୮୦ ବର୍ଷୀୟ ବୃଦ୍ଧ କଲେ କମାଲ…ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି

ତେବେ ସୋସିଆଲ ମିଡ଼ିଆ ରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ବେଳେ ବେଳେ କିଛି ଏମିତି ଭିଡ଼ିଓ ସାମ୍ନା କୁ ଆସେ ଯାହା ଆମ ମନକୁ ଖୁବ ଛୁଇଁ ଯାଇଥାଏ | ଆଜିକାଲି ପ୍ରାୟ ବ୍ୟକ୍ତି ତାଙ୍କ ଜୀଵନ ରେ କିଛି ଘଟୁଥିବା ସୁନ୍ଦର ମୁହୂର୍ତ୍ତ କୁ ମୋବାଇଲ ଦ୍ୱାରା ଭିଡ଼ିଓ କରିଥାନ୍ତି ଆଉ ନିଜ ଆକାଉଣ୍ଟ ରେ ପୋଷ୍ଟ କରି ଦେଇ ଥାଆନ୍ତି | ଆଉ ଭିଡ଼ିଓ ଟି ଏତେ ସୁନ୍ଦର ଓ ମନଲୋଭା ହୋଇ ଥାଏ କି ତାହା ତାଙ୍କ ନିଜ ଅଜାଣତ ରେ ମଧ୍ୟ ଖୁବ ଭାଇରାଲ ହୋଇ ଯାଇଥାଏ ଅର୍ଥାତ ଏହାକୁ ଦର୍ଶକ ବେସ ଭଲ ପାଇବା ଦେଇ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖି ଥାଆନ୍ତି |

ତେବେ ଆମ ଜୀଵନ ରେ ସଙ୍ଗୀତ ଏପରି ଏକ ଜିନିଷ ଯାହାକୁ ଶୁଣିବା ଦ୍ୱାରା ଆମ ମନକୁ ଖୁବ ଶାନ୍ତି ମିଳିଥାଏ | ଏହି ସଙ୍ଗୀତ ଶୁଣିବା ଦ୍ୱାରା ଏହା ଆମ ଦୁଃଖ କୁ ମଧ୍ୟ କିଛି ସମୟ ପାଇଁ ଭୁଲେଇ ଦେଇ ଥାଏ | ଅନେକ କଳାକାର ମଧ୍ୟ ରହିଛନ୍ତି ଯେଉଁ ମାନେ ତାଙ୍କ ସୁନ୍ଦର କଣ୍ଠରେ ଗୀତ ଗାଇ ମନକୁ ମୋହି ନେଇ ଥାଆନ୍ତି |

କିନ୍ତୁ ଆମ ସମାଜ ରେ କିଛି ଏଭଳି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁ ମାନେ ତାଙ୍କର ସୁନ୍ଦର ପ୍ରତିଭା ଥିଲେ ମଧ୍ୟ ଲୋକଲୋଚନ ସାମ୍ନା କୁ ଆସି ପାରନ୍ତି ନାହିଁ | କିନ୍ତୁ ବେଳେ ବେଳେ ଏହାକୁ କେହି ମୋବାଇଲ ରେ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇ ଥାଆନ୍ତି ଆଉ ତାହା ଲୋକ ମାନଙ୍କୁ ଏତେ ପସନ୍ଦ ଆସେ ଯେ ଯାହା ଖୁବ ମାତ୍ରା ରେ ଭାଇରାଲ ହୋଇ ଯାଇ ଥାଏ | ସେଭଳି ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଠି ଏକ ବୃଦ୍ଧ ବ୍ୟକ୍ତି ଏତେ ସୁନ୍ଦର ଭାବରେ ଗୀତ ଗାଉଛନ୍ତି ଯେ ଯାହାକୁ ଶୁଣିଲେ ଆପଣ ମଧ୍ୟ ମୁଗ୍ଧ ହୋଇ ଯିବେ ଏବଂ ପ୍ରଶଂସା ନ କରି ରହି ପାରିବେ ନାହିଁ |


ଏକ ଭିଡ଼ିଓ ମାଧ୍ୟମ ରେ ବର୍ତମାନ ଦେଖିବାକୁ ମିଳିଛି ଯେ ଜଣେ ମଉସା ନିଜ ଘରେ ନିଜର ସୁମଧୁର କଣ୍ଠରେ ଏକ ସୁନ୍ଦର ଗୀତ ଗାଉଛନ୍ତି | ସେ କୌଣସି ନେସନାଲ ଲେଭେଲ ଗାୟକ ନୁହଁ ସତ ମାତ୍ର ତାଙ୍କର କଣ୍ଠ ସ୍ୱର କୌଣସି ବଡ଼ ଗାୟକ ଠାରୁ ମଧ୍ୟ କମ ନୁହଁ | ସେ ତାଙ୍କର ନିଜର ଘରେ ନିଜେ ହାରମାନିୟମ ବଜାଇ ନିଜର ସୁନ୍ଦର କଣ୍ଠର ଗୀତ ସହିତ ତାଙ୍କର ହାରମାନିୟମ ତାଳ ବହୁତ ସୁନ୍ଦର ଭାବରେ ସେ ବଜାଉ ଛନ୍ତି |

 

ତାଙ୍କର ସୁନ୍ଦର କଣ୍ଠ ସ୍ୱର ସହିତ ତାଙ୍କର ତାଳ ମଧ୍ୟ ଦର୍ଶକ ମାନଙ୍କ ମନକୁ ଛୁଇଁବ ନିଶ୍ଚିତ, ତାଙ୍କର ଏହି ଗୀତ ଶୁଣିବା ପାଇଁ ଦର୍ଶକ ମାନେ ବହୁତ ଖୁସି ମଧ୍ୟ ହେଉଛନ୍ତି | ମଉସା ଜଣଙ୍କ ଅଳ୍ପ ହାଇଟର ଅଟନ୍ତି ମାତ୍ର ତାଙ୍କର ଭିତରେ ଲୁଚି ରହିଥିବା କଳା ପାଇଁ ଆଜି ସେ ସାରା ଓଡିଶାରେ ବହୁତ ପରିଚିତ ହେଉଛନ୍ତି | ମଉସା ଙ୍କର ଏହି ସୁନ୍ଦର ମନଲୋଭା ଦୃଶ୍ୟ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.