ଦୌଡରେ ଭାଗ ନେବା ପଡିଲା ମହଙ୍ଗା, କିଛି କ୍ଷଣ ପରେ ଚାଲିଗଲା YOUTH ଙ୍କର ଜୀବନ, ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ….
ଜୀବନ ଅଛି ତ ମୃତ୍ୟୁ ମଧ୍ୟ ରହିଛି, ଯେମିତି ସାରୁ ପତ୍ରରେ ପାଣିଟି ପଡିଲେ ଢଳ ଢଳ ହୋଇ ତଳକୁ ଖସି ପଡେ, ମଣିଷ ଜୀବନ ଠିକ ସେମିତି ଅଟେ। ଜୀବନ ହେଉଛି ପାଣି ଫଟକା ପରି,କେତେବେଳେ କାହାର ଜୀବନ ଯିବ କେହି ମଧ୍ୟ କହି ପାରିବେ ନାହିଁ। ମୃତ୍ୟୁ ଯେବେ ଆସେ ତାକୁ କେହି କେବେ ଅଟକାଇ ପାରେ ନାହିଁ। କିନ୍ତୁ ଯଦି କୌଣସି ସଂକେତ ନ ଦେଇ ମୃତ୍ୟୁ ଆସିବ ଆଉ କିଛି ଭାବିବା ଆଗରୁ ଜୀବନ ଦୀପ ଲିଭିଜୀବ ତାହା ଆମକୁ ଅନେକ କଷ୍ଟ ଦେଇ ଥାଏ। ତେବେ ବେଳେ ବେଳେ ଏଭଳି କିଛି ଆକସ୍ମିକ ମୃତ୍ୟୁ ଆସେ ଯାହାକୁ ଜାଣିବା ମାତ୍ରେ ଅତ୍ୟନ୍ତ ଦୁଃଖ ଲାଗି ଥାଏ।
ତେବେ ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଥାଏ। ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ସାରୁ ପତ୍ରରେ ପାଣି ପଡିଲେ ଯେମିତି ଢଳ ଢଳ ହୋଇ ତଳକୁ ଖସି ପଡେ, ଜୀବନ ମଧ୍ୟ ଠିକ ସେମିତି ଅଟେ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ। ସମୟ ଆଗରେ ସମସ୍ତେ ହାର ମାନି ଥାଆନ୍ତି। ବେଳେ ବେଳେ ମୃତ୍ୟୁ ମଧ୍ୟ ଅଚାନକ ଆସି ଯାଇଥାଏ। ତେବେ ନିକଟରେ ଏଭଳି କିଛି ଘଟଣା ବର୍ତ୍ତମାନ ସମ୍ନାକୁ ଆସିଛି।
ତେବେ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିବେ।ତେବେ ଘଟଣା ଟି କିଛି ଏହିପରି ରହିଛି କି ଘୋଡା ଦୌଡ଼ରେ ଫସିଯାଇ ଜଣେ ଯୁବକ ବର୍ତ୍ତମାନ ଜୀବନ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି। ଯାହାର ଲାଇଭ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି। ଘଟଣାଟି ହେଉଛି କଲହାପୁରର I
କଲହାପୁରରେ ପ୍ରତିବର୍ଷ ଘୋଡା ଦୌଡ଼ ପ୍ରତିଯୋଗୀତ ଆୟୋଜିତ ହୋଇଥାଏ। ଆଉ ଏହି ପ୍ରତି ଯୋଗୀତାରେ ଘୋଡାମାନେ ରାସ୍ତାରେ ରେସ୍ ଲଗେଇଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଏହି ବାଜିରେ ଜିତିଥାଏ ମଧ୍ୟ। ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଆୟୋଜିତ ହୋଇଥିଲା ହୋର୍ସ ରେସ ଆଉ ଏହି ରେସରେ ଅନେକ ଘୋଡା ଭାଗ ନେଇଥିଲେ।
କିନ୍ତୁ ଏହି ରାସ୍ତାଟି ଏକ ସାଧାରଣ ରାସ୍ତା ଥିଲା ଯାହାର ପ୍ରସ୍ତ ମଧ୍ୟ ଏତେ ଅଧିକ ନଥିଲା। ଆଉ ସେହି ରାସ୍ତାରେ ଘୋଡା ମାନେ ଯାଉଥିବା ବେଳେ ଜଣେ ଯୁବକ ବାଇକରେ ସେହି ରାସ୍ତା ଦେଇ ଯାଉଥିଲେ। ଠିକ ସେହି ସମୟରେ ଘୋଡା ଓ ଯୁବକଙ୍କ ବାଇକ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ହୋଇଥିଲା ଯାହା ଫଳରେ ଯୁବକ ଜଣଙ୍କ ବାଇକରୁ ତଳେ ପଡି ଯାଇଥିଲେ ଏବଂ ଯୁବକ ଜଣକ ଅତ୍ୟନ୍ତ ଗୁରୁତ୍ୱର ଆହାତ ହୋଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା କିନ୍ତୁ ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିପରି ଅଛି ତାହା ଜଣା ପଡିନାହିଁ ।