ଆଜି କିଏ ଭାଗ୍ୟଶାଳୀ ଥିବ ଯିଏ ଏହି ଉପାୟ କରିବ,ତୁରନ୍ତ ହନୁମାନ ସବୁ ଇଚ୍ଛା ପୂରଣ କରିବେ

ମଙ୍ଗଳବାର ଦିନ ଭଗବାନ ଶ୍ରୀରାମଚନ୍ଦ୍ର ଙ୍କର ଭକ୍ତ ହନୁମାନ ଜି ଙ୍କର ପୂଜା କରିବା ପାଇଁ ସବୁଠାରୁ ଭଲ ଦିନ ହୋଇ ଥାଏ | ଏହି ଦିନ ପୂଜା କରିବା ସହିତ ଯଦି କିଛି ଜ୍ୟୋତିଷ ଉପାୟ କୁ କରାଯାଏ ତେବେ ମଙ୍ଗଳ ଦୋଷ ରୁ ତତ୍କାଳ ମୁକ୍ତି ମିଳିଥାଏ | ତେବେ ଆଜି ଆମେ ଜାଣିବା କି ମଙ୍ଗଳବାର ଦିନ କେଁଉ ସବୁ ଉପାୟ କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ଚମକି ଉଠିବ ଏବଂ ଆପଣଙ୍କର ସମସ୍ତ ସମସ୍ୟା ଦୂରୀଭୂତ ହୋଇ ପାରିବ | ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମଙ୍ଗଳ ଗ୍ରହ କୁ ଉଗ୍ର ମାନା ଯାଇଥାଏ ଆଉ ହନୁମାନ ମହାରାଜା ଙ୍କୁ ରୁଦ୍ର ମାନା ଯାଇଥାଏ ଅର୍ଥାତ ଏହି ଦୁଇ ଜଣ ବହୁତ କ୍ରୋଧୀ ସ୍ୱଭାବ ର ହୋଇଥାନ୍ତି |

ଯଦି ଏମାନେ ଥରେ ରୁଷ୍ଟ ହୋଇ ଯାଇଥାନ୍ତି ତେବେ ଏମାନଙ୍କୁ ମନେଇବା ବହୁତ କଠିନ କାମ ହୋଇ ଯାଇଥାଏ, ମଙ୍ଗଳ ଦୋଷ ଲାଗିବା କାରଣରୁ ଘରେ କଳି ଝଗଡା ଓ ଦୁର୍ଘଟଣା ଆଦି ହୋଇଥାଏ ଏବଂ ରକ୍ତ ସମ୍ବନ୍ଧିତ ରୋଗ ଓ ଚର୍ମ ସମ୍ବନ୍ଧିତ ରୋଗ ର ସାମ୍ନା କରିବା ପାଇଁ ପଡ଼େ |

ସର୍ବ ପ୍ରଥମେ ଜାଣିବା କି ମଙ୍ଗଳବାର କେଁଉ ସବୁ କାର୍ଯ୍ୟ କରିବା ଉଚିତ ନୁହେଁ ଯାହାକି କରିବା ଦ୍ୱାରା ଭଗବାନ ହନୁମାନ ରୁଷ୍ଟ ହୋଇ ଯାଆନ୍ତି | ମଙ୍ଗଳବାର ଦିନ ଲୁଣର ସେବନ ନ କରିବା ଉଚିତ ଆପଣ ଲୁଣ ଖାଇ ପାରିବେ କିନ୍ତୁ ଅତିରିକ୍ତ ଲୁଣ ନ ଖାଇବା ଉଚିତ କାରଣ ଏମାନଙ୍କ ଜୀଵନ ଘୋର ସଙ୍କଟ ମାଡ଼ି ଆସିଥାଏ |

ମଙ୍ଗଳବାର ଦିନ ମାଛ ମାଂସ ଓ ଅଣ୍ଡା ର ସେବନ ନ କରିବା ଉଚିତ ଏହାଦ୍ୱାରା ଆପଣ ଙ୍କର ସ୍ୱାସ୍ଥ୍ୟ ଧୀରେ ଧୀରେ ଅସୁସ୍ଥ ହେବା ପାଇଁ ଲାଗିଥାଏ | ଏହି ଦିନ କାହାକୁ ବି କରଜ ନ ଦେବା ଉଚିତ , ଏହି ଦିନ କରଜ ଦେବା ଦ୍ୱାରା ଆପଣ ଙ୍କୁ ସେହି ପଇସା ମିଳିବାରେ ବିଳମ୍ୱ ହୋଇ ଥାଏ |

ଏହି ଦିନ କ୍ରୋଧ କରନ୍ତୁ ନାହିଁ ଅର୍ଥାତ କାହା ସହିତ ଲଢେଇ ଝଗଡା କରନ୍ତୁ ନାହିଁ ଏବଂ ଏହି ଦିନ ଲୁହାର ସାମଗ୍ରୀ ବିଲକୁଲ କିଣନ୍ତୁ ନାହିଁ | ମଙ୍ଗଳବାର ଦିନ ସମ୍ବନ୍ଧ ରଖନ୍ତୁ ନାହିଁ ଏହା ଦ୍ୱାରା ଆଗକୁ ଆସିବାକୁ ଥିବା ସନ୍ତାନ ନପୁଂସକ ହୋଇ ପାରେ | ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କଣ ଉପାୟ କରିବା ଦ୍ୱାରା ଭାଗ୍ୟ ଚମକି ଉଠିଥାଏ |

ମଙ୍ଗଳବାର ଦିନ କୌଣସି ଗରିବ କିମ୍ବା ବ୍ରାହ୍ମଣ କୁ ଯଦି ଗହମର ଦାନ କରିବେ ତେବେ ଆପଣ ଙ୍କର ଭାଗ୍ୟ ଚମକି ଥାଏ ଏବଂ ଗୁଡ଼ର ଦାନ କରିବା ଦ୍ୱାରା ଆପଣ ଙ୍କୁ ଧନ ପ୍ରାପ୍ତି ହୋଇଥାଏ | ମାଚିଶ ଦାନ କରିବା ଦ୍ୱାରା ଆପଣଙ୍କ ଜୀଵନରୁ ନକାରାତ୍ମକ ଶକ୍ତି ନଷ୍ଟ ହୋଇ ଯାଇଥାଏ, ତମ୍ବା ର ଦାନ କରିବା ଦ୍ୱାରା ଆପଣଙ୍କୁ ବହୁତ ମାତ୍ରା ରେ ଧନର ପ୍ରାପ୍ତି ହୋଇଥାଏ |

ସୁନାର ଦାନ କରିବା ଦ୍ୱାରା ଭଗବାନ ହନୁମାନ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରି ଥାଆନ୍ତି ଏବଂ ଗାଈର ଦାନ କଲେ ଆପଣଙ୍କୁ କୋଟି ପୁର୍ଣ୍ୟ ପ୍ରାପ୍ତ ହୋଇଥାଏ | ମଶୁର ଡାଲିର ଦାନ କଲେ ବିବାହ ର ସମସ୍ତ ସମସ୍ୟା ଦୂର ହୋଇ ଯାଇଥାଏ | ହନୁମାନ ଜି ଙ୍କର ପୂଜା କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀ ରେ ମଙ୍ଗଳ ଗ୍ରହ ମଜବୁତ ହୋଇ ଯାଇଥାନ୍ତି |

Leave A Reply

Your email address will not be published.