ତେବେ ସୋସିଆଲ ମିଡ଼ିଆ ରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ବେଳେ ବେଳେ କିଛି ଏମିତି ଭିଡ଼ିଓ ସାମ୍ନା କୁ ଆସେ ଯାହା ଆମ ମନକୁ ଖୁବ ଛୁଇଁ ଯାଇଥାଏ | ଆଜିକାଲି ପ୍ରାୟ ବ୍ୟକ୍ତି ତାଙ୍କ ଜୀଵନ ରେ କିଛି ଘଟୁଥିବା ସୁନ୍ଦର ମୁହୂର୍ତ୍ତ କୁ ମୋବାଇଲ ଦ୍ୱାରା ଭିଡ଼ିଓ କରିଥାନ୍ତି ଆଉ ନିଜ ଆକାଉଣ୍ଟ ରେ ପୋଷ୍ଟ କରି ଦେଇ ଥାଆନ୍ତି | ଆଉ ଭିଡ଼ିଓ ଟି ଏତେ ସୁନ୍ଦର ଓ ମନଲୋଭା ହୋଇ ଥାଏ କି ତାହା ତାଙ୍କ ନିଜ ଅଜାଣତ ରେ ମଧ୍ୟ ଖୁବ ଭାଇରାଲ ହୋଇ ଯାଇଥାଏ ଅର୍ଥାତ ଏହାକୁ ଦର୍ଶକ ବେସ ଭଲ ପାଇବା ଦେଇ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖି ଥାଆନ୍ତି |
ଆପଣ ତ ଜାଣିଛନ୍ତି ଆମ ହିନ୍ଦୁ ଧର୍ମ ରେ ଅନେକ ପର୍ବ ପର୍ବାଣୀ ରହିଛି ଆଉ ଏହାକୁ ଲୋକ ମାନେ ବେସ ଖୁସି ମନରେ ପାଳନ କରି ଥାଆନ୍ତି | ନିଜ ନିଜ ଧର୍ମ କୁ ନେଇ ଭିନ୍ନ ଭିନ୍ନ ପର୍ବ ପର୍ବାଣୀ ରହିଛି ଆଉ ତାଙ୍କ ପାଇଁ ନିଜ ପର୍ବ ଖୁବ ଖାସ ମଧ୍ୟ ହୋଇ ଥାଏ | ସେହି ମଧ୍ୟରୁ ହୋଇ ହେଉଛି ଏମିତି ଏକ ପର୍ବ ଯାହାକୁ ଆମ ଭାରତ ରେ ସମସ୍ତେ ପାଳନ କରି ଥାଆନ୍ତି ସେ ଯେକୌଣସି ଧର୍ମ ହେଉ ନା କାହିଁକି |
ଏହି ହୋଲି ଉତ୍ସବ ରେ ସମସ୍ତେ ନିଜ ବ୍ୟସ୍ତ ବହୁଳ ଜୀଵନ ରୁ ବାହାରି ପରିବାର, ସାଙ୍ଗ ସାଥି ଓ ଆତ୍ମୀୟ ସ୍ୱଜନ ମାନଙ୍କ ସହିତ ମିଶି ରଙ୍ଗ ଖେଳି ଥାଆନ୍ତି | ସେହିଭଳି ଭାବରେ ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଦିଅର ଓ ଭାଉଜ ମାନେ ଖୁବ ସୁନ୍ଦର ଭାବରେ ମିଶି ହୋଲି ଖେଳୁଛନ୍ତି |
ଆଉ ଯେଉଁଠି ଦେଖିବାକୁ ମିଳିଛି ହୋଲି ପର୍ବ ରେ ସୁନ୍ଦର ଭାବରେ ରଙ୍ଗ ଖେଳ ର ମଜା ନେବାକୁ ଲାଗିଛନ୍ତି ଦିଅର ଓ ଭାଉଜ ଜଣଙ୍କ | ତେବେ ଆପଣ ମାନେ ଜାଣିଥିବେ କି ହୋଲି ପର୍ବ ଟି ଖାଲି ଆମ ଓଡିଶା ରେ ନୁହଁ ସାରା ଭାରତ ବର୍ଷ ର ଲୋକ ମାନେ ବେଶ ଖୁସି ଆଉ ମଜା ର ସହିତ ପାଳନ କରିଥାନ୍ତି ବୋଲି କୁହାଯାଉଛି | ଆଉ ତାହା ସହିତ ଦେଖିବାକୁ ମିଳିଥାଏ କି ହୋଲି ରେ ବଡ଼ ସାନ ସମସ୍ତେ ମିଶିକି ଏହି ପର୍ବ କୁ ପାଳନ କରିଥାନ୍ତି ଆଉ ମଜା ମଧ୍ୟ ନେଇଥାନ୍ତି |
ପ୍ରଥମେ ଦିଅର ଜଣଙ୍କ ବେସ ଖୁସି ମନରେ ତାଙ୍କ ଭାଉଜ ଙ୍କୁ ରଙ୍ଗ ଲଗେଇ ଥିଲେ ଆଉ ପରେ ପରେ ଭାଉଜ ଆଉ ତାଙ୍କ ସହିତ ଆଉ କିଛି ଜଣ ମିଶି ଦିଅର ଙ୍କୁ ପୁରା ହୋଲି ପାଣିରେ ଭିଜେଇ ଦେଇ ଥିଲେ | ତାଙ୍କ ଦେହରେ ରଙ୍ଗ ପାଣି ଢାଳି ପୁରା ରଙ୍ଗଲୀ କରି ଦେଇ ଥିଲେ ଯାହାର ଦୃଶ୍ୟ ଏତେ ମଜାଦାର ଥିଲା ଯେ ଆପଣ ଦେଖିଲେ ହସି ହସି ଗଡ଼ି ଯିବେ | ତେବେ ଏଭଳି ଏକ ଭାଉଜ ଓ ଦିଅର ଙ୍କର ହୋଲି ଖେଳ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖି ଅନେକ ଲୋକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି |