ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଥାନ୍ତି |
ବେଳେ ବେଳେ ନିଜ ଅଜାଣତରେ ମଧ୍ୟ ନିଜ ଭିଡ଼ିଓ ଭାଇରାଲ ହୋଇ ଯାଇଥାଏ ଯାହାକୁ ଦେଖି ଲୋକେ ଖୁବ ପ୍ରଶଂସା କରିଥାନ୍ତି | ତେବେ ସେଭଳି ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି ଯେଉଁଥିରେ ଅଙ୍ଗନବାଡି ଦିଦି ଙ୍କର କୁନି ପିଲା ମାନଙ୍କ ସହିତ ନାଚ ଦେଖିବା ପାଇଁ ମିଳିଛି |
ଆପଣ ତ ବେସ ଭଲ ଭାବରେ ଜାଣି ଥିବେ କି ସ୍କୁଲ ରେ କେବଳ ଛାତ୍ର ଛାତ୍ରୀ ମାନେ ହିଁ ନାଚ ଖେଳ ଗୀତ ଆଦି ସବୁ କରି ଥାଆନ୍ତି କିନ୍ତୁ ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଏକ ଅଙ୍ଗନବାଡି ରେ ଦିଦି ଜଣଙ୍କ ଛୋଟ ଛୋଟ ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ନାଚ ର ମାଧ୍ୟମ କୁ ଆପଣେଇଛନ୍ତି |
ଆମର ସରକାର କୁନି ପିଲାମାନଙ୍କ ପାଇଁ ଅନେକ ସୁବିଧା ସଯୋଗର ବ୍ୟବସ୍ଥା ରଖିଛି, ଯାହା ମାଧ୍ୟମରେ ପିଲା ମାନଙ୍କୁ ଖାଇବା ଠାରୁ ଆରମ୍ଭ କରି ପିନ୍ଧିବାର ମଧ୍ୟ ଅଭାବ ରହୁନାହିଁ | ଛୋଟ ପିଲା ବଡ଼ ହେଲେ ଆମ ଦେଶ ପାଇଁ ଲଢ଼ିବ ବୋଲି ସମସ୍ତଙ୍କର ଆଶା ସେଥିପାଇଁ ଆମର କୁନି ପିଲାମାନଙ୍କୁ ସବୁ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଇଛି |
ଅଙ୍ଗନବାଡି ର ଦିଦି ଯେମିତି ପାଠ ପଢ଼ାଇବା ପାଇଁ ନାଚୁ ଥିଲେ ତାହାକୁ ଦେଖିଲେ ଆପଣ ମଧ୍ୟ ସହଜ ରେ ଆଖି ଫେରାଇ ନେଇ ପାରିବେ ନାହିଁ |ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଅଙ୍ଗନବାଡି ପିଲାମାନଙ୍କୁ ଗୀତ ସହିତ ନାଚ ତାଙ୍କର ଦିଦି ଶିଖାଉଛନ୍ତି |
ଏହି ସୁନ୍ଦର ଗୀତରେ ନାଚିବା ପାଇଁ ସମସ୍ତେ ବହୁତ ଖୁସି ମଧ୍ୟ ଅଛନ୍ତି ଏହି ସୁନ୍ଦର ଗୀତଟି ହେଉଛି “ଟିକି ମୁଁ ପରାଜପତି “| ଏହି ସୁନ୍ଦର ଗୀତରେ ଏମାନଙ୍କ ନାଚର ଢଙ୍ଗ ମଧ୍ୟ ଖୁବ ସୁନ୍ଦର ଥିଲା ତାଙ୍କର ଦିଦି ଯେପରି ସୁନ୍ଦର ଭାବରେ ନାଚୁଥିଲେ ପିଲାମାନେ ତାଙ୍କୁ ଦେଖି ସେହିପରି ନାଚିବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ | ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ସୁନ୍ଦର ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି କାରଣ ଏଭଳି ସୁନ୍ଦର ଦୃଶ୍ୟ ଦେଖିଲେ ମନକୁ ମଧ୍ୟ ଖୁବ ଖୁସି ମିଳି ଥାଏ ଆଉ ଖୁବ ଆକର୍ଷଣୀୟ ମଧ୍ୟ ହୋଇ ଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।