ଓଡ଼ିଶାର NO 1 ଯୋଡି ରୂପା ଓ ପିଣ୍ଟୁଙ୍କ ହୋଲି ଖେଳ ଦେଖିଲେ ଆପଣମାନେ ହସି ହସି ଗଡ଼ିଯିବେ,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ତେବେ ସୋସିଆଲ ମିଡ଼ିଆ ରେ ଏକ ସାଧାରଣ ବ୍ୟକ୍ତି ବି ନିଜ ବ୍ଲଗ ଦ୍ୱାରା ଭାଇରାଲ ହୋଇ ଥାଏ ଆଉ ପରେ ପରେ ସେ ଫେମସ ମଧ୍ୟ ହୋଇ ଯାଇ ଥାଏ | ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଛୋଟ ଛୋଟ ଭିଡ଼ିଓ କରି ନିଜ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି ଆଉ ତାହାକୁ ଦେଖି ଲୋକ ମାନେ ମଧ୍ୟ ଭିଡ଼ିଓ ଟିକୁ ଖୁବ ଭଲ ପାଇବା ଦେଇ ଥାଆନ୍ତି ଯାହା ପରେ ପରେ ସେ ଦର୍ଶକ ମାନଙ୍କର ପ୍ରିୟ ପାତ୍ର ହୋଇ ପାରି ଥାଏ |

 

ତେବେ ମ୍ୟୁଜିକ ଇଣ୍ଡଷ୍ଟ୍ରି ରେ ମଧ୍ୟ ଏମିତି ଅନେକ ଯୋଡ଼ି ଅଛନ୍ତି ଯିଏ କି ଖୁବ ନାଁ କମାଇଛନ୍ତି ଆପଣ ଙ୍କର ମଧ୍ୟ ଠିକ ସେହିଭଳି ଭାବରେ ପ୍ରିୟ ଯୋଡ଼ି ନିହାତି ଭାବରେ ରହି ଥିବେ | ତେବେ ସେଭଳି ଏକ ଯୋଡ଼ି ହେଉଛନ୍ତି ରୂପା ଓ ପିଣ୍ଟୁ, ଯିଏକି ନିଜ ଜୀଵନ ଶୈଳୀର ଅନେକ ସୁନ୍ଦର ସୁନ୍ଦର ଭିଡ଼ିଓ କରି ବର୍ତ୍ତମାନ ସମୟରେ ଖୁବ ନାଁ କମାଇଛନ୍ତି | ତାଙ୍କ ଭିଡ଼ିଓ ଓ ଆଲବମ କୁ ଦର୍ଶକ ମାନେ ମଧ୍ୟ ଖୁବ ଭଲ ପାଇବା ଦେଇ ଥାଆନ୍ତି | ତେବେ ସେଭଳି ଭାବେ ଆଉ ଏକ ଭିଡ଼ିଓ ଆସି ପହଞ୍ଚିଛି ଯାହାକି ଖୁବ ନିଆଁରା ରହିଛି |

 

ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ରୂପା ପିଣ୍ଟୁ ଙ୍କର ପରିବାର ମିଶି ଲକ୍ଷ୍ମୀ ମା ଙ୍କର ଭସାଣି ରେ ରଙ୍ଗ ଖେଳୁଛନ୍ତି, ଯେଉଁ ଭିଡିଓଟି ସମ୍ପୁର୍ଣ୍ଣ ମୋନରଞ୍ଜନ ଭିତ୍ତିକ ରହିଛି | ଭିଡିଓଟି ଏତେ ମଜାଦାର ହୋଇଛି ଯେ ଆପଣ ନିଜେ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ ଏବଂ ଭିଡ଼ିଓ ଟିକୁ ଦେଖିଲେ ଆପଣ ହସି ହସି ଗଡ଼ି ଯିବେ |

ଭିଡିଓରେ ଦେଖିବାକୁ ମିଳୁଛି ରୂପା ଓ ପିଣ୍ଟୁଙ୍କ ଘରେ ମା ଲକ୍ଷ୍ମୀଙ୍କ ପୂଜା ଚାଲିଛି ଏବଂ ମାଙ୍କ ଭସାଣି ପାଇଁ ପରିବାରବର୍ଗଙ୍କ ସହିତ ରୂପା ଓ ପିଣ୍ଟୁ ଅଭିର ଖେଳୁଛନ୍ତି | ତେବେ ପୂଜା ସମୟରେ ରୂପା ଧୂପ ଝୁଣା ଲଗାଇ ଶଙ୍ଖ ଘଣ୍ଟା ବଜାଇ ମା ଲକ୍ଷ୍ମୀ ଙ୍କର ଆରାଧନା କରୁଛନ୍ତି |


ଆଉ ପୂଜା ପରେ ମା ଙ୍କର ଭସାଣି କାର୍ଯ୍ୟ ଆରମ୍ଭ ହେଉଛି ଯେଉଁଥିରେ କି ଡିଜେ ବାଜୁଛି ଆଉ ପରିବାର ଓ ଗାଁ ଲୋକ ମିଶି ନାଚୁ ଥିବାର ନଜର ରେ ଆସିଛନ୍ତି | ଏହାପରେ ସବୁ ମିଶି ରଙ୍ଗ ଖେଳୁଛନ୍ତି ଆଉ ରୂପା ପିଣ୍ଟୁ ବେସ ହସ ଖୁସିରେ ସମସ୍ତ ଙ୍କ ମୁହଁରେ ରଙ୍ଗ ଲଗାଇଛନ୍ତି | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ପିଣ୍ଟୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି ଯାହାକୁ ଦର୍ଶକ ଦେଖି ଖୁବ ପସନ୍ଦ କରୁଛନ୍ତି ଆଉ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.