ଯାତ୍ରା ଷ୍ଟେଜ ରେ ଆଇଟମ ଆଇଟମ ଗାର୍ଲ ନିଶା ମହାରଣା ” ଟିପି ଟିପି ବର୍ଷା ପାଣି ଗୀତରେ କଲେ ରୋମାଣ୍ଟିକ ହଟ ଡ୍ୟାନ୍ସ”… ମାତ୍ର 4 ଘଣ୍ଟାରେ 40 Million ରୁ ଅଧିକ ଲୋକ ଦେଖି ସାରିଲେଣି
ତେବେ ଆମ କଳାକାର ଜଗତ ରେ ଅନେକ କଳାକାର ରହିଛନ୍ତି ସେ ଫିଲ୍ମ ହେଉ କି ସିରିଏଲ ଅବା ଯାତ୍ରା ଏହି କଳାକାର ଙ୍କୁ ଆମେ ସମ୍ମାନ ମଧ୍ୟ ଦେଇ ଥାଉ | କାରଣ ସେମାନେ ଅଭିନୟ ଜଗତ ରେ ଅନେକ ପରିଶ୍ରମ କରି ଆମ ମାନଙ୍କର ମନରଞ୍ଜନ କରାଇ ଥାଆନ୍ତି | ତେବେ ଯାତ୍ରା ଦେଖିବା ପାଇଁ ପ୍ରାୟ ଲୋକ ପସନ୍ଦ କରି ଥାଆନ୍ତି, ଅନେକ ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁ ମାନେ ଯାତ୍ରା ଅପେକ୍ଷା ମେଲୋଡି ଦେଖିବା ପାଇଁ ପସନ୍ଦ କରିଥାନ୍ତି |
ଯାତ୍ରା ଷ୍ଟେଜ ରେ ମେଲୋଡି ଡ୍ୟାନ୍ସ ଓ ଗୀତ ଦେଖିବା ପାଇଁ ଦର୍ଶକ ଯେମିତି ଚାତକ ଭଳି ଚାହିଁ ରହି ଥାଆନ୍ତି | ତେବେ ଯାତ୍ରା ଦୁନିଆଁ ରେ ମଧ୍ୟ ସେଭଳି ଅନେକ କଳାକାର ରହିଛନ୍ତି ଆଉ ଆଜି ଆମେ ଏକ ଯାତ୍ରା କଳାକାର ସମ୍ପର୍କ ରେ କହିବୁ ଯାହାଙ୍କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି |
କଳାକାର ମାନଙ୍କର ଗୋଟିଏ ଲକ୍ଷ୍ୟ ଥାଏ କି ସେମାନେ ଦର୍ଶକ ଙ୍କ ଆଗରେ ଏମିତି କଳା ପ୍ରଦର୍ଶନ କରିବେ ଯାହାଦ୍ୱାରା ଦର୍ଶକ ମାନେ ଆକର୍ଷିତ ହେବେ | ତେବେ ଯାତ୍ରା ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ନିଶା ମହାରଣା ହେଉଛନ୍ତି କୁଇନ, ଯିଏ କି ଯାତ୍ରା ପେଣ୍ଡାଲ ରେ ମେଲୋଡି ଡ୍ୟାନ୍ସ କରି ଦର୍ଶକ ମାନଙ୍କର ମନକୁ ଛୁଇଁ ଯାଇଥାନ୍ତି | ତେବେ ନିଜକୁ ଦ୍ୱିତୀୟ ସନି ଲିଓନି କହୁ ଥିବା ନିଶା ମହାରଣା ଙ୍କୁ କିଏ ବା ନ ଜାଣେ | ଆଉ ସିଏ ଏବେ ଯାତ୍ରା ମଞ୍ଚ ରେ ରାଜ କରୁଛନ୍ତି, ବର୍ତ୍ତମାନ ସମୟ ରେ ତାଙ୍କର ଏକ ହଟ ଡ୍ୟାନ୍ସ ସାମ୍ନା କୁ ଆସିଛି ଯାହାକି ଖୁବ ଚର୍ଚ୍ଚା ରେ ରହିଛି |
ନିଶା ମହାରଣା ଏବେ ଧଉଳି ଯାତ୍ରା ମଞ୍ଚରେ ଦେଖିବା ପାଇଁ ମିଳିଛନ୍ତି ଯେଉଁଠି କି ସେ ହଟ ଡ୍ୟାନ୍ସ କରି ମାହଲ ଟିକୁ ବଦଳାଇ ଦେଇଛନ୍ତି | ତେବେ ସେ ଡ୍ୟାନ୍ସ କରିଥିବା ଗୀତ ଟି ହେଉଛି “ଟିପି ଟିପି ବରସା ପାନୀ” ଏଥିରେ ସେ ବର୍ଷା ପାଣିରେ ଓଦା ହୋଇ ହୋଇ ତାଙ୍କର ଅଣ୍ଟା କୁ ହଲାଇ ସୁନ୍ଦର ଭାବେ ଡ୍ୟାନ୍ସ କରି ଦେଖାଇ ଥିଲେ |
ଯାତ୍ରା ଆରମ୍ଭ ରେ ଯେଉଁ ମେଲୋଡି ହୋଇ ଥିଲା ସେଥିରେ ହିଁ ପ୍ରଥମେ ନିଶା ମହାରଣା ଙ୍କ ଝଲକ ଦେଖିବା ପାଇଁ ମିଳି ଥିଲା | ତାଙ୍କ ଡ୍ରେସ ଯେମିତି ହଟ ରହିଥିଲା ସେ ଦେଖିବା ପାଇଁ ବି ସେମିତି ହଟ ଲାଗୁ ଥିଲେ ଆଉ ଯିଏ ତାଙ୍କ ପଫମାନ୍ସ ଦେଖିବ ତାଙ୍କ ଆଖି ଲାଖି ଯିବ | ତେବେ ଏଭଳି ଏକ ଡ୍ୟାନ୍ସ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।