ଆଜିକାଲି ର ଯୁଗରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି କାରଣ ଏହା ଦ୍ୱାରା ହିଁ ଆମେ ସମସ୍ତ ଘଟଣା ସମ୍ପର୍କ ରେ ଅବଗତ ହୋଇ ପାରି ଥାଉ | ପ୍ରତିଦିନ କିଛି ନା କିଛି ଭିଡ଼ିଓ ନିହାତି ଭାବରେ ଭାଇରାଲ ହେଉଛି ଯାହାକି ବେଳେ ବେଳେ ଖୁବ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରି ଦେଇ ଥାଏ | ଆପଣ ତ ଜାଣିଛନ୍ତି ଏକ ବ୍ୟକ୍ତି ଜୀଵନ ରେ କେତେ ବେଳେ କଣ ଘଟିବ ତାହା କେହି ହେଲେ ଜାଣନ୍ତି ନାହିଁ, କାରଣ ଦୁନିଆଁ ରେ ଅନେକ ପ୍ରକାର ର ଦୁର୍ଘଟଣା ଘଟୁଛି ଆଉ କାହା ସହିତ କେଁଉ ଦୁର୍ଘଟଣା ଘଟିବ ତାହା ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ |
ଆଗ କାଳରେ ଏତେ ଗାଡ଼ି ନଥିଲା କି ରାସ୍ତା ବି ନଥିଲା ତେଣୁ ଏତେଟା ଦୁର୍ଘଟଣା ଦେଖିବା ପାଇଁ ମିଳୁ ନଥିଲା, କିନ୍ତୁ ବର୍ତ୍ତମାନ ଯୁଗରେ ଘରେ ଘରେ ଗାଡ଼ି ଆଉ ରାସ୍ତା ମଧ୍ୟ ରହିଛି ଯାହା ଦ୍ୱାରା ସେଭଳି ଭାବେ ଅଧିକ ଦୁର୍ଘଟଣା ମଧ୍ୟ ଦେଖିବା ପାଇଁ ମିଳୁଛି | ତେବେ ପୁଣି ଏକ ଦୁର୍ଘଟଣା ସାମ୍ନା କୁ ଆସିଛି ଯାହା କି ସିସି ଟିଭି ରେ କଏଦ ହୋଇ ଯାଇଛି, ତେବେ ଆସନ୍ତୁ ଏହି ଘଟଣା ଟି ଉପରେ ନଜର ପକାଇବା |
ତେବେ ଏହି ଭିଡ଼ିଓ ରେ ଟିରେ ଦେଖିବା ପାଇଁ ମିଳିଛି କି ରାସ୍ତା ରେ ଏକ ଛୋଟ ଆକ୍ସିଡେଣ୍ଟ ହୋଇ ଯାଇଛି ଆଉ ଯାହାକୁ ନେଇ ଯୁବତୀ ଜଣଙ୍କ ବାଇକ ଚାଳକ ଙ୍କ ଉପରେ ବ୍ଲେମ କରୁଛନ୍ତି | ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଦୁର୍ଘଟଣା ଭୋପାଳ ରେ ଦେଖିବାକୁ ମିଳିଛି ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ରାସ୍ତା ରେ ଅନେକ ଗାଡି ଯାଉଥିବା ବେଳେ ରାସ୍ତା ଉପରେ ଗୋଟିଏ ସ୍କୁଟି ରେ ମହିଳା ଆଉ ଲୋକ ଜଣଙ୍କ ବସିକି ଯାଉଥିବାର ଦେଖିବାକୁ ମିଳିଥିଲା |
ଆଉ ସେହି ସ୍କୁଟି ପଛରେ ଜଣେ ବୁଲେଟ ନେଇ କେମେରା ରେ ଉଠାଉଥିବା ସମୟରେ ଏକ ଏକ୍ସିଡେଣ୍ଟ ର ଦୃଶ୍ୟ ଦେଖୁବାକୁ ମିଳିଥିଲା | ଆଉ ଯେଉଁଠି ସ୍କୁଟି ଟି ରାସ୍ତା ରେ ପୋଡିଯିବା ଫଳରେ ମହିଳା ଆଉ ସେ ଚାଳକ ଜଣଙ୍କ ତଳେ ରାସ୍ତା ରେ ପଡ଼ି ଯାଇଛନ୍ତି |
ସେମାନେ ପଡ଼ି ଯାଇ ଥିବାରୁ ତାହାର ଦୋଷ ସେହି ବୁଲେଟ ଚାଳକ ଜଣଙ୍କୁ ଦେଇ ଥିଲେ, କିନ୍ତୁ ଦୋଷ ସ୍କୁଟି ଚାଳକ ଙ୍କର ଥିଲା ବୋଲି କୁହା ଯାଉଛି କାରଣ ସେ ହଠାତ ବ୍ରେକ ମାରିବାରୁ ଉଭୟ ପଡ଼ି ଯାଇଛନ୍ତି | ଯୁବତୀ ଜଣଙ୍କ ଯେତେ ବେଳେ ବ୍ୟକ୍ତି ଙ୍କୁ ଦୋଷ ଦେଉ ଥିଲେ ସେହି ସମୟରେ ବ୍ୟକ୍ତି ଜଣଙ୍କ ନିଜ ମୋବାଇଲ ରେ ଏହି ଦୃଶ୍ୟ କୁ ରେକର୍ଡ କରି ଥିଲେ ଏବଂ ସୋସିଆଲ ମିଡ଼ିଆ ରେ ଭାଇରାଲ କରି ଦେଇ ଥିଲେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।