ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ଅନେକ ଅଭିନେତା ଆଉ ଅଭିନେତ୍ରୀ ମାନଙ୍କର ଜୀବନରେ ଘଟୁଥିବା କେତେକ ଘଟଣା କୁ ନେଇକି ଗଣ ମାଧ୍ୟମରେ ଅନେକ ସମୟରେ ପ୍ରକାଶ ପାଉଥିବାର ମଧ୍ୟ ଆପଣ ମାନେ ଦେଖୁଥିବେ ।ତେବେ ବର୍ତ୍ତମାନ ସେହି ଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟରେ ଭାଇରାଲ ହେବାରେ ଲାଗିଛି ଆଉ ସେ ହେଉଛନ୍ତି ଅଲିଉଡ ର ଜଣା ଶୁଣା ଚୁଳ ବୁଲି ନାୟିକା ଅନୁ ଚୌଧୁରି ଙ୍କର ବିଷୟରେ। ଆଉ ଯେଉଁଠି କୁହାଯାଉଛି କି ଅନୁ ଚୌଧୁରୀ କେଉଁ ଭଳି ଭାବରେ ଫିଲ୍ମ ଜଗତରେ ପାଦ ଦେଇଥିଲେ ଆଉ ତାଙ୍କ କ୍ୟାରିୟର ବିଷୟରେ ଜାଣିବା । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ଆପଣ ମାନେ ସମସ୍ତେ ଅଲିଉଡ ର ଜଣା ଶୁଣା ସୁନ୍ଦରୀ ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କ ବିଷୟରେ ଜାଣିଥିବେ । ଯିଏକି ଓଡ଼ିଆ ଫିଲ୍ମ ଜଗତ ପାଇଁକି ଅନେକ ଫ୍ଲିମ କରିଛନ୍ତି । ଆଉ ତାହା ଛଡା ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ।ଆଉ ଅନେକ ଫିଲ୍ମ ଓଡ଼ିଆ ରେ କରିଛନ୍ତି ଓ ଲୋକ ମାନଙ୍କର ପାଖରୁ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି ।ଆଉ ତାଙ୍କର କହିବା କଥା ଅନୁସାରେ ଫିଲ୍ମ ଜଗତକୁ ଆସିବା ପାଇଁ ଅନୁ ଚୌଧୁରୀ ବହୁତ ଷ୍ଟ୍ରୋଗଲ କରିଛନ୍ତି ।
ଅନୁ ଚୌଧୁରି ଙ୍କର ଜନ୍ମ ଓ ଫେମିଲି –
ଯାହା କୁହାଯାଉଛି କି ଅନୁ ଚୌଧୁରୀ ଭୁବନେଶ୍ୱର ରେ ରେ ଜନ୍ମ ଗ୍ରହଣ କରିଥିଲେ । ଆଉ ଯାହା କୁହାଯାଉଛି କି ଅନୁ ଚୌଧୁରୀ ଙ୍କର ବାପା ଙ୍କ ନାଁ ରବି ଚୌଧୁରୀ ଓ ତାଙ୍କର ମା ଙ୍କର ନାମ ସୌଦାମିନୀ ଚୌଧୁରୀ ବୋଲି କୁହାଯାଉଛି । ତାହା ସହିତ ଅନୁ ଚୌଧୁରୀ 2006 ରେ ସନ୍ଦୀପ ମିଶ୍ର ଙ୍କୁ ବିବାହ କରୁଥିବା ବେଳେ 2010 ରେ ଡିଭୋର୍ସ ଦେଇଥିଲେ ।
ଅନୁ ଚୌଧୁରୀ ଙ୍କର ଏଜୁକେଶନ :-
ଯାହା କୁହାଯାଉଛି କି ଅନୁ ଚୌଧୁରୀ ଭୁବନେଶ୍ୱର ରେ ଏକସ୍କୁଲ ରେ ପାଠ ପଢିବା ସହିତ ରମା ଦେବୀ କଲେଜ ରେ ସାଇନ୍ସ ରେ ଗ୍ରାଜୁଏସନ କମ୍ପ୍ଲିଟ କରିଥିଲେ ବୋଲି ମଧ୍ୟ କୁହାଯାଉଛି । ତାହା ସହିତ ବିଜୁ ପଟ୍ଟନାୟକ କଲେଜ ରେ ମଧ୍ୟ ତାଙ୍କର ଶିକ୍ଷା ସମାପ୍ତ କରିଥିଲେ ।
କ୍ୟାରିୟର –
ତେବେ ଅନୁ ଚୌଧୁରୀ 1998 ମସିହା ରେ ପ୍ରଥମେ ଫ୍ଲିମ ଜଗତରେ ପାଦ ଦେଇଥିଲେ, ଆଉ ମା ଗଜ ବାୟାଣୀ ଫିଲ୍ମ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପ୍ରସଂଶା ର ପାତ୍ର ମଧ୍ୟ ହୋଇ ପାରିଥିଲେ । ତାହା ସହିତ କୁହାଯାଉଛି କି ଅନୁ ଚୌଧୁରୀ 65 ରୁ ଅଧିକ ଫିଲ୍ମ ରେ କାମ କରିଛନ୍ତି ତାହା ସହିତ ଅନେକ ବଙ୍ଗଳା ଓ ତେଲଗୁ ଫିଲ୍ମ ରେ ମଧ୍ୟ ଅଭିନୟ କରି ଦର୍ଶକ ମାନଙ୍କର ହୃଦୟରେ ଘର କରି ପାରିଛନ୍ତି ବୋଲି କୁହାଯାଉଛି । ତାହା ସହିତ ଅନୁ ଚୌଧୁରୀ ଚଳଚିତ୍ର ଆୱାର୍ଡ ସହିତ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି ତାଙ୍କର ଫିଲ୍ମ କେରିୟର ଭିତରେ । ଆଉ ଅନେକ ଅଭିନେତା ମାନଙ୍କ ସହିତ ଅଭିନୟ କରି ଦର୍ଶକ ମାନଙ୍କର ପ୍ରିୟ ର ପାତ୍ର ମଧ୍ୟ ହୋଇ ପାରିଛନ୍ତି ଆଉ ବର୍ତ୍ତମାନ ଅଭିନୟ ଜଗତରେ କାମ ମଧ୍ୟ କରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।