ସାବଧାନ ! ଚାହା ପିଇସାରି ଖାଆନ୍ତୁ ନାହିଁ ଏହି ସହୁ ଜିନିଷ , ନଚେତ୍ ମାଡିଯିବ ଏହି ଚର୍ମରୋଗ – HEALTH TIPS

ଆମ ଦେଶରେ ଏବେ ଚା ପିଇବାର ପଦ୍ଧତି ବଢ଼ି ଗଲାଣି |ପିଲା ଠାରୁ ବୃଦ୍ଧ ଯାଏଁ ସମସ୍ତେ ଏବେ ଚାହା ପିଇବାର ଅଭ୍ୟାସ କରିସାରିଲେଣି |ସକାଳ ଖାଲି ପେଟରେ ସମସ୍ତେ ପ୍ରାୟ ଚାହା ପିଅନ୍ତି |ଚାହା ପିଇସାରିବା ପରେ ସମସ୍ତେ ଜଳଖିଆ ଖାଆନ୍ତି, କିନ୍ତୁ ବନ୍ଧୁଗଣ ଏହି ଜଳଖିଆରେ କିଛି ଖାଦ୍ୟ ରହିଛି ଯାହା ଆମ ପାଇଁ ଉପଯୁକ୍ତ ନୁହଁ |ଚାହା ପିଇସାରିବା ପରେ ଏମିତି କିଛି ଖାଦ୍ୟ ରହିଛି ଯାହା ଖାଇବା ଦ୍ଵାରା ଆମର କୁ ବହୁତ ସମସ୍ୟା ର ସମ୍ମୁଖୀନ ହେବାପାଇଁ ପଡିଥାଏ |

ଆସନ୍ତୁ ଚାହା ଖାଇସାରିବା ପରେ କଉଁ ଖାଦ୍ୟ ଖାଇଲେ କଣ ସମସ୍ୟା ଦେଖା ଯାଏ, ତାହା ଆମେ ଆପଣଙ୍କୁ ଜଣେଇବୁ | ଚାହା ଆମ ଦେହ ପାଇଁ ବହୁତ ଉପକାର ଅଟେ | ଚାହା ପିଇସାରିବା ପରେ ଏମିତି କିଛି ଖାଦ୍ୟ ରହିଛି ଯାହା ଖାଇସାରିବା ପରେ ଚର୍ମ ରୋଗ ପରି ଅନେକ ସମସ୍ୟା ଦେଖାଯାଏ

ପ୍ରଥମତଃ – ଆପଣ ଅନେକ ଲୋକଙ୍କର ମୁହଁ ରେ ଧଳା ଧଳା ଦାଗ ଥିବାର ଦେଖୁଥିବେ, ଏହି ଦାଗ ଥିବା ବ୍ୟକ୍ତିଙ୍କ ମୁଁହକୁ ବହୁତ ଅସୁନ୍ଦର କରିଦିଏ |ଏହି ଦାଗ ଆପଣଙ୍କ ଭୁଲ କାରଣରୁ ହିଁ ହୋଇଥାଏ, ଯଦି ଆପଣ ଖାଲି ପେଟରେ ଚାହା ପିଇସରିବା ପରେ ସାଙ୍ଗେ ସାଙ୍ଗେ ବତୁରା ଯାଇଥିବା ଗଜା ମୁଗ କିମ୍ବା ବୁଟ ଖାଇଥାଉ,ତେବେ ଆପଣଙ୍କ ମୁହଁରେ ଏହିପରି ଧଳା ଧଳା ଦାଗ ହୁଇଯାଏ | ଏମିତି ଭୁଲ ଆପଣ କେବେ କରନ୍ତୁ ନାହିଁ |

 

ଦ୍ୱିତୀୟତଃ- ଗରମ ଚାହା ପିଇସାରିବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଅନ୍ତୁ ନାହିଁ |କାରଣ ଏହି ଥଣ୍ଡା ପାଣି ପିଇବା ଦ୍ଵାରା ଦନ୍ତା ଝିମ ଝିମ ହୋଇଯାଏ,ଦାନ୍ତ ଥଣ୍ଡା ଥଣ୍ଡା ଲାଗେ, ଦାନ୍ତ ଭାଙ୍ଗିବା ପରି ଅନେକ କଷ୍ଟ ହୋଇଥାଏ |

ତୃତୀୟତଃ – ଚାହା ପିଇ ସାରିବା ପରେ ଆପଣ ଲେମ୍ବୁ କିମ୍ୱା ଲେମ୍ବୁରେ ତିଆରି କୌଣସି ଖାଦ୍ୟ ଖାଆନ୍ତୁ ନାହିଁ |କାରଣ ଏହା ଖାଇବା ଦ୍ଵାରା ଆମ ପେଟର ଏହା ବିଷରେ ପରିଣତ ହୋଇଯାଏ, ଏହା ଆମ ଶରୀର ଅନେକ କ୍ଷତି କରିଥାଏ |ଏହା ଆମ ଶରୀର ରେ ରୋଗ ସୃଷ୍ଟି କରିଥାଏ | ଏହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ |

 

ଚତୁର୍ଥ – ଆପଣ ଚାହା ପିଇସାରିବା ପରେ କେବେ ଭୁଲ ରେ ବି ହଳଦୀ କିମ୍ବା ବେସନ ରେ ତିଆରି ଖାଦ୍ୟ ଖାଆନ୍ତୁ ନାହିଁ |ଏହା ଖାଇବା ଦ୍ଵାରା ଆମ ବାଳ ଖୁବ ଶୀଘ୍ର ଧଳା ହେବା ସହ ଝାଡ଼ିବା ପାଇଁ ଆରମ୍ଭ କରେ |ଏହା ଆପଣଙ୍କ ଚନ୍ଦା ପଣର ଏହା ମଧ୍ୟ୍ୟ ଏକ କାରଣ ହୁଇଥାଏ |ବନ୍ଧୁଗଣ ଆପଣ ଯେକୌଣସି ଖାଦ୍ୟ ଖାଉଛ ତାହା ଚାହା ଖାଇବାର ଘଣ୍ଟେ ପୂର୍ବରୁ କିମ୍ବା ପରେ ଖାଆନ୍ତୁ | ଏମିତି ଖାଇବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ର କୌଣସି କ୍ଷତି ହୋଇନଥାଏ |

Leave A Reply

Your email address will not be published.