BEAUTY TIPS – ମୁହଁର ବ୍ରଣ ଆଉ କଳା ଦାଗ ଚିହ୍ନ ( REMOVE PIMPLES ) କୁ ସବୁଦିନ ପାଇଁ ଦୁର କରନ୍ତୁ 100% ଗ୍ୟାରେଣ୍ଟି

ସୁନ୍ଦର ଚେହେରା ଆମ ସମସ୍ତଙ୍କୁ ଭଲ ଲାଗିଥାଏ କିନ୍ତୁ ଯେତେବେଳେ ଫେସରେ ବ୍ରଣ ବାହାରିବା ଆରମ୍ଭ ହେଇଯାଏ ସେତେବେଳେ ଫେସ ଅସୁନ୍ଦର ଦେଖାଯିବା ଆରମ୍ଭ ହେଇଯାଏ ।ଆଉ କଳା ଦାଗ ଥରେ ହେଇଗଲେ ତାହାକୁ ଭଲ କରିବା ବଡ଼ ମୁସ୍କିଲ ହେଇ ପଡେ ।ତେବେ ଏହି ସମସ୍ୟା ଉଭୟ ପୁଅ ଓ ଝିଅ ଙ୍କ ପାଖରେ ଦେଖିବାକୁ ମିଳିଥାଏ ।ତେବେ ଯେତେବେଳେ ଆମ ପେଟ ଠିକରେ କ୍ଲିଅର ନହୁଏ ଆଉ ଫେସରେ ଅଧିକ ଡେଡସେଲ ବଡିଯାଏ ସେତେବେଳେ ଅଧିକ ବ୍ରଣ ବାହାରିଥାଏ ।

ତେବେ ବର୍ତ୍ତମାନ ସମସ୍ୟା ହେଉଛି ଏହି ବ୍ରଣ ଓ ଦାଗ ଗୁଡିକୁ କେମିତି ଭଲ କରିବେ, ତେବେ ବନ୍ଧୁମାନେ ଚିନ୍ତା ଛାଡ଼ନ୍ତୁ ।କାରଣ ଆମେ ଆଜି ଏମିତି ଗୋଟାଏ ଘରୋଇ ଉପାୟ ଖୀବୁ ଯାହା ବିଷୟରେ ଆପଣ ଆଗରୁ ଜାଣି ନଥିବେ ।କିନ୍ତୁ ଏହି ଉପାୟକୁ ଯଦି ଆପଣ ନିଜ ଉପରେ ଏପ୍ଲାଏ କରୁଛନ୍ତି ତେବେ ଜାଣି ରଖନ୍ତୁ ମାତ୍ର 15 ଦିଙ୍କରେ ଆପଣଙ୍କ ମୁହଁରେ କୌଣସି ଦାଗ ଚିହ୍ନ ବର୍ଣ୍ଣ ନଥିବ ।ତେବେ ଏବେ ଆସନ୍ତୁ ଜାଣିବା ସେହି ଉପାସ୍ୟ ବିଷୟରେ….

ଆବଶ୍ୟକ ସାମଗ୍ରୀ:-ଅରୁଆ ଚାଉଳ

 


-ଆଳୁ
-ଲେମ୍ବୁ

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

 

 


ଏହି ରିମେଡି ପ୍ରସ୍ତୁତି ପାଇଁ ଆପଣ ପ୍ରଥମେ 4 ଚାମୁଚ ଅରୁଆ ଚାଉଳ ନେଇ ନିଅନ୍ତୁ, ତାପରେ ଗୋଟିଏ ଲେମ୍ବୁ ଓ ଗୋଟିଏ ବଡ଼ ଆଳୁ ରଖନ୍ତୁ ।ଏବେ ଆଲୁକୁ ଭଲ ଭାବରେ ଛଡେଇ ତାର ଚୋପା ବାହାର କରି ଦିଅନ୍ତୁ ତାପରେ ତାହାକୁ ଛୋଟ ଛୋଟ କରି କାଟି ନିଅନ୍ତୁ ।ତେବେ ଚାଉଳ କୁ ଆପଣ ଭିଜେଇ ରଖି ଦେଇଟିଯିବେ କିନ୍ତୁ ଗୁଣ୍ଡ ବେଳେ ଏହା ଶୁଖିଲା ରହିବା ଦରକାର ।ତେବେ ଗ୍ରାଇଣ୍ଡର ରେ ଚାଉଳକୁ ଭଲ କରି ଗୁଣ୍ଡ କରିନିଆନ୍ତୁ ।ତାପରେ ସେଥିରେ କଟା ଆଉ ଆଳୁ ଲେମ୍ବୁ ରସ ଚିପୁଡି ଦେଇ ଆଉ ଥରେ ଭଲରେ ଗ୍ରାଣ୍ଡିଂ କରି ଦିଅନ୍ତୁ ।ଏବେ ରିମେଡି ପ୍ରସ୍ତୁତ ହେଇଯିବ ।

ରିମେଡି ର ବ୍ୟବହାର ଆଗରୁ ଆଜି ମୁହଁରେ କିଛି ଟମାଟୋ ଯୁସ ଲଗାନ୍ତୁ ଆଉ ଟମାଟୋ ଯୁସକୁ 3 ରୁ 4 ଲେଆର ଯାଏ ଲଗାଇବା ଦରକାର ।ତାପରେ ଆପଣ ତିଆରି କରିଥିବା ରିମେଡିକୁ ମୁହଁରେ ଲଗାନ୍ତୁ । ତେବେ ଏମିତି 15 ରୁ ମାସେ ଯାଏ ବ୍ୟବହାର କଲାପରେ ଦେଖିବେ ଆପଣଙ୍କ ଫେସରେ ଆଉ କଳା ଦାଗ ନଥିବ ।

ପ୍ରସ୍ତୁତି ପ୍ରଣାଳୀ:-ଦୁଇ ପାଖୁଡା ରସୁଣ ନିଅନ୍ତୁ ।କିଛି ତୁଳସୀ ପତ୍ର ଓ କିଛି ନିମ ପତ୍ର ନେଇ ଏସବୁକୁ ଧୋଇ ଭଲ ଭାବରେ ପରିଷ୍କାର କରି ନିଅନ୍ତୁ। ଏକ ଏଲୋଭେରା ଲିଫ ନେଇ ତାର ଜେଲ୍ ବାହାର୍ କରି ନିଅନ୍ତୁ। ଏହାପରେ ଏସବୁକୁ ଭଲ କରି ଗ୍ରାଇଣ୍ଡିଂ କରି ନିଅନ୍ତୁ। ଏବେ ଏହାକୁ ଏକ ପାତ୍ର କୁ କାଢି ଏଥିରେ ଗୋଟେ ଚାମଚ ମହୁ ମିଶାଇ ଦିଅନ୍ତୁ। ଏହାକୁ ଆପଣ ଫ୍ରିଜ ରେ ରଖି ଚାରି ପାଞ୍ଚ ଦିନ ୟୁଜ୍ କରି ପାରିବେ।ଏହାକୁ ଲଗାଇ ଆପଣ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଏହାପରେ ନର୍ମାଲ ପାଣିରେ ଆପଣ ଆପଣଙ୍କ ଫେସ୍ ୱାସ୍ କରି ନିଅନ୍ତୁ। ଆପଣ ଏହାକୁ ଲଗାତର ତିନି ଚାରି ଦିନ ୟୁଜ୍ କରନ୍ତୁ ରେଜଲ୍ଟ ଆପଣ ନିଜେ ଜାଣି ପାରିବେ।

Leave A Reply

Your email address will not be published.