MANTRA – ଆଜି ସୋମବାର ମହାଦେବଙ୍କ ଅତିପ୍ରିୟ ମନ୍ତ୍ର ଜପିଲେ ଆପଣଙ୍କର କିଏ କିଛି କରିପାରିବ ନାହିଁ

ତେବେ ଆମ ସୃଷ୍ଟି ର କର୍ତ୍ତା ହେଉଛନ୍ତି ଭୋଳାନାଥ ଅନେକ ଲୋକ ଅଛନ୍ତି ଯେଉଁ ମାନେ ମହାଦେବ ଙ୍କ ଆରାଧନା ରେ ନିଜକୁ ହଜାଇ ଦେଇ ଥାଆନ୍ତି | ତେବେ ଯେଉଁ ଭକ୍ତ ନିଷ୍ଠା ର ସହ ମହାଦେବ ଙ୍କୁ ପୂଜା ଅର୍ଚନା କରି ଥାଏ ଭଗବାନ ଶିବ ତାର ସମସ୍ତ ମନସ୍କାମନା କୁ ପୂର୍ଣ୍ଣ କରି ଥାଆନ୍ତି | ତେବେ ମହାଦେବ ଙ୍କର ମହା ମୃତୁଞ୍ଜୟ ମନ୍ତ୍ର ମହା ମନ୍ତ୍ର ଅଟେ, ଏହି ମନ୍ତ୍ର ଦ୍ଵାରା ଆମେ ଭଗବାନ୍ ଭୋଳା ଶଙ୍କରଙ୍କ ଆରାଧନା କରିଥାଉ | ଏହାକୁ ସଂଜୀବନୀ ମନ୍ତ୍ର ମଧ୍ୟ କୁହାଯାଏ, ଏହି ମନ୍ତ୍ର ଏମିତି ସେମିତି ମନ୍ତ୍ର ନୁହେଁ ଏହା ଖୁବ୍ ପ୍ରଭାବ ଶାଳୀ ମନ୍ତ୍ର ଅଟେ |

ଏହି ମନ୍ତ୍ର ଅନେକ ମାହାତ୍ମ୍ୟ ରହିଛି ଯାହାକି ଏହି ମନ୍ତ୍ର ଟିକୁ ବ୍ୟକ୍ତି ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ଜପ କରିଥାଏ | ଆପଣ ଏହି ମନ୍ତ୍ର କୁ ଉଚ୍ଚାରଣ ପୂର୍ବକ କିମ୍ବା ମୌନ ପୂର୍ବକ ଜପ କରି ପାରିବେ ଏହାର ଉଚ୍ଚାରଣ ରେ ଉତ୍ପନ୍ନ ହେଉଥିବା ଧ୍ଵନୀ ର କମ୍ପନ ରେ ଶରୀରର ଚାରି ପାଖରେ ଦୈବୀ ଶକ୍ତି ର ସୁରକ୍ଷା କବଚ ସୃଷ୍ଟି ହୋଇଥାଏ | ଏହି ମନ୍ତ୍ର ର ନିୟମିତ ଉଚ୍ଚାରଣ କରିବା ଦ୍ୱାରା ଆମ ଜୀବନ ସରସ ସୁନ୍ଦର ସୁଖମୟ ହୋଇଥାଏ, ତେବେ ଏହି ମନ୍ତ୍ର ଟି ହେଉଛି ; ଓଁ ତ୍ରୟମ୍ବକମ୍ ୟଯାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍, ଉର୍ବାରୁକମିବ ବନ୍ଧନାନ୍-ମୃତ୍ୟୋର୍ମୂକ୍ଷୀୟ ମାମୃତାତ୍|

– ଯଦି ଆପଣ କିଛି ବହୁତ ବଡ଼ ରୋଗରେ ପୀଡ଼ିତ ଅଛନ୍ତି କିମ୍ବା ସେଥିରେ ଶଯ୍ୟାଶାୟୀ ହେଇ ଯାଇଛନ୍ତି ତେବେ ଯଦି ଏହିମହା ମୃତ୍ୟଞ୍ଜୟ ମନ୍ତ୍ରକୁ 11 ହଜାର ଥର ଜପ କରିବେ ଦେଖିବେ ଆପଣଙ୍କ ରୋଗ ଭଲ ହେଇଯିବ |

-ଯେଉଁ ମାନେ ସନ୍ତାନ ପାଇଁ ଇଚ୍ଛୁକ ଅଛନ୍ତି କିନ୍ତୁ ବହୁତ ପରେ ସେମାନେ ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି ଓ ଅକାଳ ମୃତ୍ୟରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ସେମାନେ ଯଦି ଏହି ମହା ମୃତ୍ୟଞ୍ଜୟ ମନ୍ତ୍ରକୁ 25 ଥର ଜପ କଲେ ଆପଣଙ୍କ ମନସ୍କାମନା ପୂରଣ ହେବ |

– ଯେତେ ବେଳେ ଆପଣ ଏକ ଭୟ ଭିତରେ ରହୁଛନ୍ତି ଆଉ ସେଥିପାଇଁ ସବୁବେଳେ ଡରି ଡରି ରହୁଛନ୍ତି ସେଥିରୁ ମୁକ୍ତି ପାଇବା ପାଇଁ ଆପଣ ଏହି ମନ୍ତ୍ରକୁ 11 ଶହ ଥର ଜପ କରନ୍ତୁ ଦେଖିବେ ଆପଣଙ୍କ ଡର ଦୁର ହେଇଯିବ |

Leave A Reply

Your email address will not be published.