Breaking News – ରାତିହେଲେ ବିଲେଇ ରୂପରେ ବାହାରୁଛନ୍ତି ollywood ଅଭିନେତା ପିଣ୍ଟୁ ନନ୍ଦ |ଦେଖିଲେ ଆପଣଙ୍କ ହୋସ ଉଡିଯିବ…

ଦେଖୁ ଦେଖୁ ବିତିଗଲା ଦଶ ଦିନ ଆଉ ଆଜି ହେଉଛି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦଶାହ।ମିଛ ଲାଗୁଥିଲେ ବି ଏହା ସତ୍ୟ ଅଟେ , ଆମେ ସମସ୍ତେ ଜଣେ ବରିଷ୍ଠ ଅଭିନେତା ଙ୍କୁ ସବୁଦିନ ପାଇଁ ହରେଇ ଦେଉଛୁ। ସେ ଏହିପରି ଜଣେ ବ୍ୟକ୍ତିତ୍ୱ ଥିଲେ ଯାହାଙ୍କୁ ଭୁଲିବା ସାଧାରଣ ଲୋକଙ୍କ ପକ୍ଷ ରେ କେବେ ବି ସମ୍ଭବ ନୁହେଁ। ତେବେ ଭାବନ୍ତୁ ତାଙ୍କର ପରିବାର, ଦୁଇ ଛୋଟ ପୁଅ ଏବଂ ସ୍ତ୍ରୀ ଓ ବୁଢା ବାପା ମା ଙ୍କ ର କଣ ପରିସ୍ଥିତି ହୋଇଥିବ ବୋଲି। ତେବେ ବର୍ତ୍ତମାନ ପିଣ୍ଟୁ ଙ୍କ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ କାନ୍ଦି ପକେଇବେ।

ତେବେ ଆପଣ ମାନେ ଜାଣିଥିବେ କି , ଆଜି କୁ ୧୦ ଦିନ ତଳେ ଓଲିଉଡ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ହାଇଦ୍ରାବାଦ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଦୀର୍ଘଦିନ ଧରି ସେ ଲିଭର ସିରୋସିସ୍ ରୋଗ ରେ ଆକ୍ରାନ୍ତ ଥିଲେ। ତେବେ ତାଙ୍କର ଚିକିତ୍ସା ପାଇଁ ଟଙ୍କା ବାଧକ ସାଯିବା ବେଳେ ସବୁ କଳାକାର ତଥା ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ସେ ଚିକିତ୍ସା ପାଇଁ ଦିଲ୍ଲୀ ରେ ପହଁଚି ଥିଲେ। ତେବେ ପ୍ରଥମେ ତାଙ୍କୁ ଭୁବନେଶ୍ୱର ରୁ ଦିଲ୍ଲୀ କୁ ଚିକିତ୍ସା ପାଇଁ ନେଇଥିଲେ ଆଉ ପରେ ହାଇଦ୍ରାବାଦ।

କିନ୍ତୁ ଭଗବାନ ଙ୍କ ଇଚ୍ଛା ଆଗରେ ସବୁକିଛି ତୁଚ୍ଛ ହୋଇଥାଏ, ଠିକ ସେହିପରି ସମସ୍ତ ଙ୍କ ର ଏତେ ଚେଷ୍ଟା ପ୍ରଚେଷ୍ଟା ପରେ ମଧ୍ୟ ଠିକ ସମୟ ରେ ପିଣ୍ଟୁ ଙ୍କ ର ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇ ପାରିଲା ନାହିଁ। ଆଉ ସେ ଏହିପରି ଏକ ଅଫେରା ଦୁନିଆଁ କୁ ଚାଲିଗଲେ। ତାଙ୍କର ମୃତ୍ୟୁ ରେ ତାଙ୍କର ପରିବାର ପୁରା ଭାଙ୍ଗି ପଡିଥିଲା , ଆଉ ତାଙ୍କର ପୁଅ ଓ ସ୍ତ୍ରୀ ଆଖିରେ ଆଜି ବି ଲୁହ ଶୁଖୁ ନାହିଁ। ତେବେ ପିଣ୍ଟୁ ନନ୍ଦ ସିନା ନାହାନ୍ତି କିନ୍ତୁ ତାଙ୍କର ସବୁ ସ୍ୱପ୍ନ ଛାଡ଼ି ଯାଇଛନ୍ତି। ଆଉ ଯେଉଁ କାରଣ ପାଇଁ କୁହାଯାଇଛି ପିଣ୍ଟୁ ନନ୍ଦ ଙ୍କ ଆତ୍ମା କୁଆଡ଼େ କାନ୍ଦୁଛି।


ହଁ ଆଜ୍ଞା କୁହା ଯାଉଛି ମୃତ୍ୟୁ ପରେ ପିଣ୍ଟୁ ନନ୍ଦଙ୍କ ଆତ୍ମା କୁଆଡେ଼ କାନ୍ଦୁଛି। ନିଜ ପରିବାର ପିଲାଛୁଆ ସ୍ତ୍ରୀ ଙ୍କ କଥା ମନେ ପକାଇ କାନ୍ଦୁଛନ୍ତି ପିଣ୍ଟୁ ନନ୍ଦ। ଯେଉଁ ସ୍ତ୍ରୀଙ୍କ ହାତ ଧରି ନିଜ ଜୀବନ ସାଥି କରିଥିଲେ କଥା ଦେଇଥିଲେ ସାରା ଜୀବନ ସାଥୀ ହୋଇ ରହିବେ ତାଙ୍କୁ ଦେଇଥିବା କଥା ମଧ୍ୟ ରଖି ପାରି ନାହାଁନ୍ତି ପିଣ୍ଟୁ। ଭୁଲ୍ ବୁଝା ମଣା ପାଇଁ ତାଙ୍କ ସଂସାର ଉଜାଡି ହୋଇ ଗଲା। ଯେଉଁ ଭୁଲ ପାଇଁ ଶେଷ ସମୟ ରେ ପିଣ୍ଟୁ ନନ୍ଦ କ୍ଷମା ମଧ୍ୟ ମାଗିବାକୁ ସୁଯୋଗ ବି ପାଇ ପାରିଲେ ନାହିଁ। ଆଉ ଯେଉଁ କାରଣ ପାଇଁ ଆଜି କୁଆଡେ଼ ପିଣ୍ଟୁ ନନ୍ଦଙ୍କ ଆତ୍ମା କାନ୍ଦୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.