ ଏଠାରେ ଦେଖିବାକୁ ପାଉଥିବେ। ଯାହାକୁ ସେମାନେ ଉପଭୋଗ କରୁଛନ୍ତି।


ତେବେ ସୂଚନା ଅନୁସାରେ ଏଠାରେ ଅଷ୍ଟମ ପ୍ରହରୀ ଅବସରରେ ସଙ୍କୀର୍ତ୍ତନ ର ଆୟୋଜନ କରା ଯାଇଛି। ଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁ ଏଠାରେ ଏହାକୁ ଦେଖି ବହୁତ୍ ଆନନ୍ଦିତ ହେଉଛନ୍ତି। ଏଠାରେ ଢୋଲ, ମୃଦଙ୍ଗ ଏବଂ ଶଦ୍ଧ କୀର୍ତ୍ତନ ସହିତ ହରିନାମ ର ତାଳେ ତାଳେ ନୃତ୍ୟ ବି ପରିବେଷଣ ହେଉଛି।

ତାଳରେ ଝୁମି ଝୁମି ମହିଳା ମାନେ ସମାନ ହଳଦୀଆ କପଡ଼ା ରେ ସଜାଇ ହୋଇ ଏପରି ନୃତ୍ୟ ପରିବେଷଣ କରୁଛନ୍ତି। ତେବେ ଆଜିକାଲି ଅଷ୍ଟମ ପ୍ରହରୀ ଆୟୋଜନରେ ଏପରି ଦୃଶ୍ୟ ସାଧାରଣ ହୋଇ ଗଲାଣି। ଲୋକଙ୍କ ମନ ମୁତାବକ ସେମାନଙ୍କ ଆଗ୍ରହ ଦେଖି ଅଷ୍ଟମ ପ୍ରହରୀ ରେ ଏପରି ନୃତ୍ୟ ପରିବେଷଣ କରା ଯାଉଛି।ତେବେ ଏହି ଦୃଶ୍ୟ ବାସ୍ତବରେ ମନ ମୁଗ୍ଧକର ହୋଇଛି।


ଏହାକୁ ଦେଖିଲେ, ଏଠାକାର ମାହାଲ କୁ ଦେଖିଲେ ଯେ କେହି ନା କାହିଁ ମନ୍ତ୍ରମୁଗ୍ଧ ହୋଇଯିବ।କୀର୍ତ୍ତନ ର ପରିବେଶ ଏଠାରେ ଏକ ସୁନ୍ଦର ମନୋରମ ପରିବେଶ ସୃଷ୍ଟି କରିଛି। ତେବେ ସେଠାରେ ଅନେକ ପୁରୁଷ ଏବଂ ମହିଳା ମାନେ ମଧ୍ୟ ଉପସ୍ଥିତ ରହିଥିଲେ ଏବଂ ସମସ୍ତେ ଏହି ଧୁନ ରେ କୀର୍ତ୍ତନ ରେ ନିଜକୁ ଯେମିତି ହଜାଇ ଦେଇଥିଲେ। ଯାହାର ସଂପୂର୍ଣ୍ଣ ଦୃଶ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳୁଛି। ଏହାକୁ ଦେଖି ଆପଣ ବି ନିଶ୍ଚିତ ଭାବରେ ଖୁସି ହେବେ। ତେବେ ସେଠାରେ ସମସ୍ତଙ୍କ ମୁହଁରେ ଏକ ସୁନ୍ଦର୍ ଭାବ ଏବଂ ଖୁସି ରହିଥିବା ଯାହା ଏହି ଭିଡିଓ ରେ ଦେଖିବାକୁ ମିଳିଛି।


ଉଭୟ ପୁରୁଷ ଏବଂ ମହିଳା ମାନେ ସେଠାରେ ରହିଥିବା ବେଲେ ସମସ୍ତେ କୀର୍ତ୍ତନ କରିବା ସହିତ ତାଳି ମଧ୍ଯ ମାରୁଛନ୍ତି।ଉପସ୍ଥିତ ସମସ୍ତେ ଉତ୍ସାହର ସହିତ ଏହାକୁ ଉପଭୋଗ କରୁଛନ୍ତି।ଏହି କୀର୍ତ୍ତନ ଏବଂ ନାଚକୁ ସମସ୍ତେ ଉତ୍ସାହର ସହ ଦେଖୁଛନ୍ତି ଏଵଂ ବହୁତ୍ ଖୁସି ବି ହେଉଛନ୍ତି। ଆଉ ଏହି ଭିଡିଓ ଏବେ ବହୁତ୍ ମାତ୍ରାରେ ସେୟାର ହେବାରେ ଲାଗିଛି। ଆପଣ ବି ଥରେ ଏହି କୀର୍ତ୍ତନର ଭିଡିଓ ଦେଖନ୍ତୁ ନିଶ୍ଚିତ ଆପଣ ଙ୍କ ମନ ମୁଗ୍ଧ ହୋଇଯିବ।

Leave A Reply

Your email address will not be published.