ଦୁନିଆର ସବୁଠାରୁ HEART TOUCHING RELATIONSHIP ଏହି ସାହାସୀ ମହିଳା ସହିତ… ଦେଖିଲେ ଆପଣଙ୍କ ହୋସ ଉଡିଯିବ… PLEASE ଦେଖନ୍ତୁ VIDEO
ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ । ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖାଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଖୁସି ହୋଇଥାନ୍ତି ।
ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣଙ୍କ ମନକୁ ଛୁଇଁବ ବୋଲି କୁହାଯାଇଛି । ତାହାଲେ ସେହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ଅଧିକ ଆଲୋଚନା କରିବା ।ଯେମିତିକି ଆପଣମାନେ ଜାଣିଛନ୍ତି ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ କି ପଶୁ ପକ୍ଷୀଙ୍କୁ ବହୁତ ଭଲ ପାଇଥାନ୍ତି ଓ ସେଥିପାଇଁ ସେମାନେ କିଛି ପଶୁ ପକ୍ଷୀ ଙ୍କୁ ନିଜ ଘରେ ପୋଷା ମନାଇ ରଖିଥାନ୍ତି ।
ଠିକ ସେହିପରି ଏକ ପୋଷା ପଶୁ ର ଭିଡ଼ିଓ ଏବେ ସୋସିଆଲରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଦେଖା ଯାଇଛି ।ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରିବେନି । ଏବେ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଦେଖା ଯାଉଛି ତାହା ହେଉଛି ପୋଷା ମାଙ୍କଡ଼ ମାନଙ୍କର ବୋଲି ଦେଖିବାକୁ ମିଳିଛି ।
ଆଉ ଏହି ଭିଡିଓ ରେ ଗୋଟିଏ ମାର ସ୍ନେହ ମମତା ଆପଣ ବୁଝି ପାରିବେ। ମାର ମମତାକୁ ମାପିବା ଅସମ୍ଭବ। ଏମିତି ଏକ ମା ର ମମତାକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଆଉ ଏହି ଭିଡିଓରେ ଦେଖିବାକୁ ମିଳିଛି ମାଙ୍କଡ଼ ପ୍ରେମୀ ମୋନାଲିସାଙ୍କୁ।ପ୍ରତିଟି ସମୟ ରେ ମାଙ୍କଡ ମାନଙ୍କ ସହ ମୋନାଲିସା ଙ୍କର ଏଭଳି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ଏହି ଭିଡିଓ ରେ ମୋନାଲିସା ମାଙ୍କଡ ମାନଙ୍କୁ ପପି ବୋତଲ ରେ କ୍ଷୀର ପିଇବା କୁ ଦେଉଛନ୍ତି ।ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଆପଣ ମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଜାଣି ପାରିବେ କି ମାଙ୍କଡ ମାନେ ମୋନାଲିସା ଙ୍କ ସହିତ କେତେ ଖୁସି ଅଛନ୍ତି ଆଉ ମୋନାଲିସା ମାଙ୍କଡ ମାନଙ୍କୁ ବହୁତ ଭଲ ପାଉଛନ୍ତି।
ମାଙ୍କଡ଼ଙ୍କୁ ଖାଇବାକୁ ଦେବା ସମୟରେ ସେ ଏକ ଭିଡିଓ ଉତ୍ତୋଳନ କରି ପ୍ରଥମଥର ଛାଡ଼ିଥିଲେ। ତାହାକୁ ବେଶ୍ କିଛି ଲୋକ ପ୍ରଶଂସା କରିଥିଲେ।ସେବେଠାରୁ ସେ ଦୈନିକ କିଛିନା କିଛି ଭିଡିଓ ଛାଡ଼ିଚାଲିଛନ୍ତି। ବିଶେଷକରି ମୋନାଲିସାଙ୍କ ପଶୁପକ୍ଷୀଙ୍କ ପ୍ରତି ଭଲପାଇବା, ବସ୍, ଟ୍ରକ୍,ଟ୍ରାକ୍ଟର୍, ଡମ୍ପର୍ ଓ ବୁଲେଟ୍ ଆଦି ଚଲାଇବା ଓ ଶାଢ଼ି ପିନ୍ଧି ଘୋଡ଼ା ଦୌଡ଼ାଇବାର ଦୃଶ୍ୟ ତାଙ୍କୁ ପ୍ରସିଦ୍ଧ କରିଛି। ମାତ୍ର ତାଙ୍କ ଘରେ ସେ ଜଣେ ସାଧାରଣ ଗୃହିଣୀ। ସକାଳୁ ରୋଷେଇବାସଠାରୁ ପିଲାଙ୍କୁ ପ୍ରସ୍ତୁତ କରି ପାଠ ପଢ଼ାଇବା ଆଦି ସବୁ କାମ ନିଜେ କରିଥାନ୍ତି। ଏଥିସହ ବିଭିନ୍ନ ସ୍ଥାନରେ ଆହତ ହୋଇଥିବା ମାଙ୍କଡ଼ଙ୍କ ସେବା ଶୁଶ୍ରୂଷା କରିଥାନ୍ତି। ମୋନାଲିସାଙ୍କ ଏସବୁ କାର୍ଯ୍ୟକୁ ସୁଟିଂ କରି ୟୁଟ୍ୟୁବ୍ ଚ୍ୟାନେଲ୍ରେ ଅପ୍ଲୋଡ୍ କରିଥାନ୍ତି ।