ଦେଖନ୍ତୁ Shocking ଭିଡ଼ିଓ – ପିଣ୍ଟୁ ନନ୍ଦଙ୍କ ଏକାଦଶରେ ପହଞ୍ଚିଲେ ଅନୁଭବ ମହାନ୍ତି..। ପରିବାର କୁ କଲେ ଏହି ବଡ ସାହାର୍ଯ୍ୟ

ଚାହୁଁ ଚାହୁଁ ପିଣ୍ଟୁ ନନ୍ଦ ଙ୍କର ମୃତ୍ୟୁ କୁ ଏଠି 11 ଦିନ ବିତି ଗଲାଣି ଯାହାକି ଆଜି ମଧ୍ୟ ସାରା ଓଡ଼ିଶା ର ଦର୍ଶକ ଙ୍କ ମନରେ ଶୋକର ଛାୟା ଖେଳି ଯାଇଛି | କାରଣ ପିଣ୍ଟୁ ନନ୍ଦ ଏକ ଜବରଦସ୍ତ ଆକ୍ଟର ଥିଲେ ଆଉ ତାଙ୍କର ଅଭିନୟ କୁ ସମସ୍ତେ ବେସ ପସନ୍ଦ କରୁ ଥିଲେ ଆଉ ତାଙ୍କର ବିୟୋଗ ରେ ଆଜି ସମସ୍ତେ ଯେପରି ସ୍ତବ୍ଧ ପାଲଟି ଯାଇଛନ୍ତି |

ଅଭିନେତା ପିଣ୍ଟୁ ନନ୍ଦଙ୍କ ଏକାଦଶ ରେ ସୁପରଷ୍ଟାର ଅନୁଭବ ମହାନ୍ତି ଯୋଗ ଦେଇଛନ୍ତି, ଏମିତି କିଛି ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ଯିବାର ସମସ୍ତ ସାହାଯ୍ୟ ଅନୁଭବ ମହାନ୍ତି କରି ଥିଲେ | ଦିଲ୍ଲୀ ରେ ରହିବା ଖାଇବା ଡାକ୍ତର ଙ୍କୁ ମିଟ କରିବା ଏହି ସମସ୍ତ ଖର୍ଚ୍ଚ କୁ ଅଭିନେତା ଅନୁଭବ ମହାନ୍ତି ହିଁ ବହନ କରି ଥିଲେ |

 

ଏହି ସବୁ ଖବର ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ହେବା ପରେ ସମସ୍ତ ଦର୍ଶକ ଅନୁଭବ ମହାନ୍ତି ଙ୍କୁ ବହୁତ ଆୟୁଷୟ ସହିତ ଆଶୀର୍ବାଦ ଦେବା ସହିତ ପ୍ରଶଂସା କରି ଥିଲେ | ତେବେ ଅନୁଭବ ମହାନ୍ତି ଙ୍କର ଏଭଳି ସାହାଯ୍ୟ ସମସ୍ତଙ୍କୁ ବେସ ଭଲ ଲାଗି ଥିଲା କିନ୍ତୁ ପିଣ୍ଟୁ ନନ୍ଦ ଙ୍କର ମୃତ୍ୟୁ ଦିନ ଅନୁଭବ ମହାନ୍ତି ଙ୍କୁ ଦେଖିବା ପାଇଁ ମିଳିଥିଲା ଆଉ ପିଣ୍ଟୁ ନନ୍ଦ ଙ୍କ ମର ସ୍ୱର୍ଗ ଦ୍ୱାର ରେ ପୋଡ଼ା ହେଲେ ବି ଅନୁଭବ ମହାନ୍ତି ଙ୍କୁ ଦେଖିବା ପାଇଁ ମିଳି ନଥିଲା | ତେଵେ ଏହାକୁ ନେଇ କଳ୍ପନା ଜଳ୍ପନା ବେସ ଲାଗି ରହିଥିଲା, ଯାହାକି ଅନୁଭବ ମହାନ୍ତି ଗଲେ କୁଆଡେ ଯଦି ଅନୁଭବ ମହାନ୍ତି ଏତେ ସାହାଯ୍ୟ ର ହାତ ବଢ଼ାଇ ଥିଲେ ତାହେଲେ ଆସିଲେ ନାହିଁ କଣ ପାଇଁ |

ତେବେ ଏବେ ଯେଉଁ ସୋସିଆଲ ମିଡ଼ିଆ ରେ ଫଟୋ ଗୁଡ଼ିକ ଭାଇରାଲ ହେଉଛି ଯେଉଁଥିରେ ଦେଖିବା ପାଇଁ ମିଳିଛି କି ଅନୁଭବ ମହାନ୍ତି ତାଙ୍କ ଏକାଦଶ କାର୍ଯ୍ୟ ରେ ଆସିଛନ୍ତି | କାନନବିହାର ପଟିଆ ସ୍ଥିତ ଯେଉଁଠି ଏଲନେସ କଲୋନୀ ରେ ପିଣ୍ଟୁ ନନ୍ଦ ଙ୍କର ଘର ଯେଉଁଠି କି ଅନୁଭବ ମହାନ୍ତି ଆସି ଥିଲେ |

ଆଉ ଯାହାକି ଅନୁଭବ ମହାନ୍ତି ସେଠାରେ ଯୋଗ ଦେଇଛନ୍ତି ଯାହାର କିଛି ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଯାହାକୁ ଦେଖି ଶୁଣିବା ପାଇଁ ମିଳୁଛି କି ଅନୁଭବ ମହାନ୍ତି ସତରେ କୁଆଡେ ପିଣ୍ଟୁ ନନ୍ଦ ଙ୍କର ଏକାଦଶ କାର୍ଯ୍ୟ ରେ ଆସିଛନ୍ତି | ତେବେ ଆମେ କେବଳ ଏହା କାମନା କରିବା କି ପିଣ୍ଟୁ ନନ୍ଦ ଙ୍କର ଅମର ଆତ୍ମା ର ସଦଗତି ହେଉ |

Leave A Reply

Your email address will not be published.