ହଠାତ ରାସ୍ତା ମଝିରେ ଫଣା ଟେକିଲେ ଦୁଇଟି (Golden Cobra), ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ..

ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ | ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ | ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ, ଆଉ ମଣିଷ ମଧ୍ୟ ନିଜକୁ ରକ୍ଷା କରିବା ଲାଗି ସାପ କୁ ମାରି ଦେଇଥାଏ |

 

କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି, ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି | ତେବେ ଏହିଭଳି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ, ତେବେ ଆସନ୍ତୁ ଜାଣିବା ସେହି ଭାଇରଲ ଭିଡ଼ିଓ ଟି ବିଷୟରେ |

 

ତେବେ ସାପୁଆ କେଳା କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯେଉଁ ମାନେ କି ସାପ ଖେଳ ଦେଖାଇ ନିଜର ଜୀବକା ନିର୍ବାହ କରି ଥାଆନ୍ତି ସେମାନଙ୍କୁ ସାପୁଆ କେଳା କୁହାଯାଏ | ସେମାନେ ସାପ କୁ ଖେଳାଇ ନିଜ ପରିବାର ର ପ୍ରତିପୋଷଣ କରିଥାନ୍ତି ଆଉ ଯାହାକି କେଳା ମାନେ ବିଷ ଦାନ୍ତ ନଥିବା ସାପ କୁ ଖେଳନ୍ତି ଆଉ ଗାଁ ଗଳି ରେ ସେମାନେ ସାପକୁ ନେଇ ଭିନ୍ନ ଭିନ୍ନ ଖେଳ ଦେଖାଇ ଥାଆନ୍ତି | ତେବେ ସେଭଳି ଭାବରେ ଏକ ସାପୁଆ କେଳା ସାପ ଖେଳାଉ ଥିବାର ନଜର ରେ ଆସିଛି | ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି ଏକ ଗାଁ ରେ ଜଣେ ସାପୁଆ କେଳା କୋବ୍ରା ସାପ କୁ ଧରି ସୁନ୍ଦର ଭାବରେ ଖେଳାଉଛି |

ଯେଉଁ ଟି ଜଣେ ସାପୁଆ କେଳା ଏକା ସହିତ ତିନୋଟି କୋବ୍ରା କୁ ନେଇ ଖେଳ ଖେଳୁ ଥିବାର ଦେଖିବାକୁ ମିଳିଛି | ସାପୁଆ କେଳା ଜଣଙ୍କ ଖୁବ୍ ସୁନ୍ଦର୍ ଭାବେ କୌଶଳ କ୍ରମେ ସାପ କୁ ନେଇ ଖେଳାଉ ଛନ୍ତି ଆଉ ଏହା ଏକ ଗାଁ ର ଦୃଶ୍ୟ ଯେଉଁଠି ଗାଁ ଲୋକ ମାନେ ଠିଆ ହୋଇ ଖେଳ ଦେଖୁଛନ୍ତୁ ଆଉ ଏହାର ମଜା ନେଉଛନ୍ତି | ତେବେ ଏଭଳି ଏକ ସୁନ୍ଦର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ 118 ମିଲିୟନ ରୁ ଅଧିକ ଲୋକ ଦେଖି ସାରିଲେଣି |

Leave A Reply

Your email address will not be published.