୭୦ ବର୍ଷ ବୟସରେ ୩୦ ଭଳି ଶକ୍ତି ପାଇବେ,ଦୁର୍ବଳତା,ଶକ୍ତି ଏବଂ ଫୁର୍ତ୍ତି କମ ହେବ ନାହିଁ |

ଆମେ ମାନେ ଜାଣିଛୁ କି ଆମ ଶରୀରରେ ସବୁବେଳେ କିଛି ନା କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ମାନ ଲାଗିକି ରହିଥାଏ | ଆଉ ଏହି ଭଳି ସମସ୍ୟା ଯୋଗୁଁ ଆମେ ଅନେକ ସମୟରେ ଅନେକ ଚିନ୍ତା ରେ ମଧ୍ୟ ରହିଥାଉ | ତେବେ ଆଜି ଆମେ କହିବାକୁ ଯାଉଛି ଆମ ଶରୀରରେ ଦେଖା ଯାଉଥିବା ଡାଇବେଟିସ, ବ୍ଲଡ଼ ପ୍ରେସର, ଦୁର୍ବଳତା, ରକ୍ତର ଅଭାବ, ଶକ୍ତି ଓ ପୃଷ୍ଟି ସହିତ ବିଭିନ୍ନ ପ୍ରକାରର ସମସ୍ୟା ଗୁଡିକ ବିଷୟରେ |

ଆଉ ସେହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ କେତେକ ଘରେଇ ଉପଚାର କୁ ଆପଣାଇବା ପାଇଁ ପଡିବ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ହେଉଥିବା ସେହି ଘରେଇ ଉପଚାର ଉପରେ ନଜର ପକେଇବା |


ଆଜି କାଲି ସମସ୍ତ ଙ୍କ ଶରୀର କିଛି ନା କିଛି ଭିଟାମିନ ର ଅଭାବ ଦେଖା ଦଉଚି | ତାହାଲେ ଏହା କାହିଁକି କଣ ପାଇଁ ଆମକୁ ବିଭିନ୍ନ ପ୍ରକାର ଅଭାବ ଦେଖା ଦେଉଛି ତାହା ହୁଏତ କିଛି ଲୋକ ଜାଣିନଥିବେ | ଆଉ ଆମ ଶରୀରରେ ବିଭିନ୍ନ ପ୍ରକାରର ଖାଦ୍ୟର ଅଭାବ ଯୋଗୁଁ ବିଭିନ୍ନ ପ୍ରକାରର ରୋଗ ର ଲକ୍ଷଣ ମାନ ଦେଖା ଦେଇଥାଏ |

ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ଭିନ୍ନ ଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ର ଆବଶ୍ୟକତା ରହିଛି , ଏଥିରେ ଭିଟାମିନ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରର ପ୍ରତ୍ୟେକ ଭାଗ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ସବୁ ପ୍ରକାର ଭିଟାମିନ ର ଆବଶ୍ୟକତା ପଡିଥାଏ । ଯାହା ଆମକୁ ଖାଦ୍ୟରୁ ହିଁ ମିଳିଥାଏ , କିଛି ଭିଟାମିନର ଅଭାବ ଦେଖାଗଲେ ଆମ ଶରୀରରେ କିଛି ରୋଗର ସମସ୍ୟା ଦେଖା ଦେଇଥାଏ ।

ଆଵଶ୍ୟକ ସାମଗ୍ରୀ-

 


ଗୁଜୁରାତି, ପୋସ୍ତ, ଦେଶୀ ଘିଅ, ମିଶ୍ରି ,ଭୂଷି

ପ୍ରସ୍ତୁତ ପ୍ରଣାଳୀ –

ପ୍ରଥମେ 3 ଟି ଗୁଜୁରାତିକୁ ନେଇ ତା ଭିତରୁ ମଞ୍ଜି ବାହାର କରି ଗୁଣ୍ଡ କରି ଦିଅନ୍ତୁ । ଏହା ପରେ ଏକ ପ୍ୟାନ୍ ଗ୍ୟାସରେ ବସାଇ ସେଥିରେ 1 ଚାମଚ ଦେଶୀ ଘିଅ ପକାନ୍ତୁ ଏବଂ ସେଥିରେ 1 ଚାମଚ ପୋସ୍ତ ପ୍ରକାନ୍ତୁ ଏବଂ ଲୋ ଫେମ୍ ରେ ଭାଜି ହେମାଦସ୍ତାରେ ବାଟି ଦିଅନ୍ତୁ । ଏହାପରେ ଏକ ପାତ୍ରରେ 1 ଚାମଚ ମିଶ୍ରି ଗୁଣ୍ଡ,1 ଚାମଚ ଭୂଷି, ଆଉ ଗୁଣ୍ଡ କରି ରଖିଥିବା ସମସ୍ତ ସାମଗ୍ରୀକୁ ଏଥିରେ ପକାଇ ଦେଇ ଭଲ ଭାବରେ ଗୋଳାନ୍ତୁ ଦିଅନ୍ତୁ ଏବେ ଆପଣ ଙ୍କ ର ରେମିଡି ପ୍ରସ୍ତୁତ ।

ସେବନ-
ରାତିରେ ଶୋଇବା ସମୟରେ ଏକ ଗ୍ଲାସ ଉଷମ କ୍ଷୀର ନେଇ ସେଥିରେ ଏହାକୁ ମିଶାଇ ସେବନ କରନ୍ତୁ । ତେବେ ପ୍ରତିଦିନ ଆପଣ ଏହିପରି ରେମିଡି ପ୍ରସ୍ତୁତ କରି ରାତିରେ ଉଷମ କ୍ଷୀର ସହିତ ସେବନ କରନ୍ତୁ ଦେଖିବେ କିଛି ଦିନ ଭିତରେ ଆପଣଙ୍କର ସମସ୍ତ ପ୍ରକାର ରୋଗର ଉପଚାର ହୋଇଯିବ ।

Leave A Reply

Your email address will not be published.