ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |
ଅନେକ ସମୟରେ ଅନେକ କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହାକି ଏହି ଭିଡ଼ିଓ ପସନ୍ଦ କରିବା ଦ୍ୱାରା ସେହି ବ୍ୟକ୍ତି ଖୁବ ଫେମସ ହୋଇ ପାରିଥାଏ | ନିଜ ଅଜାଣତ ରେ ମଧ୍ୟ ବ୍ୟକ୍ତି ବେଳେ ବେଳେ ଭାଇରାଲ ହୋଇ ଥାଏ କାରଣ ସେ କଳ୍ପନା ମଧ୍ୟ କରି ନଥାଏ କି ତାର ଭିଡ଼ିଓ କୁ ଦର୍ଶକ ମାନେ ଏତେ ମାତ୍ରା ରେ ଭଲ ପାଇବା ଦେବେ | ତେବେ ସେଭଳି ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ଦେଖିବା ପାଇଁ ମିଳିଛି ଯେଉଁଥିରେ ଏକ ଯୁବକ ଓ ଯୁବତୀ ଙ୍କର ସୁନ୍ଦର ଡ୍ୟାନ୍ସ ଦେଖିବାକୁ ମିଳିଛି | ତେବେ ଆସନ୍ତୁ ଏଭଳି ଏକ ସୁନ୍ଦର ଡ୍ୟାନ୍ସ ଭିଡ଼ିଓ ସମ୍ପର୍କ ରେ ଆଲୋଚନା କରିବା |
ତେବେ ଆପଣ ମାନେ ଜାଣିଛନ୍ତି ଫେବ୍ରୁଆରୀ ମାସ କୁ ପ୍ରେମର ମାସ କୁହାଯାଏ ଆଉ ଏହି ମାସରେ ପ୍ରେମିକ ପ୍ରେମିକା ମାନେ ବହୁତ କିଛି କରିଥାନ୍ତି, ତେବେ ଏହି ମାସରେ ଭେଲେଣ୍ଟାଇନ ଡେ ପଡିଥାଏ | ଆଉ ଏହି ଦିନକୁ ପ୍ରେମୀ ଯୋଡି ଙ୍କ ଦିନ କହିଲେ କମ ହେବନି, ତେବେ ନିକଟରେ ଏହି ଡେ ଯାଇଛି | ହେଲେ ଏହି ଦିନର ଏମିତି ଏକ କପୁଲ ଡ୍ୟାନ୍ସ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମେଡିଆରେ ଭାଇରଲ ହେଉଛି ଯାହାକୁ ଦେଖି ଆଖି ଲାଖି ଯାଉଛି |
ତେବେ ଯୁବତୀ ଜଣଙ୍କ ଏକ ରେଡ଼ କଲର ଶାଢ଼ୀ ପିନ୍ଧି ଥିଲେ ଆଉ ଉଭୟ ରୋମାଣ୍ଟିକ ଡ୍ୟାନ୍ସ କରି ଦେଖାଇ ଥିଲେ ଯାହାକି ଖୁବ ଆକର୍ଷଣୀୟ ଲାଗୁଥିଲା ଆଉ ସେଠାରେ ଉପସ୍ଥିତ ଥିବା ଲୋକ ଙ୍କୁ ଖୁବ ପସନ୍ଦ ମଧ୍ୟ ଆସି ଥିଲା | ତେବେ ଯୁବକ ଯୁବତୀ ଙ୍କ ଏହି ହଟ ସେନସେସନ ଭରା ଡ୍ୟାନ୍ସ ଆଜିର ଲୋକଙ୍କୁ ଖୁବ ପସନ୍ଦ ଆସୁଛି ସତ କିନ୍ତୁ ସତ କହିବାକୁ ଗଲେ ଉଭୟ ଯେମିତି ଡ୍ରେସ ରେ ଅଛନ୍ତି ଆଉ ଯେମିତି ଡ୍ୟାନ୍ସ କରୁଛନ୍ତି ତାହା ଏକ ଅଶ୍ଳୀଳ ଭିଡ଼ିଓ ପରି ଲାଗୁଛି |
ଆଉ ଆମ ମତରେ ଡ୍ୟାନ୍ସ କରିବା ଖରାପ ନୁହେଁ କିନ୍ତୁ ସେଥିରେ ବି ସଂଯମତା ରଖିବା ଉଚିତ ନହେଲେ ଏମିତି ଭିଡ଼ିଓ ଲୋକଙ୍କୁ ଭିଲ ରାସ୍ତା କୁ ନେଇଯିବ | ଏଭଳି ଏକ ଡ୍ୟାନ୍ସ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି |