ନମିତା ଅଗ୍ରୱାଲ ଙ୍କୁ ହଇରାଣ କରୁଛନ୍ତି ସାନ ପୁଅ ସାର୍ଥକ।…ଏହି ସୁନ୍ଦର ଭିଡିଓ କୁ କେମିତି ଚାଲିଛି ମା ପୁଅ ମଧ୍ୟରେ ସେହ୍ନଭରା ସୁଖ ଓ ଆନନ୍ଦ….
ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ।ତେବେ ଯେତେବେଳେ ସିଙ୍ଗର ହୁଅନ୍ତୁ ଵା ଅଭିନେତା ଅଭିନେତ୍ରୀ ମାନଙ୍କ ବିଷୟରେ କିଛି କଥା ଭାଇରାଲ ହୋଉଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି । ତେବେ ବାର୍ତ୍ତମାନ ଯାହାଙ୍କ ବିଷୟରେ ଆମେ ମାନେ ଆଲୋଚନା କରିବାକୁ ଯାଉଛୁ ସେ ହେଉଛନ୍ତି ଆମ ସମସ୍ତଙ୍କ ଅତି ପ୍ରିୟର ସଂଗୀତ କାର ନମିତା ଅଗ୍ରୱାଲ ଙ୍କ ଲାଇଫ ଷ୍ଟାଇଲ ସହିତ ତାଙ୍କର ପରିବାର ବିଷୟରେ ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ଆପଣ ମାନଙ୍କର ଅତି ପ୍ରିୟର ସିଙ୍ଗର ନମିତା ଅଗ୍ରୱାଲ ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ, ଯିଏ କି ନିଜର କଣ୍ଠ ମାଧ୍ୟମରେ ଓଡିଶା ର ଅଗଣିତ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ବୋଲି କୁହାଯାଉଛି । ତାହା ସହିତ ଅନେକ ଫିଲ୍ମ ରେ ନିଜର ସ୍ୱର ର ଯାଦୁ ଦେଖାଇବା ସହିତ ଅନେକ ଆଲବମ ଗୀତ ମଧ୍ୟ ଗାଇଛନ୍ତି ନମିତା ଅଗ୍ରୱାଲ ।
ତେବେ ନମିତା ଅଗ୍ରୱାଲ ଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଆଉ ଯେଉଁଠି କୁହାଯାଉଛି, ନମିତା ଅଗ୍ରୱାଲ ଙ୍କୁ ହଇରାଣ କରୁଛନ୍ତି ସାନ ପୁଅ ସାର୍ଥକ। ତେବେ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ଜବରଦସ୍ତ ଗାୟିକା ନମିତା ଅଗ୍ରୱାଲ ଙ୍କୁ ତ ଜାଣିଥିବେ। ଦୀର୍ଘ ଦିନ ଧରି ଓଲିଉଡ୍ ପାଇଁ ଗୀତ ଗାଇଛନ୍ତି ନମିତା ଅଗ୍ରୱାଲ। ଆଜି ପର୍ଯ୍ୟନ୍ତ ପ୍ରାୟ ୫ ହଜାରରୁ ଅଧିକ ଓଡ଼ିଆ ସଙ୍ଗୀତ ଗାଇ ସାରା ଓଡିଶାର ଲୋକ ମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ଅଧିକାର କରିବାରେ ସଫଳ ହୋଇ ପାରିଛନ୍ତି ସିଙ୍ଗର ନମିତା ଅଗ୍ରୱାଲ। ସେ ୮୦ ଦଶକରୁ ହିଁ ଓଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଗୀତ ଗାଇ ଆସୁଛନ୍ତି। ୧୯୯୪ ମସିହାରେ ସେ ସୀତାରାମ ଅଗ୍ରୱାଲଙ୍କୁ ବିବାହ କରିଥିଲେ।
ବିବାହ ପରେ ସେ ଜୀ ସାର୍ଥକ କମ୍ପାନୀ ତରଫରୁ ବହୁତ ସାରା ଗୀତ ଗାଇଛନ୍ତି। ତାଙ୍କ ପରିବାର ରେ ଦୁଇ ପୁଅ, ଓ ଶାଶୁ ଅଛନ୍ତି। ନମିତା ଅଗ୍ରୱାଲ ସବୁବେଳେ ଦୁଇ ପୁଅକୁ ଅଧିକ ଭଲ ପାଇବା ଦେଇଛନ୍ତି। ତେବେ ନମିତା ଅଗ୍ରୱାଲ ଙ୍କ ବଡ଼ ପୁଅର ନାମ ସିଦ୍ଧାର୍ଥ ହୋଇଥିବା ବେଳେ ସାନ ପୁଅର ନାମ ହେଉଛି ସାର୍ଥକ। ଆଉ ଏବେ ନମିତା ଅଗ୍ରୱାଲ ତାଙ୍କ ସାନ ପୁଅକୁ ଗୀତ ଶିଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ ଏବଂ ତାଙ୍କୁ ତାଙ୍କ ସାନ ପୁଅ ହଇରାଣ କରୁଥିବାର ଦେଖିବାକୁ ପାଉଥିବେ। ଏବେ ନମିତା ଅଗ୍ରୱାଲ ସାନପୁଅ ସହିତ ଅଧିକ ସମୟ ଅତିବାହିତ କରୁଥିବାର ନଜର ଆସିଛନ୍ତି।