Exclusive: ଚାହୁଁ ଚାହୁଁ ପିଣ୍ଟୁ ନନ୍ଦ ଙ୍କର ମୃତ୍ୟୁ କୁ 11 ଦିନ ବିତି ଗଲା କାନ୍ଦି କାନ୍ଦି ଚାଲିଗଲେ ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ….

ଚାହୁଁ ଚାହୁଁ ପିଣ୍ଟୁ ନନ୍ଦ ଙ୍କର ମୃତ୍ୟୁ କୁ 11 ଦିନ ବିତି ଗଲା ଯାହାକି ଆଜି ହେଉଛି ପିଣ୍ଟୁ ନନ୍ଦ ଙ୍କର ଏକାଦଶ ଏବଂ ଏହି ଏକାଦଶ ରେ ପିଣ୍ଟୁ ନନ୍ଦ ମନେ ପଡ଼ୁଛନ୍ତି | ଏହି ଏକାଦଶ ରେ ପିଣ୍ଟୁ ନନ୍ଦ ଙ୍କର ସ୍ତ୍ରୀ ଆଉ ତାଙ୍କର ଦୁଇ ପୁଅ ଏକା ସାଙ୍ଗରେ ଦେଖିବା ପାଇଁ ମିଳି ଥିଲେ ଯାହାକି ସ୍ତ୍ରୀ ପ୍ରତିଭା ଆଉ ଦୁଇ ପୁଅ କାନ୍ଦି କାନ୍ଦି ବାପା ଙ୍କ ଫଟୋ ରେ ଫୁଲ ଅର୍ପଣ କରି ଥିଲେ |

ତାଙ୍କ ପୁଅ ସାଇ କାନ୍ଦିବେନି ବା କେମିତି ଯିଏ ଦିନେ ସାହାରା ଦେଇ ଥିଲେ ଆଉ ଫିଲ୍ମ ଲାଇନ ରେ ଆଣିବେ ବୋଲି ପ୍ରତିଶୃତି ଦେଇ ଥିଲେ ସେ ଆଜି ତାଙ୍କୁ ଛାଡ଼ି ଦେଇ ଚାଲି ଯାଇଛନ୍ତି | ବୋଧ ହୁଏ ବାପା ର ପ୍ରତି ଟି ମୁହୂର୍ତ୍ତ କୁ ପୁଅ ଭାବୁ ଥିବ କି ବାପା ମତେ କଣ ପାଇଁ ଛାଡ଼ି ଚାଲି ଗଲ ମୋ ପାଖକୁ ପୁଣି ଥରେ ଫେରି ଆସ | ଏମିତି କିଛି ଭାବନା କୁ ନେଇ ତାଙ୍କର ବଡ଼ ପୁଅ ପିଣ୍ଟୁ ନନ୍ଦଙ୍କ ଫଟୋ ରେ ଫୁଲ ଅର୍ପଣ କରୁ ଥିବେ |

ଆଉ ସେପଟେ ପିଣ୍ଟୁ ଙ୍କର ସ୍ତ୍ରୀ ବି ପୁରୁଣା ସ୍ମୃତି କୁ ମନେ ପକାଇ କାନ୍ଦୁ ଥିବେ କାରଣ ଶେଷ ସମୟରେ ବି ସେ ନିଜ ସ୍ୱାମୀ ପିଣ୍ଟୁ ଙ୍କର ଟିକେ ସାଥ ଦେଇ ପାରିଲେ ନାହିଁ ସେଥିପାଇଁ କାନ୍ଦି କାନ୍ଦି ସେ ନିଜ ଭୁଲ ର ପ୍ରାୟଶ୍ଚିତ ମଧ୍ୟ କରୁ ଥିବେ |

 

ଆଉ ଭାବୁଛନ୍ତି କି ସେଦିନ ଯଦି ମୁଁ ମୋ ସ୍ୱାମୀ ଙ୍କୁ ଛାଡ଼ି ଯାଇ ନଥାନ୍ତି ତେବେ ମୋ ସ୍ୱାମୀ ଙ୍କୁ ମୁଁ ଏ ଅବସ୍ଥା ରେ ଆଜି ଦେଖି ନଥାନ୍ତି | ଏକାଦଶ ରେ ପିଣ୍ଟୁ ନନ୍ଦ ଙ୍କର ଅନେକ ବନ୍ଧୁ ଓଲିଓଡ଼ ଇଣ୍ଡଷ୍ଟ୍ରି ର କଳାକାର ଏମିତି ଅନେକ ଯୋଗ ଦେଇ ଥିଲେ, ଯଦି ଦେଖିବା ତେବେ ପିଣ୍ଟୁ ଙ୍କୁ ମନେ ପକାଇ ଆଜି ଏକାଦଶ ସମୟରେ ଭାବ ବିହ୍ଵଳିତ ପରିବେଶ ସୃଷ୍ଟି ହୋଇ ଥିଲା |

ତେବେ ପିଣ୍ଟୁ ଲିଭର ସିରସିଆ ରୋଗ ରେ ଆକ୍ରାନ୍ତ ହୋଇ ଥିଲେ ଯାହା ପରେ ତାଙ୍କର ମୃତ୍ୟୁ ହୋଇ ଥିଲା | ଲିଭର ଲାଗିବାକୁ ଥିବା ବେଳେ ପିଣ୍ଟୁ ଙ୍କୁ କିନ୍ତୁ ଲିଭର ମିଳି ପାରି ନଥିଲା ଯେଉଁଥି ପାଇଁ ତାଙ୍କର ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ରୁ ହାଇଦ୍ରାବାଦ କୁ ସ୍ଥାନାନ୍ତରିତ କରାଯାଇ ଥିଲା ଆଉ ଯାହା ପରେ ସେହି ହସ୍ପିଟାଲ ରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା | ତାଙ୍କ ମୃତ୍ୟୁ ର ଆଜି ସାରା ଓଡ଼ିଶା ଓ ଫିଲ୍ମ ଇଣ୍ଡଷ୍ଟ୍ରି ଯେମିତି ସ୍ତବ୍ଧ ପାଲଟି ଯାଇଛି | ଆମେ ଏତିକ ପ୍ରାର୍ଥନା କରିବା କି ଏହି ସୁନ୍ଦର କଳାକାର ପିଣ୍ଟୁ ନନ୍ଦ ଙ୍କ ଅମର ଆତ୍ମା ର ସଦଗତି ହେଉ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.