ଦେଖନ୍ତୁ EXCLUSIVE :ଭିଡିଓ ଯାତ୍ରା ରେ ଅଶୀଳତା ନାଚ କୁ ବ୍ୟାନ ପରେ କାହିଁକି ଶୋଦିଲେ ରାଣୀପଣ୍ଡା…ଶୁଣିଲେ ଆପଣ ଙ୍କ କାନ ଫାଟି ଯିବ
ଭାଇରାଲ ହେଉଥିଵା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ଆଉ ସୋସିଆଲ ମିଡ଼ିଆରେ ଯେତେବେଳେ ଗୀତ ଆଉ ନାଚ ର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗିଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବାକୁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢିବାକୁ ଲାଗିଥାଏ ।
ତେବେ ଅନେକ ସମୟରେ ଯାତ୍ରା କଳାକାର ମାନଙ୍କର ଜବରଦସ୍ତ ଡାନ୍ସ ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣିଛନ୍ତି ଯାତ୍ରା ଜଗତର ହଟ ଆଇଟମ ଡାନ୍ସର ରାଣୀ ପଣ୍ଡା । ଆଉ ତାଙ୍କର ହଟ ଡାନ୍ସ କୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ଼ ମଧ୍ୟ ଦେଖିବା ପାଇଁ ମିଳିଥାଏ । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜିକାଲି ଯାତ୍ରା କଳାକାର ମାନଙ୍କର ଅଭିନୟ କୁ ଦର୍ଶକ ମାନେ ଯେତିକି ପସନ୍ଦ କରିବା ପାଇଁ ଲାଗୁଛନ୍ତି ଯାତ୍ରା କଳାକାର ମାନଙ୍କର ଡାନ୍ସ କୁ ମଧ୍ୟ ସେତିକି ପରିମାଣରେ ଭଲ ପାଇବା ଦେବାକୁ ଲାଗିଛନ୍ତି । ଆଉ ତାହା ସହିତ ଦେଖିବାକୁ ମିଳିଥାଏ ଯାତ୍ରା ଜଗତକୁ ଆଜିକାଲି ଲୋକ ମାନେ ସେମାନଙ୍କ ଇଚ୍ଛା ଆଉ ଭଲ ପାଇବା ମଧ୍ୟ ଦେବାକୁ ଲାଗୁଛନ୍ତି । ତେବେ ଯାତ୍ରା ରେ ଅଭିନୟ ଆରମ୍ଭ ହେବା ପୂର୍ବରୁ ଦେଖିବାକୁ ମିଳିଥାଏ ଯାତ୍ରା ର ମଞ୍ଚ ଉପରେ ମେଲୋଡି ଡାନ୍ସର ମାନଙ୍କର ଡାନ୍ସ ର କମାଲ ।
ଆଉ ସେହି ଭଳି ଯାତ୍ରା ଜଗତର ହଟ ଆଇଟମ ଡାନ୍ସର ଜଣଙ୍କ ହେଉଛନ୍ତି ହଟ ଯାତ୍ରା କୁଇନ ରାଣୀ ପଣ୍ଡା । ଆଉ ତାହା ସହିତ ବିଭିନ୍ନ ଯାତ୍ରା ମଞ୍ଚରେ ସୁନ୍ଦର ଭାବରେ ହଟ ଡାନ୍ସ ର କମାଲ ଦେଖିବାକୁ ଲାଗିଛନ୍ତି ଯାତ୍ରା ମଞ୍ଚରେ ରାଣୀ ପଣ୍ଡା । ଆଉ ହଟ ବଡି ସାଙ୍ଗକୁ ହଟ ଡ୍ରେସ ପିନ୍ଧି ଦର୍ଶକ ମାନଙ୍କର ମନକୁ କିଣି ନେଇଥାଏ ଯାତ୍ରା ଜଗତର ହଟ ଆଇଟମ ଡାନ୍ସର ରାଣୀ ପଣ୍ଡା ବୋଲି କୁହାଯାଉଛି । ଆଉ ସେହିପରି ସବୁଦିନ ଭଳି ଦେଖିବାକୁ ମିଳିଥିଲା କେଉଁ ଭଳି ଭାବରେ ଯାତ୍ରା ମଞ୍ଚରେ ରାଣୀ ପଣ୍ଡା ନିଜର ବଡି କି ଦେଖାଇ ଅଶ୍ଲୀଳ ନାଚ ନାଚିଥିଲେ। ଆଉ ଯାହାକୁ ଲୋକେ ଏବେ ବିରୋଧ କରିଛନ୍ତି।
ତେବେ ଯାତ୍ରା ମଞ୍ଚରେ ରାଣୀ ପଣ୍ଡା ଙ୍କ ଅଶ୍ଳୀଳ ନାଚକୁ ବ୍ୟାନ କରିବା ପରେ ସେ ଏବେ ସୋସିଆଲ ମିଡିଆରେ ଆସି ଅଶ୍ଳୀଳ ଭାଷାରେ ସମସ୍ତଙ୍କୁ ଗାଳି ଗୁଲଜ କରିଛନ୍ତି। ଆଉ ଯାହାକୁ ଆପଣ ଶୁଣିଲେ ବହୁତ ଖରାପ ଲାଗିବ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।