ଦେଖନ୍ତୁ ପିଣ୍ଟୁ ନନ୍ଦ ଙ୍କ ମଦ ସିଗାରେଟ ପିଇବାର ଭିଡ଼ିଓ ଭାଇରାଲ …ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁପରି ଭାଇରାଲ ହେଉଛି…

ଆପଣ ସୋସିଆଲ ମିଡିଆରେ ବର୍ତମାନ ଚର୍ଚ୍ଚା ବିଷୟରେ ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ଖବର ବିଷୟରେ ଆପଣ ଜାଣିଥିବେ ନିଶ୍ଚିତ, ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ପରେ ସାରା ଓଡିଶା ଆଜି ଭାଙ୍ଗିପଡିଛି ।ତାଙ୍କ ପରିବାର ଲୋକ ମଧ୍ୟ ଏଥିପାଇଁ ବହୁତ କଷ୍ଟ ଅନୁଭବ କରୁଛନ୍ତି, ପିଣ୍ଟୁ ନନ୍ଦଙ୍କ ପରି ସୁନ୍ଦର କଳାକାରଙ୍କୁ ହରାଇ ଆଜି ସାରା ଓଡିଶା ମଧ୍ୟ କାନ୍ଦୁଛି ।ପିଣ୍ଟୁ ନନ୍ଦଙ୍କ ସୁନ୍ଦର ଅଭିନୟ ଆଉ ଦେଖିବାକୁ ମିଳିବ ନାହିଁ କି ତାଙ୍କର ସୁନ୍ଦର ଚେହେରା ମଧ୍ୟ ଦେଖିବାକୁ ମିଳିବ ନାହିଁ ।ମୁଁ ଆଜି ଆପଣକୁ ପିଣ୍ଟୁ ନନ୍ଦଙ୍କ ଏକ ସୁନ୍ଦର ବାର୍ତ୍ତା ବିଷୟରେ କହିବୁ, ଯାହାକୁ ସିଏ ସୁଟିଂ ସମୟରେ ଦେଇଥିଲେ ସମାଜକୁ।

ପିଣ୍ଟୁ ନନ୍ଦ ଜଣେ ସୁନ୍ଦର କଳାକାର ଥିଲେ ତାଙ୍କର ସୁନ୍ଦର ଅଭିନୟ ଦର୍ଶକ ଦେଖିବା ପାଇଁ ବହୁତ ଭଲ ପାଇଥାନ୍ତି, ପିଣ୍ଟୁ ନନ୍ଦ ଯେତେବେଳେ ଲିଭର ସିରାସିସ ରୋଗରେ ପୀଡିତ ଥିଲେ ସେ ପ୍ରଥମେ ଭୁବନେଶ୍ୱରରେ ଚିକିତ୍ସା ପାଉଥିଲେ ।ପରେ ତାଙ୍କର ଲିଭର ଟ୍ରାନ୍ସପୋର୍ଟ ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟର କୌଣସି ଉନ୍ନତି ଘଟିଲା ନାହିଁ ।ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପୋର୍ଟ ପାଇଁ ତାଙ୍କୁ ପଚାଶ ଲକ୍ଷ ଟଙ୍କା ଆବଶ୍ୟକ ରହିଥିଲା ମାତ୍ର ସେତିକି ତାଙ୍କ ପାଖରେ ନଥିବାରୁ ସେ ଓଡିଶା ବାସୀଙ୍କୁ ସାହାଯ୍ୟ ମାଗିଥିଲେ ।

ଓଡିଶା ବାସୀଙ୍କ ସହିତ ବଡ଼ ବଡ଼ ସିନେମା ଜଗତର କଳାକାର, ଯାତ୍ରା ଜଗତର କଳାକାର ମାନଙ୍କ ସହିତ ବଡ଼ ବିଜନେସ ମେନ ମାନେ ମଧ୍ୟ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ସାହାଯ୍ୟ କରିଛନ୍ତି ।ସେମାନେ ଆହୁରି ଟଙ୍କା ଆବଶ୍ୟକ ହେଲେ ସାହାଯ୍ୟ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ, ହେଲେ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଭଲ ହେବା ଆଗରୁ ଭଗବାନ ତାଙ୍କୁ ଆମ ପାଖରୁ ଛଡେଇ ନେଇ ଗଲେ ।ତେବେ ପିଣ୍ଟୁ ନନ୍ଦ ଦିନେ ଏକ ସୁଟିଂ ସମୟରେ ସମାଜକୁ ଏକ ଭଲ ମେସେଜ୍ ଟି ଦେଇଥିଲେ, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।

ଆଉ ସେହି ଭିଡିଓ କୁ ରେକର୍ଡ଼ କରିଥିଲେ ଅଭିନେତା ପୁପିନ୍ଦର। ତେବେ ଏକ ସିନେମାର ପାର୍ଟ ଥିଲା କି, ପିଣ୍ଟୁ ନନ୍ଦ ମଦ ପିଉଥିଲେ ଏବଂ ସିଗାରେଟ୍ ଟାଣୁଥିଲେ। ଆଉ ଏହାକୁ ସିଏ ଏକ ଭିଡିଓ ମାଧ୍ୟମରେ କହିଥିଲେ କି, ଏହା ହେଉଛି ନକଲି ମଦ କିନ୍ତୁ ସିଗାରେଟ୍ ହେଉଛି ଅସଲି।

ତ ସେ କହିଥିଲେ ସମାଜର ଭାଇ ଭଉଣୀ ମାନଙ୍କୁ ନିଶାର ବଶବର୍ତ୍ତୀ ନ ହେବା ପାଇଁ। ସକାଳୁ ଉଠି ଯୋଗ କରନ୍ତୁ, ପ୍ରାଣାୟାମ କରନ୍ତୁ, କସରତ କରନ୍ତୁ ଫିଟ୍ ରହିବେ, ଯେଉଁ ଭିଡିଓ ଟି ପୁପିନ୍ଦର ତାଙ୍କ ଫୋନରେ ଭିଡିଓ କରିଥିଲେ ଯାହାକୁ ସେ ଏବେ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ ଆଉ ତାହା ଏବେ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.