ଓଡ଼ିଆ ଅଭିନେତ୍ରୀ ଲିପ୍ସା ମିଶ୍ର ନିଜର ଶାଶୁଘରେ ଏମିତି କିଛି video, ଜୀବନରେ କେବେ ଦେଖି ନଥିବେ…

କୁହାଯାଏ ତୁଳସୀ ଦୁଇ ପତ୍ରରୁ ବାସେ । ସେ ବଣରେ ଥିଲେ ମଧ୍ୟ ତାହାର ବାସ୍ନା ଚାରିଆଡ଼େ ଛୁଟିଯାଇ ତାହାର ଅସ୍ଥିତ୍ୱକୁ ଦେଖାଇଥାଏ । ଠିକ୍ ସେହିପରି ଓଡ଼ିଶାର ପ୍ରତି ଘରେ ଘରେ ପରିଚିତ ଲିପ୍ସା ମିଶ୍ର ସେହି ତୁଳସୀ ମାନଙ୍କ ମଧ୍ୟରୁ ଜଣେ । ସେ କେବଳ ରିଲ୍ ଲାଇଫରେ ଜଣେ ତୁଳସୀ ନୁହଁନ୍ତି ବରଂ ରିଅଲ ଲାଇଫରେ ମଧ୍ୟ ।

ଓଡ଼ିଶାରେ ଜଣେ ପ୍ରସିଦ୍ଧ କଳାକାର ଭାବରେ ନିଜର ଅଭିନୟ ଦେଖାଇ ସାରିବା ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଲିିପ୍ସା ‘କିଛି ଲୁହ ପିଇଯାଏ ଓଠ ’ ଏବଂ ‘ତୋ ଅଗଣାର ତୁଳସୀ ମୁଁ ’ ଭଳି ମେଗା ଧାରାବହିକରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିତି ସାରିବା ପରେ ଏବେ ଗୋଟିଏ ନୂଆ ଦୁନିଆରେ ପାଦ ରଖିଛନ୍ତି ।

ଲିପ୍ସା ମିଶ୍ର ଓଡ଼ିଆ ସିନେମା ଜଗତର ଜଣେ ବହୁ ଚର୍ଚିତ ଅଭିନେତ୍ରୀ ଅଟନ୍ତି, ତାଙ୍କର ସୁନ୍ଦର ଅଭିନୟ ମାଧ୍ୟମରେ ସେ ଓଡିଶା ବାସୀଙ୍କ ମନରେ ନିଜ ପାଇଁ ଜାଗା ତିଆରି କରିପାରିଛନ୍ତି |ଲିପ୍ସା ପ୍ରଥମେ ଓଡିଆ ଇଣ୍ଡଷ୍ଟ୍ରିରେ ସିରିଏଲରେ କାମ କରିଥିଲେ ପରେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଅନେକ ଫିଲ୍ମ କରିବାର ମଧ୍ୟ ଚାନ୍ସ ମିଳିଥିଲା |ଲିପ୍ସା ମିଶ୍ର ଜଣେ ସୁନ୍ଦରୀ ନାୟିକା ଭାବରେ ଇଣ୍ଡଷ୍ଟ୍ରିରେ ପରିଚିତ ଥିଲେ |ଏଇ କିଛି ଦିନ ହେବ ଲିପ୍ସାଙ୍କ ବାହା ଘର ଆକାଶଙ୍କ ସହିତ ଖୁବ ଧୁମ ଧାମରେ ହେବାର ଆପଣ ସୋସିଆଲ ମିଡିଆରେ ମାଧ୍ୟମରେ ଦେଖିଥିବେ ନିଶ୍ଚିତ |


ବର୍ତମାନ ଲିପ୍ସା ମିଶ୍ରଙ୍କ ରିସେପସନ ପାର୍ଟି ପୂରା ରାଜକୀୟ ଢଙ୍ଗରେ ପ୍ରସ୍ତୁତ ହେବାର ଦେଖିବାକୁ ମିଳିଛି,ସେ ନିଜର ରିସେପସନ ଗ୍ରାଣ୍ଡ ୱେୟ ସହିତ ଗ୍ରାଣ୍ଡ ପାର୍ଟିର ମଧ୍ୟ ଆୟୋଜନ କରିଛନ୍ତି |ସେ ଏହି ପାର୍ଟି ଭୁବନେଶ୍ୱରର କୋକିଲା ରିସର୍ଟରେ ଏହି ପାର୍ଟିର ଆୟୋଜନ କରିଛନ୍ତି,ସେମାନେ ନବ ଦାମ୍ପତି ଏଥିପାଇଁ ବହୁତ ଖୁସି ଥିବାର ମଧ୍ୟ ନଜରକୁ ଆସିଛନ୍ତି |ନିଜର ବାହାଘରରେ ଲିପ୍ସା ସବ୍ୟଶାଚି ଡିଜାଇନର ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ ଆସିଥିବା ସମୟରେ ନିଜର ରିସେପସନ ପାର୍ଟିରେ ସେ ବୀଚ କଲର ଶାଢ଼ୀ ପିନ୍ଧି ବହୁତ ସୁନ୍ଦର ଦେଖା ଯାଉଛନ୍ତି |

 

 

ଏହା ସହିତ ତାଙ୍କ ହଜବେଣ୍ଡ ଆକାଶ ଆଚାର୍ଯ୍ୟ ମଧ୍ୟ ବ୍ଲାକ କଲର ଆଉଟ ଫିଟରେ ଖୁବ ସୁନ୍ଦର ଲାଗୁଛନ୍ତି,ରିସେପସନରେ ଆରେଞ୍ଜମେନ୍ଟ ଖୁବ ସୁନ୍ଦର ହେବା ସହିତ ଗେଷ୍ଟ ମାନଙ୍କୁ ମଧ୍ୟ ଭଲ ଭାବରେ ଆତିଥ୍ୟ ପ୍ରଦାନ କରାଯାଉଛି |ତାଙ୍କର ପାର୍ଟି ସବୁଆଡେ ଆଲୋକ ମୟ ହେବା ସହିତ ଅନେକ ବ୍ୟକ୍ତିଙ୍କ ଆମର ଓଡ଼ିଆ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନେ ମଧ୍ୟ ଯୋଗ ଦେଇ ତାଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି |

ବର୍ତମାନ ଲିପ୍ସା ଓ ଆକାଶଙ୍କ ଖୁବ ସୁନ୍ଦର ବୋଲି ସବୁଆଡେ ଚର୍ଚ୍ଚା ମଧ୍ୟ ଚାଲିଛି ରିସେପସନ ପାର୍ଟିର ସାମ୍ନାରେ ସେମାନଙ୍କ ଫୋଟ ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଛି |ଲିପ୍ସା ଓ ଆକାଶଙ୍କ ରିସେପ୍ସୋନର ପାର୍ଟିର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.