ଦେଖନ୍ତୁ Shocking ଭିଡ଼ିଓ – ହୋଲି ରେ ଯୁବତୀ ଙ୍କ ସହ ହୋଇଗଲା ଏମିତି କିଛି ! plz ମୋତେ ଛାଡିଦିଅ ? ପୁରା ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ସୋସିଆଲ ମିଡ଼ିଆ ରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ବେଳେ ବେଳେ କିଛି ଏମିତି ଭିଡ଼ିଓ ସାମ୍ନା କୁ ଆସେ ଯାହା ଆମ ମନକୁ ଖୁବ ଛୁଇଁ ଯାଇଥାଏ | ଆଜିକାଲି ପ୍ରାୟ ବ୍ୟକ୍ତି ତାଙ୍କ ଜୀଵନ ରେ କିଛି ଘଟୁଥିବା ସୁନ୍ଦର ମୁହୂର୍ତ୍ତ କୁ ମୋବାଇଲ ଦ୍ୱାରା ଭିଡ଼ିଓ କରିଥାନ୍ତି ଆଉ ନିଜ ଆକାଉଣ୍ଟ ରେ ପୋଷ୍ଟ କରି ଦେଇ ଥାଆନ୍ତି | ଆଉ ଭିଡ଼ିଓ ଟି ଏତେ ସୁନ୍ଦର ଓ ମନଲୋଭା ହୋଇ ଥାଏ କି ତାହା ତାଙ୍କ ନିଜ ଅଜାଣତ ରେ ମଧ୍ୟ ଖୁବ ଭାଇରାଲ ହୋଇ ଯାଇଥାଏ ଅର୍ଥାତ ଏହାକୁ ଦର୍ଶକ ବେସ ଭଲ ପାଇବା ଦେଇ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖି ଥାଆନ୍ତି |

ଆପଣ ତ ଜାଣିଛନ୍ତି ଆମ ହିନ୍ଦୁ ଧର୍ମ ରେ ଅନେକ ପର୍ବ ପର୍ବାଣୀ ରହିଛି ଆଉ ଏହାକୁ ଲୋକ ମାନେ ବେସ ଖୁସି ମନରେ ପାଳନ କରି ଥାଆନ୍ତି | ନିଜ ନିଜ ଧର୍ମ କୁ ନେଇ ଭିନ୍ନ ଭିନ୍ନ ପର୍ବ ପର୍ବାଣୀ ରହିଛି ଆଉ ତାଙ୍କ ପାଇଁ ନିଜ ପର୍ବ ଖୁବ ଖାସ ମଧ୍ୟ ହୋଇ ଥାଏ | ସେହି ମଧ୍ୟରୁ ହୋଇ ହେଉଛି ଏମିତି ଏକ ପର୍ବ ଯାହାକୁ ଆମ ଭାରତ ରେ ସମସ୍ତେ ପାଳନ କରି ଥାଆନ୍ତି ସେ ଯେକୌଣସି ଧର୍ମ ହେଉ ନା କାହିଁକି |

ଏହି ହୋଲି ଉତ୍ସବ ରେ ସମସ୍ତେ ନିଜ ବ୍ୟସ୍ତ ବହୁଳ ଜୀଵନ ରୁ ବାହାରି ପରିବାର, ସାଙ୍ଗ ସାଥି ଓ ଆତ୍ମୀୟ ସ୍ୱଜନ ମାନଙ୍କ ସହିତ ମିଶି ରଙ୍ଗ ଖେଳି ଥାଆନ୍ତି | ସେହିଭଳି ଭାବରେ ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଦିଅର ଓ ଭାଉଜ ମାନେ ଖୁବ ସୁନ୍ଦର ଭାବରେ ମିଶି ହୋଲି ଖେଳୁଛନ୍ତି |

ତେବେ ବର୍ଷା ୟୁଟ୍ୟୁବ ଚ୍ୟାନେଲ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଅନେକ ସମୟରେ ସୁନ୍ଦର ସୁନ୍ଦର ଭିଡ଼ିଓ ଉପଲୋଡ କରି ଥାଆନ୍ତି | ଆଉ ଏହି ହୋଲି ର ଉତ୍ସବ ରେ ବର୍ଷା କିପରି ଭାବେ ତାଙ୍କ ପରିବାର ପାଇଁ ସାଙ୍ଗ ସାଥି ସହିତ ରଙ୍ଗ ଖେଳିଛନ୍ତି ତାହା ଏକ ଭିଡ଼ିଓ ମାଧ୍ୟମ ରେ ଦେଖାଇ ନିଜ ଆକାଉଣ୍ଟ ରେ ଉପଲୋଡ କରିଛନ୍ତି |

ଏଥିରେ ବର୍ଷା ଙ୍କ ସହିତ ତାଙ୍କ ସାଙ୍ଗ ମାନେ ବେସ ହସ ଖୁସି ର ସହିତ ରଙ୍ଗ ଲଗାଉଛନ୍ତି ଆଉ ଏମିତି ଶୈଳୀ ରେ ରଙ୍ଗ ଲଗେଇଛନ୍ତି ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ି ଯିବେ | ଏଥିରେ ଛୋଟ ଛୁଆ ମାନେ ମଧ୍ୟ ଅଛନ୍ତି ଯାହାକି ଛୋଟ ଛୁଆ ଙ୍କ ଡ୍ରେସ ଖୋଲି ମଜାଦାର ଢଙ୍ଗ ରେ ରଙ୍ଗ ଲଗାଇ ଦେଉଛନ୍ତି | ଏହି ହୋଲି ଖେଳକୁ ଦେଖିଲେ ଆପଣ ଆପଣଙ୍କ ହସକୁ ଅଟକାଇ ପାରିବେ ନାହିଁ | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ କୁ ଲୋକ ମାନେ ମଧ୍ୟ ବେସ ପସନ୍ଦ କରିଛନ୍ତି ଏବଂ ଖୁବ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

Leave A Reply

Your email address will not be published.