I AM SORRY …ସବୁ ଭୁଲ୍ ମୋର ଥିଲା… ଶେଷ ଥର ପାଇଁ ଦେଖି ନିଅନ୍ତୁ ମୋ ପରିବାରକୁ ,ଏମିତି ଭୁଲ ଆଉ ଜୀବନରେ କେବେ ହେବନି…

ଆପଣ ମାନେ ସୋସିଆଲ ମିଡ଼ିଆ ସହିତ ନିଶ୍ଚତ ଭାବେ ଜଡ଼ିତ ଥିବେ। ଆଉ ସୋସିଆଲ ମିଡିଆରେ ସବୁ ଭିଡ଼ିଓ ଗୁଡ଼ିକ ମଧ୍ୟ ଦେଖିବାକୁ ପାଇଥିବେ। ସୋସିଆଲ ମିଡିଆରେ ଲୋକେ ଖାଲି ସମୟ ବିତାଉ ଛନ୍ତି ତା ନୁହେଁ ଏଥିରୁ ସେମାନେ ରୋଜଗାର ମଧ୍ୟ କରୁଛନ୍ତି ଏହା ସହିତ ସମସ୍ତଂକ ସାମ୍ନାରେ ନିଜକୁ ପରିଚିତ ମଧ୍ୟ କରାଇ ପାରୁଛନ୍ତି। ତେବେ ସୋସିଆଲ ମିଡିଆ ରେ ସେମିତି ନିଜର ପରିଚୟ ତିଆରି କରିଥିବା ଦୁଇ ଷ୍ଟାର ହେଉଛନ୍ତି ରୂପା ଆଉ ପିଣ୍ଟୁ।

ଓଡ଼ିଶାର ନଂ ୱାନ ବ୍ଲଗର ରୂପା ପିଣ୍ଟୁଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।ଆପଣ ମାନେ ଯଦି ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବେ ତେବେ ରୂପା ପିଣ୍ଟୁଙ୍କ ଅନେକ ବ୍ଲଗ୍ ଦେଖିବାକୁ ପାଇ ଥିବେ ଆଉ ଏ ସବୁକୁ ପସନ୍ଦ ମଧ୍ୟ କରୁଥିବେ।

 


ତେବେ ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଭିଡିଓଟି ବେଶ୍ ମନଛୁଆଁ ହୋଇ ପାରିଛି। ତେବେ ଆପଣ ପ୍ରତିଦିନ ରୂପା ପିଣ୍ଟୁଙ୍କ ବ୍ଲଗ ସୋସିଆଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲରେ ଦେଖିବା ପାଇଁ ପାଉଥିବେ।

ଆଜି ମଧ୍ୟ ସେହିଭଳି ଏକ ମଜା ମସ୍ତି ଭରା ଭିଡିଓ ଦେଖିବା ପାଇଁ ମିଳିଛି।ତେବେ ଆପଣ ମାନେ ଜାଣିଥିବେ କି ପିଣ୍ଟୁଙ୍କ ପରିବାର ଏକ ସୁନ୍ଦର୍ ପରିବାର।ସମସ୍ତେ ମିଳିମିଶି ହସ ଖୁସିରେ ପରସ୍ପରକୁ ସହଯୋଗ କରିଥିବାର ଦେଖିବା ପାଇଁ ମିଳିଥାଏ। ହସ ଖୁସି ମଜା ମସ୍ତି ଭିତରେ ସେମାନଙ୍କ ଦିନ କଟେ ଯାହାକି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସି ଥାଏ। ଆଜିର ଭିଡିଓରେ ମଧ୍ୟ ପୁରା ପରିବାର ଏକାଠି ଆସିଛନ୍ତି ଆଉ ସମସ୍ତେ ମଜା ମସ୍ତି କରିଛନ୍ତି।

ଆଗରୁ ଆପଣ ଜାଣିଥିବେ ନିଶ୍ଚିତ ଏହି ବ୍ଲଗକୁ ନେଇ ପିଣ୍ଟୁ ଓ ତାଙ୍କ ଭଉଣୀଙ୍କ ମଧ୍ୟ ଯେଉଁ ଡିଷ୍ଟବାନସ ହୋଇଥିଲା ତାହା ଆପଣ ଜାଣିଥିବେ ନିଶ୍ଚିତ |ଏହି କାରଣ ପାଇଁ ନିଜର ପରିବାର ଝଗଡା ପିଣ୍ଟୁ ନିଜ ଭିତରେ ରଖିବକୁ ଚେଷ୍ଟା ମଧ୍ୟ କରିଥିଲେ ମାତ୍ର ତାହା ସମ୍ଭବ ହେଲାନାହିଁ, ସେଥିପାଇଁ ପିଣ୍ଟୁଙ୍କ ଗାଡି ଘରକୁ ନେଇ ବହୁତ ଲୋକ ଖରାପ କମେଟ କରିଥିବାରୁ ସେ ବହୁତ ମନ ଦୁଃଖ କରିବା ସହିତ କଷ୍ଟ ମଧ୍ୟ ଅନୁଭବ କରିଛନ୍ତି |

ସେହି ସବୁ କଥାକୁ ପିଣ୍ଟୁ ନିଜ ଆଖିରେ ରଖି ସେ ଆଜି ଶେଷ ଥର ପାଇଁ ବ୍ଲଗ ଭିଡିଓ ବନେଇ ଛନ୍ତି ଏବଂ ଦର୍ଶକ ମାନଙ୍କଠାରୁ ସେ ଦୁଃଖ ଭରା ବିଦାୟ ମଧ୍ୟ ନେଇଛନ୍ତି |ଶେଷ ଭିଡିଓରେ ପିଣ୍ଟୁ ନିଜ ପରିବାର ସମସ୍ତ ଲୋକଙ୍କ ସହିତ ସାକ୍ଷାତ କରାଇଛନ୍ତି ଏବଂ ସମସ୍ତେ ଆଉ ବ୍ଲଗରେ ଆସିବେନି ବୋଲି ବିଦାୟ ମଧ୍ୟ ନେଇଛନ୍ତି |

ସେମାନଙ୍କର ଅନେକ ସୁନ୍ଦର୍ ସୁନ୍ଦର୍ ମୁହୂର୍ତ୍ତକୁ ଏହି ଚ୍ୟାନେଲ ରେ ଦର୍ଶକ ମାନେ ଦେଖିବାକୁ ପାଉଥିବା ବେଳେ ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି , ଆଉ ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାକୁ ଲାଗିଛି ।

ତେବେ ଭିଡ଼ିଓ ଭିତରେ ପିଣ୍ଟୁ ଙ୍କ ମାଆ ଙ୍କ ଆଖିରେ ଲୁହ ଝରି ଆସିଥିଲା ଆଉ ଶେଷରେ ପିଣ୍ଟୁ ଖୁସି ମାଆ ଙ୍କୁ ଦେଖାଇବା ଖୁବ ଇମୋସନଲ ହେଇ ପଡ଼ିଥିଲେ ତିଆରି ।ତେବେ ପିଣ୍ଟୁ ଏମିତି ଏକ ଦୁଃଖର ଖବର ଦେବା ଶେଷରେ ଏକ ସରପ୍ରାଇଜ ଦେଇଛନ୍ତି ପିଣ୍ଟୁ ଭିଡ଼ିଓ ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ କିନ୍ତୁ ଲୋକ ଙ୍କ କଥାକୁ ବେଖାତିର କରି ସେ ଆଗକୁ ଭିଡ଼ିଓ ଜାରି ରଖିବେ ଓ କାଲି ସକାଳେ ପୁଣି ଭିଡ଼ିଓ ପୋଷ୍ଟ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.