ଦେଖନ୍ତୁ Shocking ଭିଡ଼ିଓ : ଏମିତି ଦୁର୍ଘଟଣା ଜୀବନରେ କେବେ ଦେଖି ନଥିବେ… ଗାଡି ଚଳାଉ ଥିଲେ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

ଆଜିକାଲି ର ଯୁଗରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି କାରଣ ଏହା ଦ୍ୱାରା ହିଁ ଆମେ ସମସ୍ତ ଘଟଣା ସମ୍ପର୍କ ରେ ଅବଗତ ହୋଇ ପାରି ଥାଉ | ପ୍ରତିଦିନ କିଛି ନା କିଛି ଭିଡ଼ିଓ ନିହାତି ଭାବରେ ଭାଇରାଲ ହେଉଛି ଯାହାକି ବେଳେ ବେଳେ ଖୁବ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରି ଦେଇ ଥାଏ | ଆପଣ ତ ଜାଣିଛନ୍ତି ଏକ ବ୍ୟକ୍ତି ଜୀଵନ ରେ କେତେ ବେଳେ କଣ ଘଟିବ ତାହା କେହି ହେଲେ ଜାଣନ୍ତି ନାହିଁ, କାରଣ ଦୁନିଆଁ ରେ ଅନେକ ପ୍ରକାର ର ଦୁର୍ଘଟଣା ଘଟୁଛି ଆଉ କାହା ସହିତ କେଁଉ ଦୁର୍ଘଟଣା ଘଟିବ ତାହା ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ |

ଆଗ କାଳରେ ଏତେ ଗାଡ଼ି ନଥିଲା କି ରାସ୍ତା ବି ନଥିଲା ତେଣୁ ଏତେଟା ଦୁର୍ଘଟଣା ଦେଖିବା ପାଇଁ ମିଳୁ ନଥିଲା, କିନ୍ତୁ ବର୍ତ୍ତମାନ ଯୁଗରେ ଘରେ ଘରେ ଗାଡ଼ି ଆଉ ରାସ୍ତା ମଧ୍ୟ ରହିଛି ଯାହା ଦ୍ୱାରା ସେଭଳି ଭାବେ ଅଧିକ ଦୁର୍ଘଟଣା ମଧ୍ୟ ଦେଖିବା ପାଇଁ ମିଳୁଛି |

ତେବେ ପୁଣି ଏକ ଦୁର୍ଘଟଣା ସାମ୍ନା କୁ ଆସିଛି ଯାହା କି ସିସି ଟିଭି ରେ କଏଦ ହୋଇ ଯାଇଛି, ତେବେ ଆସନ୍ତୁ ଏହି ଘଟଣା ଟି ଉପରେ ନଜର ପକାଇବା | ଏହି ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଏକ ରାସ୍ତା ରେ ଦୁଇ ଜଣ ଯୁବତୀ ସ୍କୁଟି ରେ ଯାଉ ଥିଲେ କିନ୍ତୁ ଯୁବତୀ ଙ୍କର ଅସାବଧାନତା ଯୋଗୁଁ ସେ ସାମ୍ନା ରେ ଆସୁ ଥିବା ଏକ ବାଇକ ଚାଳକ ଙ୍କୁ ଧକ୍କା କରି ଦେଲେ |

ଫଳରେ ଉଭୟ ଦୁଇ ଜଣ ଯୁବତୀ ଓ ବାଇକ ଚାଳକ ମଧ୍ୟ ତଳେ ପଡ଼ି ଯାଇଛନ୍ତି, କିନ୍ତୁ ଭାଗ୍ୟ ବଶତଃ ଏହି ଦୁର୍ଘଟଣା ରେ କାହାର କୌଣସି କ୍ଷତି ହୋଇ ନଥିଲା ଯାହା କିଛି କିଛି ଆହାତ ହୋଇ ଥିଲେ | କୁହା ଯାଉଛି ଏଠାରେ ଯୁବତୀ ଜଣଙ୍କ ନ ଦେଖି ସତର୍କତା ଅବଲମ୍ବନ ନ କରି ଗାଡ଼ି ଚଳାଉ ଥିଲା ଆଉ ଯାହା ଫଳରେ ସେ ବାଇକ ଟିକୁ ଧକ୍କା କରି ଦେଇଛନ୍ତି |

ଏହି ଦୁର୍ଘଟଣା ଟି କେଁଉ ସ୍ଥାନର ତାହା ସଠିକ ଭାବରେ ଜଣା ପଡ଼ି ନାହିଁ କିନ୍ତୁ ବର୍ତ୍ତମାନ ସମୟ ରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି | ତେଣୁ କରି ରାସ୍ତା ରେ ଯେତେ ବେଳେ ବି ଗାଡ଼ି ଚଳାଉଛନ୍ତି ନିହାତି ଭାବରେ ସତର୍କ ହୋଇ ଚାଲନ୍ତୁ ନଚେତ ଆପଣ ଙ୍କୁ ମଧ୍ୟ ଏଭଳି ଦୁର୍ଘଟଣା କୁ ସାମ୍ନା କରିବା ପାଇଁ ପଡ଼ିବ ଯାହା ଦ୍ୱାରା ନିଜ ଜୀଵନ ବିପଦ ରେ ପଡ଼ିଯିବ |

Leave A Reply

Your email address will not be published.