ଓଃ କି ଡ୍ୟାନ୍ସ ! ମେହେନ୍ଦି ରେଶମ ରେ ” Gupchup Gupchup ” ଗୀତରେ ଯୁବତୀ କଲେ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…
ଆମ ସମାଜ ରେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |
ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ଆଗ କାଳରେ କିଛି ପ୍ରତିଭା ହେଉ କିଛି ସ୍ଥାନର କାର୍ଯ୍ୟକ୍ରମ ହେଉ ତାହା ଲୋକ ଲୋଚନ ସାମ୍ନା କୁ ଆସି ପାରୁ ନଥିଲା କିନ୍ତୁ ଏବେ ଟିକନିକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦ୍ୱାରା ସାମ୍ନା କୁ ଆସୁଛି ଆଉ ଏହା ଦ୍ୱାରା ଲୋକେ ଫେମସ ମଧ୍ୟ ହୋଇ ପାରୁଛନ୍ତି | ତେବେ ସେଭଳି ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ଦେଖିବା ପାଇଁ ମିଳିଛି ଯେଉଁଥିରେ ଏକ ଯୁବତୀ ଙ୍କର ସୁନ୍ଦର ଡ୍ୟାନ୍ସ ଦେଖିବାକୁ ମିଳିଛି |
ଆଉ ଯେଉଁଠି କୁହାଯାଉଛି କି ଏହି ଭିଡ଼ିଓ ରେ ଭାଇରାଲ ଝିଅ ଜଣଙ୍କ ଗୀତ ସହିତ ଡାନ୍ସ ପ୍ରାକ୍ଟିସ କରିବାକୁ ଲାଗିଛନ୍ତି | ” ଗୁପଚୁପ ” ଗୀତ ରେ ସୁନ୍ଦର ଭାବରେ ଡାନ୍ସ କରି ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣୁ ନେଇଛନ୍ତି ଝିଅ ଜଣଙ୍କ | ଆଉ ତାହା ସହିତ କୁହାଯାଉଛି କି ଝିଅ ଜଣଙ୍କ ଡାନ୍ସ କରୁଥିବା ସମୟରେ ଅନ୍ୟ ଝିଅ ମାନେ ତାଙ୍କର ସେହି ଡାନ୍ସ କୁ ଦେଖିବାକୁ ଲାଗିଥିଲେ ଆଉ ତାଙ୍କର ସ୍ଟେପ୍ସ ଗୁଡିକୁ ଶିଖିବା ପାଇଁ ମଧ୍ୟ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା |
ତାଙ୍କ ଫିଗର କୁ ଏହି ଡ୍ୟାନ୍ସ ଟି ଖୁବ ଆକର୍ଷଣୀୟ ଲାଗୁଛି ଯାହାକୁ ଯିଏ ବି ଦେଖୁଛି ସେ କେବଳ ପ୍ରଶଂସା ହିଁ କରୁଛି | ତେବେ ଏହି ଭିଡ଼ିଓ ଟିକୁ କେହି ଜଣେ ସୋସିଆଲ ୟୁଜର୍ସ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ ଯାହାକି ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ଏହା କେଉଁଠିକାର ଭିଡ଼ିଓ ତାହା ସଠିକ ଭାବେ ଜଣା ନାହିଁ କିନ୍ତୁ ଏହା ସମସ୍ତ ଙ୍କୁ ବେସ ପସନ୍ଦ ଆସିଛି |