ବାହାଘର ପରେ ପ୍ରଥମ ଥର ପାଇଁ ନିଜ ସ୍ୱାମୀଙ୍କ ସହିତ ଲିପ୍ସା ମିଶ୍ର ସପିଙ୍ଗ ମଲ କୁ ଯାଇଛନ୍ତି, ତେବେ ଆପଣ ମାନେ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ ଯାହାକି ଗତ ଦିନ ମଧ୍ୟରେ ଲିପ୍ସା ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି | ତାଙ୍କର ବାହାଘର ବହୁତ ଧୂମଧାମ ରେ ହୋଇ ଥିଲା ଯେଉଁଥିରେ ଓଲିଓଡ଼ ଜଗତ ର ଅନେକ ବଡ଼ ବଡ଼ ଷ୍ଟାର ସେଥିରେ ଯୋଗ ଦେଇ ଥିଲେ | ଲିପ୍ସା ମିଶ୍ର ବାହାଘର ପରେ ଏବେ ନିଜ ଶାଶୂଘର କୁ ଚାଲି ଯାଇଛନ୍ତି ଆଉ ସେ ତାଙ୍କ ଶାଶୁ ଘରେ ଖୁବ ଖୁସି ରେ ରହୁ ଥିବାର ଦେଖିବା ପାଇଁ ମିଳିଛି |
ତେବେ ଲିପ୍ସା ମିଶ୍ର ରିଲ ରେ ଆପଣ ଅନେକ ଥର ଦେଖି ଥିବେ କି ସେ ବିବାହ କରିଛନ୍ତି କି କିନ୍ତୁ ବର୍ତ୍ତମାନ ସମୟ ରେ ସେ ତାଙ୍କର ରିୟଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି | ବାହାଘର ବେଳକୁ ଲିପ୍ସା ଙ୍କୁ ପ୍ରାୟ 35 ବର୍ଷ ବୟସ ହୋଇ ଥିଲା |
ତେବେ ଲିପ୍ସା ମିଶ୍ର 2013 ମସିହା ରେ ପ୍ରଥମ ଥର ପାଇଁ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରି ଥିଲେ ଆଉ ସେ ଓଡ଼ିଆ ଫିଲ୍ମ ମାଧ୍ୟମ ରେ ଓଲିଓଡ଼ ଜଗତ କୁ ପାଦ ଦେଇ ଥିଲେ | ଆଉ ଏହାପରେ ସେ କେବେ ବି ହେଲେ ପଛକୁ ଫେରି ଚାହିଁ ନାହାଁନ୍ତି, ଓଡ଼ିଆ ସିନେମା ସହିତ ସେ ଓଡ଼ିଆ ସିରିଏଲ ରେ ମଧ୍ୟ ଅଭିନୟ କରିଛନ୍ତି | ତାଙ୍କ ନିଜ ସୁନ୍ଦର ଓ ଚୁଲବୁଲି ଅଭିନୟ କାରଣ ରୁ ଅନେକ ଜାଗାରୁ ତାଙ୍କୁ ବେସ ଭଲ ପାଇବା ମିଳି ଆସିଛି |
ଖାଲି ଓଡ଼ିଆ ସିରିଏଲ ନୁହେଁ ଓଡ଼ିଆ ଯାତ୍ରା, ଓଡ଼ିଆ ଆଲବମ ଓ ଓଡ଼ିଆ ୱେବ ସିରିଜ ରେ ମଧ୍ୟ ଲିପ୍ସା ମିଶ୍ର ବେସ ସୁନ୍ଦର ଭାବରେ ଅଭିନୟ କରିଛନ୍ତି | ସୁନ୍ଦର ଅଭିନୟ କରି ସେ ବହୁତ ସାରା ଆୱାର୍ଡ ମଧ୍ୟ ଜିତି ପାରିଛନ୍ତି, ଏହା ସହିତ ଲିପ୍ସା ମିଶ୍ର ଗତ ଦିନ ମାନଙ୍କରେ ମଡେଲିଙ୍ଗ କରୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି |
ଆଉ ଏକ ଆଡ଼ଭାଟାଇଜ ସୁଟିଂ କରୁ ଥିବା ସମୟରେ ସେ ତାଙ୍କ ସ୍ୱାମୀ ଆକାଶ ଙ୍କ ସହିତ ଦେଖା ହୋଇ ଥିଲେ ଆଉ ପ୍ରଥମ ଦେଖା ରୁ ହିଁ ଦୁହେଁ ପରସ୍ପର ଙ୍କୁ ଭଲ ପାଇ ବସି ଥିଲେ | ଆଉ ଭଲ ପାଇ ଏବେ ବିବାହ ବନ୍ଧନ ରେ ଆକାଶ ଓ ଲିପ୍ସା ମିଶ୍ର ବାନ୍ଧି ହୋଇ ସାରିଛନ୍ତି | ତେବେ ବିବାହ ପରେ ଲିପ୍ସା ତାଙ୍କ ବାପ ଘରକୁ ଚାଲି ଯାଇଛନ୍ତି ଆଉ ପ୍ରଥମ ଥର ପାଇଁ ସେ ତାଙ୍କ ସ୍ୱାମୀ ଙ୍କ ସହ ମଲ କୁ ଯାଇ ଏନଜୟ କରୁ ଥିବାର ଦେଖିବା ପାଇଁ ମିଳିଛି |