ଓଡ଼ିଆ ହିରୋଇନ Jina Samal ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ପ୍ରତେକ ଦିନ । ତେବେ ଯେତେବେଳେ ହିରୋ ଆଉ ହିରୋଇନ ମାନଙ୍କ ର ଲାଇଫ ଷ୍ଟାଇଲ ସହିତ ବିଭିନ୍ନ ବିଷୟରେ ଜାଣିବାକୁ ମିଳିଥାଏ ସେତେବେଳେ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ଅଧିକ ବଢ଼ି ଯାଇଥାଏ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଅଲିଉଡ ର ଆଲବମ କୁଇନ ବୋଲି ଯାହାଙ୍କ କୁହାଯାଏ ସେହି ଜିନା ସାମଲ ଙ୍କ ବିଷୟରେ ।ତେବେ ଭାଇରାଲ ହେଉଥିବା ଏହି ଚୁଲବୁଲି ଅଭିନେତ୍ରୀ ଜଣଙ୍କର ଲାଇଫ ଷ୍ଟାଇଲ ସହିତ ଏକ୍ଟିଂ କେରିୟର ସମସ୍ତ ବିଷୟରେ ଜାଣିବା ।

 

 

 


କୁହାଯାଏ କି ଜିନା ସାମଲ ଯିଏ କି ଏକ ଅଲିଉଡ ଇଣ୍ଡୋଷ୍ଟ୍ରି ରେ ବହୁତ ସାରା କାମ କରୁଛନ୍ତି କେତେବେଳେ ତାଙ୍କ ଆଲବମ ହେଉ ତ ଆଉ କେତେବେଳେ ସିରିଏଲ ତାହା ସହିତ ଫିଲ୍ମ ରେ ମଧ୍ୟ ନଜର ଆସିଥାନ୍ତି ଜିନା ସାମଲ । ଆଉ ତାହା ସହିତ କୁହାଯାଉଛି କି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଏହି ଚୁଲବୁଲି ଅଭିନେତ୍ରୀ ଜିନା ସାମଲ । ତେବେ ଅନେକ କିଛି ଅଭିନୟ ର ଯାଦୁ ଦେଖାଇ ସୋସିଆଲ ମିଡିଆରେ ବେଶ ପ୍ରସଂଶା ସାଉଁଟିବା ସହିତ ଦର୍ଶକ ମାନଙ୍କର ପ୍ରିୟ ର ପାତ୍ର ମଧ୍ୟ ହୋଇ ପାରିଛନ୍ତି ବୋଲି କୁହାଯାଉଛି ।

ଜିନା ସାମଲ ଙ୍କ ଫେମିଲି ଓ କେରିୟର –

 

 

 

ତେବେ ଅଲିଉଡ ର ସେହି ଚୁଲବୁଲି ନାୟିକା ଜିନା ସାମଲ 7 ମାର୍ଚ୍ଚ 1990 ରେ ଜନ୍ମ ଗ୍ରହଣ କରିଥିଲେ।ଆଉ ତାହା ସହିତ ଯାହା କୁହାଯାଉଛି କି ଜିନା ବାଲେଶ୍ୱର ରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କର ବାପାଙ୍କର ନାଁ ବିନୟ ସାମଲ ଆଉ ତାହା ସହିତ ଜିନା ଙ୍କର ଫେମିଲି ରେ ତାଙ୍କର ଭଉଣୀ ଭାଇ ଭାଉଜ ଙ୍କୁ ନେଇକି ଗଠିତ । ଜିନା ରୁଦ୍ର ଯିଏକି ଫିଲ୍ମ ଏକ୍ଟର ତାଙ୍କୁ ବିବାହ କରିଥିଲେ । ଆଉ ତାହା ସହିତ ଜିନା ଙ୍କର ବାଲେଶ୍ୱର ରେ ତାଙ୍କର ସ୍କୁଲ ଲାଇଫ ଓ ଗ୍ରାଜୁଏସନ କମ୍ପ୍ଲିଟ କରିଥିଲେ । ଜିନା ଙ୍କର ହାଇଟ 5 ଫୁଟ 6 ଇଞ୍ଚ ହୋଇଥିବା ବେଳେ ୱେଟ 55 ବୋଲି କୁହାଯାଉଛି ।

ତେବେ କୁହାଯାଉଛି କି ଆଲବମ ରେ ଜିନା ପ୍ରଥମେ ପାଦ ଦେଇଥିଲେ ତାହା ପରେ ସୁନା ଭଉଣୀ ଫିଲ୍ମ ରେ ଲିଡ଼ ରୋଲ ରେ ଅଭିନୟ କରିଥିଲେ । ଏହା ବ୍ୟତୀତ ଅପା, ତୁଳସୀ ଭଳି ଅନେକ ସିରିଏଲ ରେ ଅଭିନୟ କରି ଦର୍ଶକ ମାନଙ୍କ ପାଖରେ ପ୍ରିୟ ର ପାତ୍ର ହୋଇ ପାରିଛନ୍ତି ବୋଲି କୁହାଯାଉଛି ।ତେବେ ଏହା ଥିଲା ଜିନା ସାମଲ ଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା।

Leave A Reply

Your email address will not be published.