Life Style – ଏଥିରୁ ବାଛନ୍ତୁ ଗୋଟିଏ ନାଭି ଓ ଜାଣନ୍ତୁ କଣ କହି ଥାଏ ଆପଣଙ୍କ ନାଭି ଆପଣଙ୍କ ବିଷୟରେ….

ତେବେ ପ୍ରତେକ ବ୍ୟକ୍ତି ଙ୍କର ଚାଲି ଚଳଣି ଅଲଗା ଅଲଗା ହୋଇ ଥାଏ ଯାହାକି ତାଙ୍କର ଗଠନ ଅଲଗା ହୋଇ ଥାଏ ଆଉ ମଣିଷ କିଏ କେମିତି କହିବା ତାହା ନିହାତି ଭାବରେ ସହଜ ନୁହେଁ | କେବଳ ରଙ୍ଗ ଗଠନ ଅଲଗା ନୁହେଁ ସେଭଳି ଭାବରେ ପ୍ରତେକ ବ୍ୟକ୍ତି ଙ୍କର ଗୁଣ ମଧ୍ୟ ଭିନ୍ନ ଭିନ୍ନ ହୋଇ ଥାଏ ଏବଂ ଜୀଵନ ଶୈଳୀ ଅଲଗା ଥାଏ ଆଉ ସମସ୍ତେ ନିଜ ନିଜ ଜୀଵନ କୁ ନେଇ ବେସ ଚିନ୍ତା ରେ ମଧ୍ୟ ରହି ଥାଆନ୍ତି |

କାରଣ ପ୍ରତେକ ମନୁଷ୍ୟ ଜୀଵନ ରେ ଦୁଃଖ କଷ୍ଟ ଆଦି ଲାଗି ରହି ଥାଏ ଆଉ ଭବିଷ୍ୟତ ଜାଣିବା ପାଇଁ ମଧ୍ୟ ସମସ୍ତ ଙ୍କର ଇଚ୍ଛା ଥାଏ କାରଣ ଏହା ଦ୍ୱାରା ସେମାନେ ନିଜେ ସତର୍କ ହୋଇ ପାରିବେ | ବହୁତ ସମୟରେ ଶାରୀରିକ ଗଠନ ଅନୁସାରେ ଆମର ଚାଲି ଚଳଣି, ଗୁଣ ଆଦି ଜାଣି ହୁଏ ତେବେ ନାଭି ଅନୁସାରେ କେମିତି ଆପଣ ନିଜ ଭବିଷ୍ୟତ ସମ୍ପର୍କ ରେ ଜାଣି ପାରିବେ ଆଜି ତାହା ଆଲୋଚନା କରିବା |

1. ଓଭରାଲି ନାଭି :-

 


ଏହି ନାଭି ଥିବା ଲୋକମାନେ ଖୁବ ନିରୀହ ହେବା ସହିତ ଛୋଟ ଛୋଟ କଥାରେ କାନ୍ଦି ପକାଇ ଥାଆନ୍ତି | ଆଉ ଏହା ସହିତ ଏମାନେ ସ୍ୱଭାବରେ ସବୁବେଳେ କିଛି ନୂଆ ନୂଆ ଜିନିଷ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି | ଆଉ ଏମାନେ ନିଜ କଥା କାହାକୁ କହି ପାରନ୍ତି ନାହିଁ ଆଉ ସାଧାରଣ କଥାରେ ବି ଏମାନେ ଖୁବ ଚିନ୍ତିତ ହୋଇ ପଡନ୍ତି |

2. ବହୁତ ଗଭୀର ଥିବା ନାରୀ :-

 

 

ଏହିପରି ନାଭି ଥିବା ଲୋକମାନେ ଖୁବ ସାହସୀ ହେବା ସହିତ କୌଣସି ପରିସ୍ଥିତିରେ ବି ଭୟଭୀତ ହୋଇ ଯାଆନ୍ତି ନାହିଁ | ଖୁବ ପରିଶ୍ରମୀ ହେବା ସହିତ କେତେ ବେଳେ ବି କାହାକୁ ସାହାଯ୍ୟ କରିବାକୁ ଅଗେଇ ଆସନ୍ତି ଏବଂ ଗମ୍ଭୀର ସ୍ୱାଭବରେ ହେଇଥିବାରୁ କୌଣସି କଥା କାହାରି ସାମ୍ନାରେ ପରିପ୍ରକାଶ କରି ନଥାନ୍ତି |

3. ବିରୋଧ ନାଭି :-

 


ତେବେ ଯେଉଁ ବ୍ୟକ୍ତି ଙ୍କର ଏଭଳି ନାଭି ଥାଏ ସେହି ବ୍ୟକ୍ତି ମାନେ ବହୁତ ପରପୋକାରୀ ହୋଇଥାନ୍ତି, ଆଉ ଏମାନେ ଖୁବ ସହଜରେ କାହାକୁ ବି ନିଜ ଆଡକୁ ଆକର୍ଷିତ କରିବାର ଗୁଣ ରଖିଥାନ୍ତି | ଏମାନେ ଖୁବ ଶାନ୍ତ ପ୍ରବୃତିର ହେଇ ଥିବାରୁ କାହାକୁ ବି ଖୁବ ସହଜରେ ନିଜର କରି ପାରନ୍ତି |

4. ଛୋଟ ନାଭି :-
ଏହିପରି ନାଭି ଥିବା ଲୋକମାନେ ସବୁବେଳେ ନୂଆ କିଛି କରିବାକୁ ଚେଷ୍ଟା କରିଥାନ୍ତି, ତେବେ ଏମାନେ ଖୁବ ସାହସୀ ଅଟନ୍ତି ଏବଂ ଅନ୍ୟ ମାନଙ୍କୁ ଖୁବ ଭଲପାଇବା ଦେଇଥାନ୍ତି | ଏହା ସହିତ ଏହି ଲୋକ ମାନଙ୍କୁ ଅନ୍ୟମାନେ ଖୁବ ସମ୍ମାନ ଦେଇଥାନ୍ତି |

5. ତଳୁଆ ନାଭି :-

 


ତେବେ ଏହି ନାଭି ଥିବା ଲୋକମାନେ ଯେତେ ପ୍ରବୃତିର ଖୁବ ଆଲୁସୁଆ ହେବା ସହିତ ସବୁବେଳେ ପଛେଇ ରହନ୍ତି ସବୁ କାମରେ | ଆଉ ଜୀବନରେ ଏମାନେ ଖୁବ ଦୁଃଖ ପାଇଥାନ୍ତି ଏବଂ ଏମାନେ ଯେତେ ପରିଶ୍ରମ କଲେ ବି ସଫଳତା ହାସଲ କରି ପାରନ୍ତି ନାହିଁ |

Leave A Reply

Your email address will not be published.