ଓଃ କି ମସ୍ତି ! ରୋମାଣ୍ଟିକ ଭାଉଜ ଙ୍କ ସହ HOLI , ଶେଷରେ କଲେ ଏମିତି…ଭିଡିଓ ଦେଖିବା ପରେ ଆପଣ ବି ବେହୋସ ହୋଇଯିବେ !

ତେବେ ସୋସିଆଲ ମିଡ଼ିଆ ରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ବେଳେ ବେଳେ କିଛି ଏମିତି ଭିଡ଼ିଓ ସାମ୍ନା କୁ ଆସେ ଯାହା ଆମ ମନକୁ ଖୁବ ଛୁଇଁ ଯାଇଥାଏ | ଆଜିକାଲି ପ୍ରାୟ ବ୍ୟକ୍ତି ତାଙ୍କ ଜୀଵନ ରେ କିଛି ଘଟୁଥିବା ସୁନ୍ଦର ମୁହୂର୍ତ୍ତ କୁ ମୋବାଇଲ ଦ୍ୱାରା ଭିଡ଼ିଓ କରିଥାନ୍ତି ଆଉ ନିଜ ଆକାଉଣ୍ଟ ରେ ପୋଷ୍ଟ କରି ଦେଇ ଥାଆନ୍ତି | ଆଉ ଭିଡ଼ିଓ ଟି ଏତେ ସୁନ୍ଦର ଓ ମନଲୋଭା ହୋଇ ଥାଏ କି ତାହା ତାଙ୍କ ନିଜ ଅଜାଣତ ରେ ମଧ୍ୟ ଖୁବ ଭାଇରାଲ ହୋଇ ଯାଇଥାଏ ଅର୍ଥାତ ଏହାକୁ ଦର୍ଶକ ବେସ ଭଲ ପାଇବା ଦେଇ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖି ଥାଆନ୍ତି |

ଆପଣ ତ ଜାଣିଛନ୍ତି ଆମ ହିନ୍ଦୁ ଧର୍ମ ରେ ଅନେକ ପର୍ବ ପର୍ବାଣୀ ରହିଛି ଆଉ ଏହାକୁ ଲୋକ ମାନେ ବେସ ଖୁସି ମନରେ ପାଳନ କରି ଥାଆନ୍ତି | ନିଜ ନିଜ ଧର୍ମ କୁ ନେଇ ଭିନ୍ନ ଭିନ୍ନ ପର୍ବ ପର୍ବାଣୀ ରହିଛି ଆଉ ତାଙ୍କ ପାଇଁ ନିଜ ପର୍ବ ଖୁବ ଖାସ ମଧ୍ୟ ହୋଇ ଥାଏ |

ସେହି ମଧ୍ୟରୁ ହୋଇ ହେଉଛି ଏମିତି ଏକ ପର୍ବ ଯାହାକୁ ଆମ ଭାରତ ରେ ସମସ୍ତେ ପାଳନ କରି ଥାଆନ୍ତି ସେ ଯେକୌଣସି ଧର୍ମ ହେଉ ନା କାହିଁକି | ଏହି ହୋଲି ଉତ୍ସବ ରେ ସମସ୍ତେ ନିଜ ବ୍ୟସ୍ତ ବହୁଳ ଜୀଵନ ରୁ ବାହାରି ପରିବାର, ସାଙ୍ଗ ସାଥି ଓ ଆତ୍ମୀୟ ସ୍ୱଜନ ମାନଙ୍କ ସହିତ ମିଶି ରଙ୍ଗ ଖେଳି ଥାଆନ୍ତି | ସେହିଭଳି ଭାବରେ ସୋସିଆଲ ମିଡ଼ିଆ ରେ ଏକ ହୋଲି ଖେଳ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯେଉଁଠି ଏକ ପରିବାର ମିଶି ରଙ୍ଗ ଖେଳୁଛନ୍ତି ଆଉ ଡିଜେ ବଜାଇ ଡ୍ୟାନ୍ସ ମଧ୍ୟ କରୁଛନ୍ତି |

ଆଉ ଗୋଟିଏ ପରିବାରର ସମସ୍ତେ ମିଶିକି ହୋଲି ର ଏହି ର ପର୍ବ କୁ ଆନନ୍ଦ ଆଉ ଉଲ୍ଲସର ସହିତ ପାଳନ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ଆଉ ତାହା ସହିତ ସାନ ଠାରୁ ଆରମ୍ଭ କରିକି ବଡ଼ ପର୍ଯ୍ୟନ୍ତ ସମସ୍ତେ ଖୁସି ବନେଇଛନ୍ତି ହୋଲି ପର୍ବ ରେ ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

କେବଳ ସେତିକି ନୁହେଁ ବରଂ ଡିଜେ ବଜାଇ ସମସ୍ତେ ମିଶି ହୋଲି ଖେଳି ଖେଳି ଡ୍ୟାନ୍ସ କରୁଛନ୍ତି | ତେବେ ଏଭଳି ଏକ ଦୃଶ୍ୟ କେଉଁଠିକାର ତାହା ଜଣା ପଡ଼ି ନାହିଁ କିନ୍ତୁ ଦୃଶ୍ୟ ଟି ଏତେ ମନଲୋଭା ରହିଛି କି ଆପଣ ଆପଣଙ୍କ ଆଖି ମଧ୍ୟ ଫେରାଇ ନେଇ ପାରିବେ ନାହିଁ | ଦୁଃଖ କଷ୍ଟ ରେ ଜୀଵନ ଚାଲି ଥିଲେ ବି ଏଭଳି କିଛି ସୁନ୍ଦର ମୁହୂର୍ତ୍ତ ମନକୁ ଖୁବ ଖୁସି ପ୍ରଦାନ କରିଥାଏ |

Leave A Reply

Your email address will not be published.