ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନାଁ କିଛି ନୂଆ ନୂଆ ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନେ ଶୁଣିବାକୁ ପାଉଥିବେ | ତେବେ ବେଳେ ବେଳେ ଅଭିନେତା ଆଉ ଅଭୁନେତ୍ରୀ ମାନଙ୍କର ଲାଇଫ ଷ୍ଟାଇଲ ସହିତ ସେମାନଙ୍କ ବିଷୟରେ ଅନେକ କିଛି କଥା ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ମଧ୍ୟ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି ଆଉ ଯେଉଁଠି କୁହାଯାଉଛି କି ଟେଲି ଅଭିନେତ୍ରୀ ଜେସି ସାମଲ ଙ୍କ ବିଷୟରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ସେହି ଜେସି ସାମଲ ଙ୍କର ଲାଇଫ ଷ୍ଟାଇଲ ସହିତ ଏକ୍ଟିଂ କେରିୟର ବିଷୟରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ ସମସ୍ତେ ଜେସି ସାମଲ ଙ୍କ ବିଷୟରେ ଆଉ ଯିଏ କି ଅଭିନୟ ଜଗତରେ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ତାହା ସହିତ କୁହାଯାଉଛି କି ଅନେକ ଟିଭି ସିରିଏଲ ସହିତ ଅନେକ ଆଲବମ ରେ ମଧ୍ୟ ଅଭିନୟ ର ଝଲକ ଦେଖାଇଛନ୍ତି ଜେସି | ଆଉ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ଏହି କଳାକାର ଜଣଙ୍କ | ତେବେ ସିରିଏଲ ରେ ଅଭିନୟ କରି ଓଡ଼ିଆ ଦର୍ଶକ ମାନଙ୍କର ହୃଦୟ ରେ ଘର କରି ପାରିଛନ୍ତି ବୋଲି କୁହାଯାଉଛି |
ଟିଭି ଜଗତରେ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା “ତୁ ମୋ ଜୀବନ ସାଥୀ” ସିରିଏଲରେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ “ତୁ ମୋ ଜୀବନ ସାଥୀ” ସିରିଏଲଟି ସାର୍ଥକ ଚ୍ୟାନେଲରେ ନମ୍ବର ୱାନ ସିରିଏଲ ଭାବେ ବିବେଚନା କରା ଯାଉଛି ।ଏହି ସିରିଏଲରେ ମୁଖ୍ୟ ଭୁମିକାରେ ଭକ୍ତି ଚରିତ୍ରରେ ଅଭିନୟ କରୁଥିଲେ ।
ସେ ଏହି ସିରିଏଲ କରିବା ପୂର୍ବରୁ “ତୋ ଅଗଣାର ତୁଳସୀ ମୁଁ” ସିରିଏଲରେ ସାନଦାରର ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ମାଙ୍କ ବ୍ଯତୀତ ତାଙ୍କର ଜଣେ ଭାଇ ଓ ଭଉଣୀ ଅଛନ୍ତି ଯାହା ସହ ଜେସୀ ଅଧିକ ସମୟ ସ୍ପେନ୍ଡ କରିବାକୁ ପସନ୍ଦ କରନ୍ତି ।
ଜେସି ସାମଲ ଙ୍କ ମଧ୍ୟ ବହୁତ ସୁନ୍ଦର ଅଟେ, ସେ ସ୍ଲିମ ଫିଗର ଅଟନ୍ତି | ଜେସି ଙ୍କ ଏଜୁକେସନ ବିଷୟରେ ଜାଣିବାକୁ ଗଲେ ସେ ଗ୍ରାଜୁଏସନ କମ୍ପ୍ଲିଲଟ କରିଛନ୍ତି, ସେ ତାଙ୍କର ସମସ୍ତ ପାଠ ଭୁବନେଶ୍ୱର ରହି ପଢ଼ିଛନ୍ତି |ଓଡ଼ିଆ ଚଳଚ୍ଚିତ୍ରର ଜେସି ସାମଲ ଙ୍କ ଫେଭରାଇଟ ହିରୋ ଓ ହିରୋଇନ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ |
ତାଙ୍କର ଫେଭରାଇଟ ହିନ୍ଦୀ ଫିଲ୍ମର ନାଁ ହେଉଛି ରେଡିସ କିକ ଏବଂ ଯଦି ଜେସି ଙ୍କ ପ୍ରତ୍ୟେକ ଦିନ ହବି ବିଷୟରେ ଜାଣିବା ତେବେ ସେ ଅଧିକ ସମୟ ସପିଙ୍ଗକରିବା ପାଇଁ, ହେଲପିଙ୍ଗ କରିବା ପାଇ ଏବଂ ତାହା ସହିତ ଅଧିକ ସମୟ ସେ ସୁଇବା ପାଇଁ ମଧ୍ୟ ଭଲ ପାଇଥାନ୍ତି |ଏବେ ମଧ୍ୟ ଜେସି ଅନେକ ସିରିଏଲ ଓ ଫିଲ୍ମ କରି ଦର୍ଶକ ମାନଙ୍କ ମନରେ ଘର କରି ରହିଛନ୍ତି | ଜେସି ଙ୍କ ପ୍ରଶନାଲଟି ବିଷୟରେ ଅନେକ ଖବର ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।