ଦେଖନ୍ତୁ ollywood ଭିଡିଓ !ପୁଣି ହଟ୍ ଡ୍ରେସ ରେ ହୋଲି ଖେଳିଲେ ପ୍ରକୃତି ମିଶ୍ର ନଜର ଆସିଲେ….ଏହି ଭିଡିଓ ନିଆଁପରି ଭାଇରାଲ ହେଉଛି….
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ବ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବେଳେ ବେଳେ ହିରୋ ଆଉ ହିରୋଇନ ମାନଙ୍କ ବିଷୟରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେବାକୁ ଲାଗିଥାଏ ବୋଲି କୁହାଯାଉଛି । ଆଉ ସେହି ହିରୋ ଆଉ ହିରୋଇନ ମାନଙ୍କୁ ନେଇକି ଭାଇରାଲ ହେଉଥିଵା ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମର ଇଚ୍ଛା ଆଉ ଆଗ୍ରହ ଦେଖିବାକୁ ମିଳିଥାଏ ବୋଲି କୁହାଯାଉଛି । ତାହେଲେ ଆଜି ଆମେ ନଜର ପକାଇବା ସେହି ଅଲିଉଡ ଏକ୍ଟର ପ୍ରକୃତି ମିଶ୍ର ଙ୍କ ଉପରେ ଓ ତାହା ସହିତ ସେ କେମିତି ମୁମ୍ବାଇ ରେ ହୋଲି କୁ ଏନଜୟ୍ କରୁଛନ୍ତି ସାଙ୍ଗ ସାଥୀ ମାନଙ୍କ ସହିତ ।
ତେବେ ଆପଣ ମାନେ ସମସ୍ତେ ପ୍ରକୃତି ମିଶ୍ର ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ନିଜର ଦମଦାର ଅଭିନୟ ମାଧ୍ୟମରେ ଓଡିଶା ର ଅଗଣିତ ଦର୍ଶକ ମାନଙ୍କର ହୃଦୟରେ ଘର କରି ପାରିଛନ୍ତି । ଆଉ ତାହା ସହିତ କୁହାଯାଉଛି କି କୁନି କଳାକାର ଭାବରେ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ ପ୍ରକୃତି ମିଶ୍ର ।ତାହା ପର ଠୁ ଅନେକ ଓଡ଼ିଆ ଫ୍ଲିମ ସେ କରିଛନ୍ତି ଆଉ ସାରା ଓଡିଶା ରେ ନିଜର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି ।
ତେବେ ଆପଣମାନେ ଜାଣିଛନ୍ତି ଖାଲି ଓଡିଶା ନୁହେଁ ବରଂ ପୁରା ଭାରତ ବର୍ଷରେ ବିଭିନ୍ନ ସ୍ଥାନରେ ପାଳନ ହୋଇଥାଏ। ଯାହାକୁ ଲୋକମାନେ ରାଗ, ଋଷ, ଅଭିମାନ ସମସ୍ତ ଭୁଲି ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଏହା କରିବା ଦ୍ୱାରା ଭାଇଚାରା ବଢ଼ିଥାଏ।ତେବେ ଏହି ୧୩ ପର୍ବ ମଧ୍ୟରୁ ରଙ୍ଗର ପର୍ବ, ଯାହାକୁ ଆମେ ହୋଲି ପର୍ବ ବୋଲି କହିଥାଉ।
ଆଉ ହୋଲି ପର୍ବ କୁ ଭାରତର ବିଭିନ୍ନ ସ୍ଥାନରେ ବହୁତ ମଜା ମସ୍ତି ର ସହିତ ପାଳନ କରୁଥିବାର ଆପଣ ମାନେ ଦେଖିବାକୁ ପାଉଥିବେ। କାହିଁକିନା ଏହି ପର୍ବ ବର୍ଷକରେ ଥରେ ଆସିଥାଏ। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେ ଭିଡ଼ିଓ ଟି ହୋଲି ପର୍ବ ର ବୋଲି କୁହାଯାଇଥାଏ ।ଆଉ ଯେଉଁଠି ଦେଖିବାକୁ ମିଳିଥାଏ କି ହୋଲି ପର୍ବ ରେ ପୁରୁଷ ମହିଳା କେହି ବି ଉଚ୍ଚ ନୀଚ ବାଦ ଓ ବିବାଦ କୁ ମନେ ରଖନ୍ତୁ ନାହିଁ ଆଉ ଖୁସି ମନରେ ପାଳନ କରିଥାନ୍ତି ।
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ମୁମ୍ବାଇରେ ରହୁଛନ୍ତି। ଆଉ ହୋଲି ପର୍ବ କୁ ସେ ଏକ ହଟ୍ ଡ୍ରେସ୍ ପିନ୍ଧି ତାଙ୍କ ସାଙ୍ଗ ସାଥୀ ମାନଙ୍କ ସହିତ ବହୁତ ଧୁମଧାମରେ ରଙ୍ଗ ଖେଳୁଛନ୍ତି। ଆଉ ବହୁତ ମଜା ମସ୍ତି କରୁଥିବାର ଭାଇରାଲ୍ ଭିଡିଓ ରେ ଦେଖିବାକୁ ମଧ୍ୟ ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।