ଦେଖନ୍ତୁ Shocking Video :ଖୁଲମ ଖୁଲା ଦେହ ବେପାର ଚାଲିଛି ତା ସହ ଶୋଇବାକୁ ମତେ 1200 ଟଙ୍କା ଦିଅ, ସୁନ୍ଦରୀ ଝିଅଟା ମୁଁ ଟଙ୍କାଟେ ଝାଡିବିନି
ଭିତରେ ସୁନ୍ଦରୀ ଯୁବତୀ ଆଉ କଷ୍ଟମର ଟଙ୍କା ଦେଇ ସାରିବା କ୍ଷଣି ସୁନ୍ଦରୀ ଯୁବତୀ ଜଣଙ୍କ ଦେହରୁ ପୁରା ବସ୍ତ୍ର କୁ ଉତାରି ଦେଉଛନ୍ତି | ଆଉ ମାଲିକ ଏପଟେ କହୁଛି କି ସୁନ୍ଦରୀ ମାଲ ସହିତ ପୁରା ଫ୍ରେସ ମାଲ 1200 ଟଙ୍କା ଦିଅ ଆଉ ଭିତରକୁ ଯାଅ ଆଉ ଦେହ ସୁଖ ନିଅ | କିନ୍ତୁ 1200 ଟଙ୍କା ରୁ ଟଙ୍କାଟେ କମ ହେଲେ କାମ ହେବ ନାହିଁ ଯାହାକି ଉଭୟ ଙ୍କ ଭିତରେ ମୁଲଚୁଲ ଚାଲିଛି | ଏହି ଭିଡ଼ିଓ ଟିକୁ ଦେଖିଲେ ଆପଣ ଜାଣି ପାରିବେ କି କିପରି ମାଲିକ ଜଣଙ୍କ ଦାନ୍ତ ରୁ ଖାଦ୍ୟ ଖୋଳୁଛନ୍ତି ଆଉ ପୁରା ରାଜ ଠାଣି ରେ କଥାବାର୍ତା କରୁଛନ୍ତି |
ସୁନ୍ଦର ଝିଅ ଟା 1200 ଟଙ୍କା ହେଲେ ହିଁ ମୁଁ ଭିତରକୁ ଛାଡ଼ିବି | ଏଠି ଖୁଲମ ଖୁଲା ଦେହ ବେପାର ଚାଲିଛି ସରଳ ଦେହ ଭିତରେ ଯେମିତି ସୈତାନ ବୁଦ୍ଧି ଲୁଚି ରହିଛି ଯାହାର ଭିଡ଼ିଓ ଏବେ ମୋବାଇଲ କୁ ମୋବାଇଲ ଭାଇରାଲ ହେବାରେ ଲାଗିଛି |
ତେବେ ନିର୍ମାଣ ଦିନୁ ଏହି କୋଠରୀ ଭିତରକୁ ଗୋରଖ ଆସୁଛନ୍ତି ଟଙ୍କା ମୁଲଚାଲ ହେଉଛି ଆଉ ତାଙ୍କ ଇଚ୍ଛା ମୁତାବକ ଝିଅ ଯୋଗାଇ ଦିଆ ଯାଉଛି | ଆଉ ଏଭଳି ଭାବରେ ଦେହ ବେପାର ଚାଲିଛି ଯାହାକୁ ନେଇ ଏବେ ଅଞ୍ଚଳ ରେ ଖୁବ ଚର୍ଚ୍ଚା ମଧ୍ୟ ହେଉଛି |
ତେବେ କରଞ୍ଜିଆ ସହର ରେ ଏଭଳି କାମ କରିବାରେ ଏ ହେଉଛନ୍ତି ମାଷ୍ଟର ମାଇଣ୍ଡ, ମୁଲଚାଲ ରେ ଢିଲା ନାହିଁ ଯେତିକି କହିବୁ ସେତିକି ନେବୁ ରୋକ ଠୋକ ଟଙ୍କା ମାଗୁଛନ୍ତି ଆଉ ବେପାର ମଧ୍ୟ କରୁଛନ୍ତି | ଆଉ ଟିକେ ଟଙ୍କା କମିଲେ ସିଧା ବାବୁ ଜଣଙ୍କ ମନା କରି ଦେଉଛନ୍ତି ତେବେ କିଛି ଝିଅ ଙ୍କୁ ରଖି ଏହି ବାବୁ ଜଣଙ୍କ ଏଭଳି ବେପାର ଚଲାଇଛନ୍ତି |
ଆଉ ଜଣଙ୍କ ପିଛା 1200 ରୁ ଉର୍ଦ୍ଧ ଟଙ୍କା ନେଉ ଥିବା କଥା ଭିଡ଼ିଓ ରୁ ଜଣା ପଡ଼ିଛି | ତେବେ ଦୀର୍ଘ ଦିନ ହେବ ଏଠାରେ ଦେହ ବେପାର ଚାଲିଛି ଆଉ ଏହି ଘଟଣା କୁ ନେଇ ଅଞ୍ଚଳ ର ଲୋକେ ଚୂପୁରୁ ଚୂପୁରୁ ହେଉଥିବା କଥା ମଧ୍ୟ ଜଣା ପଡ଼ିଛି | ହେଲେ ଏସବୁ ଜାଣି ମଧ୍ୟ ପ୍ରଶାସନ ଚୁପ ରହିଛି ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନେଇ ନାହିଁ |
ତେବେ ଯାହାକୁ ନେଇ ଏବେ ସାଧାରଣ ରେ ଲୋକେ ଅସନ୍ତୋଷ୍ଟ ପ୍ରକାଶ କରିଛନ୍ତି | ତେବେ ଜଣେ ବ୍ୟକ୍ତି ଗୋରଖ ହୋଇ ସେହି କୋଠରୀ କୁ ଯାଇ ଥିଲେ ଆଉ ସେହି ସବୁ ଦୃଶ୍ୟ କୁ ନିଜ ମୋବାଇଲ ରେ ରେକର୍ଡ କରି ଏବେ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇଛନ୍ତି ଯାହାକି ଏବେ ଚାରି ଆଡେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।