ଦେଖନ୍ତୁ ମୃତ୍ୟୁର LIVE ଭିଡ଼ିଓ : ମୃତ୍ୟୁ ପୂର୍ବର ଶେଷ କଥା, ଶ୍ୱଶୁର ଘରେ ନିର୍ଯ୍ୟାତନା ସହିନପାରି ମହିଳା ଜଣଙ୍କ କଲେ ଆତ୍ମହତ୍ୟା…video ଦେଖିଲେ କାନ୍ଦିପକାଇବେ…
ଆଜିର ଶିକ୍ଷିତ ସଭ୍ୟ ସମାଜରେ ଏମିତି କିଛି ଅପ୍ରୀତିକର ଘଟଣା ଘଟୁଛି , ଯାହା ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ । ଆପଣ ମାନେ ପ୍ରତିଦିନ କିଛି ନା କିଛି ଘଟଣା ଘଟୁଥିବାର ନିଶ୍ଚୟ ଶୁଣିବାକୁ ପାଉଥିବେ । ଏମିତି ବି କିଛି ଘଟଣା ସାମ୍ନାକୁ ଆସିଥାଏ , ଯାହା ଜଣେ ଅସାମାଜିକ ଲୋକ ମାନଙ୍କର ହୀନ ମାନସିକତାକୁ ସ୍ପଷ୍ଟ କରିଥାଏ ।
ଲୋକମାନଙ୍କର ଏପରି କିଛି ଅମାନବୀୟ କାଣ୍ଡ ଘଟାଉଛନ୍ତି , ଯେଉଥିପାଇଁ ଆଜିର ସମାଜକୁ ଧୀରେ ଧୀରେ ତଳକୁ ତଳକୁ ନେଇଯାଉଛି । ଏହାକୁ ଦେଖି ଆପଣ ମାନେ ମଧ୍ୟ ନିଜକୁ ଲଜ୍ଜିତ ଅନୁଭବ କରୁଥିବେ ।ଶିକ୍ଷିତ ବ୍ୟକ୍ତି ହୋଇ ମଧ୍ୟ ଅନେକ ସମୟରେ ଏମିତି କିଛି କାର୍ଯ୍ୟ କରିଥାନ୍ତି , ଯେଉଁଥିପାଇଁ ସେମାନଙ୍କୁ ସମାଜ ଆଗରେ ଲଜ୍ଜିତ ହେବାକୁ ପଡିଥାଏ ।
ହଁ ଆଜ୍ଞା ଏପରି ଏକ ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡରେ ଘଟିଛି ଯାହାକୁ ଦେଖିଲେ ଆପଣ ମାନଙ୍କର ମଧ୍ୟ ଛାତି ଥରୀ ଉଠିବ ଆଉ ମଧ୍ୟ ଆପଣ ମାନେ ଭାବିବେ କି କଣ ଥିଲା ସେ ଦୃଶ୍ୟ ଆଉ କଣ ପାଇଁ ମାଡ଼ ମାରୁଥିଲେ ତାଙ୍କର ଶାଶୂ ଜଣଙ୍କ |
ତେବେ ବାପା ମାଆ ଝିଅକୁ ଜନ୍ମ କରି ଛୋଟରୁ ବଡ କରି ପାଳି ପଶି ରଖିଥାନ୍ତି ଆଉ ଝିଅର ସୁଖ ଶାନ୍ତି ପାଇଁ ଝିଅତି କିପରି ଭଲରେ ରହିବ ସେହି କଥା ଭାବି ହାତରୁ ଦି ହାତ ମଧ୍ୟ କରିଥାନ୍ତି ବାପା ମାଆ, ଆଉ ଶାଶୂଘରକୁ ବହୁତ ଆଶା ରଖି ପଠାଇଥାନ୍ତି , ଆଉ ସେଠି ମାଆ ବଦଳରେ ମାଆ ଭଳିଆ ଶାଶୂ ଓ ବାପାଙ୍କ ବଦଳରେ ଶଶୁର ପାଇବେ |
ତେବେ ବର୍ତ୍ତମାନ ସେମିତି ଏକ ଲଜ୍ୟାଜନକ ଭିଡିଓ ସାମ୍ନାକୁ ଆସିଛି । ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ , କାରଣ ଝାଡ଼ଖଣ୍ଡ ର ଧନବାଦ ଅଞ୍ଚଳର ଜଣେ ବିବାହିତା ଯୁବତୀ ବିବାହ ପରେ ନିଜର ଶଶୁର ଘରେ ଅତ୍ୟାଚାର ପାଇବା ପରେ ନିଜର ଦୁଃଖ ଏବଂ କଷ୍ଟକୁ ଏକ ଭିଡିଓ ଜରିଆରେ ସେୟାର କରିଛନ୍ତି।
ଏହାପରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି, ଯୁବତୀ ଜଣଙ୍କ ହେଉଛନ୍ତି କୋମଲ ପଟେଲ , ବୟସ 21। ସେ କାନ୍ଦି କାନ୍ଦି କହିଛନ୍ତି ତାଙ୍କ ଶଶୁର ଘର ଲୋକେ ତାକୁ ଶାରିରୀକ ଏବଂ ମାନସିକ ସ୍ତରରେ ବହୁତ ଅତ୍ୟାଚାର କରୁଥିଲେ।ସେ ସବୁ କୁ ସହି ଭଲ ସମୟକୁ ଅପେକ୍ଷା କରିଥିଲେ କାଳେ ସେମାନେ ବୁଝି ପାରିବେ କିନ୍ତୁ ସେପରି କିଛି ହୋଇ ନଥିଲା। ଶାଶୁ ଘର ଲୋକଙ୍କ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଥିଲା ।
ତେବେ ବିବାହ ସମୟରେ 10 ଲକ୍ଷ ଟଙ୍କା ଯୌତୁକ ବାବଦକୁ ଦିଆ ଯାଇଥିଲେ ମଧ୍ୟ ଶଶୁର ଘର ଲୋକେ ଟଙ୍କା ପାଇଁ ଚାପ ପକାଉଥିଲେ। ଆଉ ଶେଷରେ ଏମିତି ସବୁ କଷ୍ଟକୁ ସହି ନପାରି ସବୁ କଥା ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଜଣାଇ ବେକରେ ଦୋୖଡି ଦେଇ ଆତ୍ମହତ୍ୟା କରିଛନ୍ତି ଏହି ମହିଳା ଜଣଙ୍କ। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।