ଓଡ଼ିଶାର NO -1 HOT ହିରୋଇନ RIYA DEY ଙ୍କର ଏମିତି କିଛି ଫୋଟୋ, ଆଗରୁ ଦେଖି ନଥିବେ..

ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଆମେ ମାନେ ହିରୋ ଓ ହିରୋଇନ ମାନଙ୍କୁ ନେଇକି କିଛି ଭିଡ଼ିଓ ଦେଖିବାକୁ ପାଇଥାଉ ଭାଇରାଲ ହେଉଥିବାର |

ଆଉ ସେହିଭଳି ଭିଡ଼ିଓ ଗୁଡିକୁ ଆପଣ ମାନଙ୍କୁ ଦେଖିବା ପାଇଁ ଆପଣ ମାନେ ପସନ୍ଦ କରିଥାନ୍ତି ଓ ଜାଣିବା ପାଇଁ ମଧ୍ୟ ଇଚ୍ଛା କରିଥାନ୍ତି | ତେବେ ବର୍ତ୍ତମାନ ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ ସେ ହେଉଛନ୍ତି ଅଲିଉଡ ଏକ୍ଟ୍ରେସ ରିୟା ଦେ ଙ୍କ ବିଷୟରେ | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

 

ତେବେ କୁହାଯାଉଛି କି ଆପଣ ମାନେ ସମସ୍ତେ ରିୟା ଦେ କୁ ଜାଣିଥିବେ | ଯିଏ କି ତାଙ୍କର ଚୁଲବୁଲି ଅନ୍ଦାଜ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ତେବେ ରିୟା ଦେ ଅନେକ ଫ୍ଲିମ କରିଛନ୍ତି ତାଙ୍କର ଅଭିନୟ କେରିୟର ଭିତରେ ।

ଓଡ଼ିଆ ଚଳଚିତ୍ର ଜଗତର ରିୟା ଜଣେ ସୁନାମ ଧନ୍ୟ ଅଭିନେତ୍ରୀ ଥିଲେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ସେ ସାରା ଓଡ଼ିଶାରେ ବେଶ ପରିଚିତ ଅଟନ୍ତି | ରିୟା ଦେଖିବା ପାଇଁ ବହୁତ ସୁନ୍ଦର ତାହା ଆପଣ ଜାଣିଛନ୍ତି ନିଶ୍ଚିତ ତାଙ୍କର କଥା ମଧ୍ୟ ବହୁତ ମଧୁର, ରିୟା ଓଡ଼ିଆ ଚଳଚିତ୍ରରେ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଜାଗା ସୃଷ୍ଟି କରିପାରିଛନ୍ତି |

ରିୟା ଦେଙ୍କର ଫେମିଲି ଓ କେରିୟର :-12 ଅକ୍ଟୋବର 1991 ମସିହାରେ ବାଲେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ରିୟା ଦେ | ରିୟା ବାଲେଶ୍ୱରରେ ତାଙ୍କର ବାପା ମା ଓ ଭଉଣୀଙ୍କ ସହିତ ରହି ଆସୁଥିଲେ ଆଉ 2023 ରେ ସେ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଛନ୍ତି |

 

ରିୟା ଟାଉନ ହାଇସ୍କୁଲରେ ତାଙ୍କର ସ୍କୁଲ ଲାଇଫ କଟେଇଥିବା ବେଳେ ଫକୀର ମୋହନ କଲେଜରେ ତାଙ୍କର ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି |ରିୟାଙ୍କର ହାଇଟ 5 ଫୁଟ 5 ଇଞ୍ଚ ବେଳେ ୱେଟ 50 ବୋଲି କୁହାଯାଉଛି | ହିରୋଇନ ରିୟା ପ୍ରେମ ଅଢେଇ ଅକ୍ଷର ଫ୍ଲିମ ମାଧ୍ୟମରେ ଅଲିଉଡ ଫ୍ଲିମ ଇଣ୍ଡୋଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ । ଆଉ ସେ ଗୋଟିଏ ଫ୍ଲିମ କରିବ ପାଇଁ 15-20 ଲକ୍ଷ ଟଙ୍କା ନେଇଥାନ୍ତି ତାହା ସହିତ ଷ୍ଟେଟ ଫ୍ଲିମ ଆୱାର୍ଡ ମଧ୍ୟ ପାଇଛନ୍ତି ।


ରିୟା ଓଡ଼ିଆ ଚଳଚିତ୍ର ଜଗତର ଅନେକ ଅଭିନେତ୍ରୀ ଓ ଅଭିନେତ୍ରୀ ମାନଙ୍କ ସହିତ ବହୁତ ସ୍ଥାନକୁ ବୁଲି ଯିବା ସହିତ ତାଙ୍କ ସହିତ ଅନେକ ଫୋଟ ଉଠି ଥିବାର ମଧ୍ୟ ନଜରକୁ ଆସିଛି |ରିୟା ଓଡ଼ିଆ ସିନେମା ଜଗତର ସମସ୍ତ ଅଭିନେତ୍ରୀ ଓ ଅଭିନେତା ମାନଙ୍କ ବଡ଼ ବଡ଼ ପାର୍ଟିରେ ଯୋଗ ଦେବାର ମଧ୍ୟ ଦେଖିବାକୁ ମିଳିଥାଏ | ରିୟା ତାଙ୍କ ଫିଲ୍ମ ଜଗତରେ ଜଣେ ଚର୍ଚିତ ଅଭିନେତ୍ରୀ ଭାବରେ ପରିଚିତ ହୁଅନ୍ତି, ପ୍ରଥମ ଥର ପାଇଁ ରିୟା ପରିବାର ବିଷୟରେ ସମ୍ପୂର୍ଣ କଥା ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.