ASTRO VASTU – ଆସନ୍ତା କାଲିଠାରୁ ସୁନା ଝୁଲଣାରେ ଝୁଲିବାକୁ ଯାଉଛନ୍ତି ଏହି 6ଟି ରାଶିର ବ୍ୟକ୍ତି , ଏମାନଙ୍କୁ ମିଳିବ ଅହେତୁକ ଧନ
ଗ୍ରହ ମାନଙ୍କର ଶୁଭ ହେବା ଶୁଭଫଳ ହୋଇଥାଏ। ତେବେ କାଲି ଠାରୁ ଏହି ୬ ଟି ରାଶିଙ୍କ ଭବିଷ୍ୟତରେ କଣ ପରିବର୍ତ୍ତନ ହେବାକୁ ଯାଉଛି ଆମେ ସେହି ସମ୍ପର୍କରେ ଆଲୋଚନା କରିବାକୁ ଯାଉଛେ। ଜୀବନରେ ସତ ପଥରେ ରୁହନ୍ତୁ, ସଫଳତା ଦିଗରେ ଆପଣ ଅଗ୍ରସର ହେବେ। ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ କୃପା ପ୍ରାପ୍ତି ହେବ।
୧- ତୁଳା ରାଶି
ଏହି ସମୟରେ ଆପଣଙ୍କର ଯେଉଁ ଅସୁବିଧା ଥିଲା ଏହା ଶେଷ ହୋଇଯିବ। ଭଗବାନଙ୍କ ଦୟାରୁ ଯେଉଁ କାର୍ଯ୍ୟ ଅନେକ ଦିନରୁ ଅଟକି ରହିଛି ଆପଣ କରିବାକୁ ଚାହୁଁଥିଲେ କିନ୍ତୁ କରି ପାରୁ ନଥିଲେ ତେବେ ଏହି କାର୍ଯ୍ୟ ହୋଇଯିବ।ଏହି ପରିସ୍ଥିତି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଓ ଭଗବାନଙ୍କ ନାମ ଜପ କରନ୍ତୁ, ପ୍ରଭୁଙ୍କ ଦୟାରୁ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବାକୁ ଯାଉଚି। ମିଥୁନ ରାଶିର ଲୋକମାନେ ବ୍ୟବସାୟରେ ଲାଭ କରିବାକୁ ଯାଉଛନ୍ତି। ଆପଣଙ୍କର ଅର୍ଥରେ କୌଣସି ଅସୁବିଧା ରହିବ ନାହିଁ। ଭାଗ୍ୟର ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ।
୨- ସିଂହ ରାଶି
ଆସିବାକୁ ଥିବା ଏହି ସମୟରେ ସିଂହ ରାଶି ର ଜାତକଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ଦୃଷ୍ଟି ରହିବ । ମା ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ଆପଣଙ୍କର ଉନ୍ନତି ହେବ , ଆଗକୁ ବଢି ଜୀବନରେ ଅନେକ ପ୍ରକାର ଲାଭ ପ୍ରାପ୍ତ ହେବ । ଜୀବନରେ ହେବାକୁ ଥିବା ପରିବର୍ତ୍ତନ ବହୁତି ଭଲ ରହିବ ।
୩- କନ୍ୟା ରାଶି
ଆପଣ କୌଣସି ମଧ୍ୟ ବ୍ୟବସାୟ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ରହିଛି। ଶନିଦେବଙ୍କ ନାମ ଜପ କରନ୍ତୁ ଜୀବନରେ ଉନ୍ନତି କରିବେ। ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବ। ଆପଣଙ୍କର ସ୍ତର ବଦଳି ଯିବ। ଅନେକ ଦିନ ଧରି ଯେଉଁମାନେ ଘରେ ବସିଥିଲେ ସେମାନଙ୍କୁ ଚାକିରି ମିଳିଯିବ।
୪- କୁମ୍ଭ ରାଶି
ଏହି ରାଶିର ବ୍ୟକ୍ତିମାନେ ନିଜର ଜୀବନସାଥୀ ଙ୍କ ସହିତ ସମୟ ଅତିବାହିତ କରିବେ ଏବଂ ଭାଗ୍ୟ ସହଯୋଗରେ ଏହି ରାଶିର ବ୍ୟକ୍ତିମାନେ ପ୍ରଗତି ଆଡ଼କୁ ଗତି କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଅଚାନକ କୌଣସି ଖୁସି ଖବର ମଧ୍ୟ ପ୍ରାପ୍ତ ହେବ।
୫- ମୀନ ରାଶି
ମୀନ ରାଶିର ଜାତକଙ୍କୁ ଏହି ସମୟରେ ଉଚ୍ଚ ଅଧିକାରୀର ସାହାଯ୍ୟ ମିଳିବ , ମା ଲକ୍ଷ୍ମୀଙ୍କ କୃପାରୁ ମାନ ସମ୍ମାନ ବଢିବ । ଆପଣ ନୂଆ ବ୍ୟବସାୟ କରି ପାରନ୍ତି , ନୂଆ ବ୍ୟକ୍ତିଙ୍କ ସହିତ ପରିଚୟ ହୋଇପାରେ । ଆପଣଙ୍କ ପାଇଁ ଆସିବାକୁ ଥିବା ସମୟ ବହୁତ ଭଲ ରହିବ । ବ୍ୟାପାର କରୁଥିବା ବ୍ୟକ୍ତିଙ୍କୁ ଅଧିକ ଧନ ଲାଭ ହେବ , ଆପଣ ଆପଣଙ୍କ ଜୀବନରେ କେବଳ ହିଁ କେବଳ ଉନ୍ନତି ହିଁ କରିବେ ।
୬- ମେଷ ରାଶି
ମେଷ ରାଶି ର ଜାତକ ଙ୍କୁ ସଫଳତା ମିଳିବ , ଆପଣ ଏବେ ବହୁତ ଆଗକୁ ଗତି କରିବେ । ଆପଣଙ୍କ ଦ୍ୱାରା ବନାଯାଇଥିବା ଯୋଜନା କାର୍ଯ୍ୟକାରୀ ସାବ୍ୟସ୍ତ ହେବ , ତା ସହିତ ଘର ପରିବାର ରେ ଖୁସି ନଜର ଆସିବ । ଘରେ କୌଣସି ବିବାହ କାର୍ଯ୍ୟ ହୋଇପାରେ , ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ବର୍ଷ ଭଲ ରହିବ।