ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତ୍ରୀ ମାହୀମିଶ୍ର ଏବଂ ଅଭିନେତା ତୁଷାର ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଅଭିନେତ୍ରୀ ମାହୀ ଏବଂ ଅଭିନେତା ତୁଷାର ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଆଉ ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ସିରିଏଲ୍ ଦୁନିଆକୁ ।
ତେବେ ଆପଣ ମାନେ ଜାଣି ଥିବେ ଗତ ବର୍ଷ ଓଡିଆ ସିରିଏଲ୍ ଦୁନିଆର ଲୋକପ୍ରିୟ ଅଭିନେତା ତୁଷାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ସେ ଓଡିଆ ସିରିଏଲ୍ ଦୁନିଆର ଲୋକ ପ୍ରିୟ ଅଭିନେତ୍ରୀ ମାହୀ ମିଶ୍ର ଙ୍କୁ ବିବାହ କରି ଥିଲେ ।ପାଖା ପାଖି ଏକ ବର୍ଷ ପରେ ଓଡିଆ ସିରିଏଲ୍ ଦୁନିଆର ଲୋକ ପ୍ରିୟ ଅଭିନେତା ତୁଷାର ଏବଂ ମାହୀ ଉଭୟ ମାଁ ଏବଂ ବାପା ହୋଇଛନ୍ତି ।
ତେବେ ତୁଷାର ଏବଂ ମାହୀ ବିବାହ କରିବା ପରେ ଓଡିଆ ସିରିଏଲ୍ ଦୁନିଆ ରୁ ଦୂରେଇ ଯାଇ ଥିଲେ ।
ଆପଣ ମାନେ ଜାଣିଥିବେ ଯେ କିଛି ଦିନ ପୂର୍ବ ରୁ ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତୋ ଅଗଣା ର ତୁଳସୀ ମୁଁ ରେ ଚନ୍ଦନ ଚରିତ୍ର ରେ ଅଭିନୟ କରିଥିଲେ । ଏହି ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବେଶ୍ ପସନ୍ଦ ଆସିଥିଲା ।
ପରେ ପରେ ସେ ଆମ ଘର ଲକ୍ଷ୍ମୀ ଓ ମଙ୍ଗୁଲା କନ୍ୟା ରେ ନଜର ଆସିଥିଲେ ।ତାହେଲେ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଧାରାବାହିକ ର ଲୋକ ପ୍ରିୟ ଅଭିନେତ୍ରୀ ମାହି ଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ବେଶ୍ ଖୁସି ରେ ରହିବା ସହ ବର୍ତ୍ତମାନ୍ ସମୟ ରେ ଉଭୟ ବାପା ମା ହୋଇଛନ୍ତି । ଚନ୍ଦନ ନିଜ ଅଭିନୟ ଜାରି ରଖିଥିବା ସମୟ ରେ ଅଭିନେତ୍ରୀ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଛନ୍ତି ।ତେବେ ମାହି ଅଭିନୟ ଦୁନିଆରୁ ଦୂରେଇ ରହିଲେ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି ।
ସେ ଅନେକ ସିରିଏଲ ସହିତ ଫିଲ୍ମ କରିବାର ମଧ୍ୟ ସଯୋଗ ପାଇଥିଲେ ଯାହାଦ୍ୱାରା ତାଙ୍କର ସୁନ୍ଦର ଅଭିନୟ ପାଇଁ ତାଙ୍କୁ ଆଜି ଏତେ ସାରା ଭଲ ପାଇବା ମଧ୍ୟ ମିଳିଛି |ତୁଷାର ନିଜର ଅଭିନୟ ସହିତ ନିଜ ପରିବାର ଲୋକଙ୍କ ସହିତ ମଧ୍ୟ ଅଧିକ ସମୟ ବିତାଇବା ପାଇଁ ପସନ୍ଦ କରନ୍ତି |ତୁଷାର ଓ ମାହିଙ୍କ ଯୋଡିକୁ ସାରା ଓଡିଶା ବାସୀ ବହୁତ ପସନ୍ଦ କରନ୍ତି ତାହା ସହିତ ତାଙ୍କର ଛୋଟ ଝିଅ ପୁଚକିନଙ୍କୁ ମଧ୍ୟ ସମସ୍ତେ ଅଧିକ ଭଲ ପାଇଥାନ୍ତି |
ପୁଚକିନର ଦୁଷ୍ଟାମୀ ସହିତ ତାଙ୍କର ପ୍ରତ୍ୟେକ ଦିନେ ଭିଡିଓ ଦର୍ଶକ ଦେଖିବା ପାଇଁ ଅଧିକ ପସନ୍ଦ କରନ୍ତୁ, ମାହି ଯେଉଁ ସବୁ ଭିଡିଓ ୟୁଟୁବରେ ଛାଡ଼ନ୍ତି ତାଙ୍କର ନୂଆ ନୂଆ ଭିଡିଓ ଦେଖିବା ପାଇଁ ଦର୍ଶକ ଅପେକ୍ଷା ମଧ୍ୟ କରିଥାନ୍ତି |ଏହି ପବିତ୍ର ହୋଲି ପର୍ବରେ ତାଙ୍କ ଘରେ ଧୁମ ଧାମରେ ପାଳନ କରୁଥିବାର ଏକ ଭିଡିଓ ଏବେ ଦେଖିବକି ମିଳିଛି |